Breaking news :ଅଙ୍ଗନୱାଡି କର୍ମୀଙ୍କ ଦାବି ପତ୍ର ପୂରଣକୁ ନେଇ ସରକାର କଲେ ବଡ଼ ଘୋଷଣା ,ଜାଣିଲେ ଖୁସିରେ ନାଚି ଉଠିବେ ଆପଣ ,ଶୀଘ୍ର ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ଅଙ୍ଗନୱାଡି କର୍ମୀ ମାନଙ୍କ ପାଇଁ ଜାରି ହେଲା ଆଉ କିଛି ନୂଆ ଖବର ଏକଥା ଆପଣମାନେ ସମସ୍ତେ ଜାଣିଛନ୍ତି ଏବେ ରାଜ୍ୟର ସମସ୍ତ ଅଙ୍ଗନୱାଡି କର୍ମୀ ଓ ସହାୟକ ମାନେ ଆନ୍ଦୋଳନକୁ ଓଲ୍ହାଇଛନ୍ତି ତେବେ ଏହା ମଧ୍ୟରୁ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ରାଜଧାନୀର ବିକ୍ଷେପ ସମାବେଶ ପଶ୍ଚିମ ଓଡିଶାର ଦଶ ହଜାରରୁ ଉର୍ଦ୍ଧ ଅଙ୍ଗନୱାଡି କର୍ମୀ ଯୋଗ ଦେଇ ସରକାରଙ୍କ ଆଗରେ ନିଜର ଦାବି ରଖିଛନ୍ତି |

ଅଙ୍ଗନୱାଡି କର୍ମୀଙ୍କୁ ସରକାରଙ୍କ ମାନ୍ୟତା ଶ୍ରମ ସମ୍ମିଳନୀର ନିଷ୍ପତି ଅନୁସାରେ 26,000 ଦରମା ଦେବା ଭତ୍ତା ବୃଦ୍ଧି କରିବା ଶ୍ରମିକର ମାନ୍ୟତା ଦେବା ମୃ-ତ୍ୟୁ କାଳୀନ ସହାୟତା ପାଞ୍ଚ ଲକ୍ଷ ଦେବା ପେନସନ ଯୋଜନାକୁ ଲାଗୁ କରିବା ମିନିକୁ ଅଙ୍ଗନୱାଡି କର୍ମୀ ଏସଏନପି ଦର ବୃଦ୍ଧି କରିବା ଶତକଡ଼ା ଶହେ ପଦୋନ୍ନତି ଦେବା ଅତିରିକ୍ତ କାର୍ଯ୍ୟ ବନ୍ଦ ପ୍ରସ୍ତୁତ ଦାବିରେ|

ଅଲ ଓଡିଶା ଅଙ୍ଗନୱାଡି କର୍ମୀ ସଙ୍ଘ ସଂଯୁକ୍ତ ମୋର୍ଚା ନେତୃତ୍ୱରେ ଭୁବନେଶ୍ୱର ବିଧାନସଭା ସମୁଖରେ ଅନୁଷ୍ଠିତ ବିଶାଳ ବିକ୍ଷୋପ ପ୍ରଦର୍ଶନରେ ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଙ୍ଘ ନେତୃତ୍ୱରେ ସମସ୍ତ ଦଶ ଜିଲ୍ଲାରୁ ଦଶ ହଜାରରୁ ଅଧିକ ଅଙ୍ଗନୱାଡି କର୍ମୀ ଓ ସହାୟିକା ମାନେ ଉପସ୍ଥିତ ହୋଇ ଦାବି ପତ୍ର ପ୍ରଦାନ କରିଛନ୍ତି |

ତେବେ ସରକାର ଖୁବ ଶୀଘ୍ର ଦାବି ପୂରଣ କରିବା ନେଇ ପ୍ରତିଶୃତି ଦେଇଥିବା ସାଧାରଣ ସମ୍ପାଦକ ପ୍ରବେଶିନୀ ପାଢ଼ୀ ସୂଚନା ଦେଇଛନ୍ତି ଏହା ଛଡ଼ା ମିଳୁଥିବା ବିଶେଷ ସୂତ୍ରରୁ ସୂଚନା ମୁତାବକ ଖୁବ ଶୀଘ୍ର ଏମାନଙ୍କ ଦାବି ପୂରଣ ହେବ ବୋଲି ସୂଚନା ମିଳିଛି ଏନେଇ ମୁଖ୍ୟମନ୍ତ୍ରୀ ବିଧିବତ ଭାବରେ ଘୋଷଣା କରିଛନ୍ତି

Leave a Reply

Your email address will not be published. Required fields are marked *