ନମସ୍କାର ଦର୍ଶକବନ୍ଧୁ ଯେତେବେଳେ କୌଣସି ଗ୍ରହର ବିଶାରେ ଅଦଳ ବଦଳ ହୁଏ ତେବେ ନିଶ୍ଚିତ ଭାବରେ ତାହାର ପ୍ରଭାବ ମନୁଷ୍ୟ ଜୀବନ ଉପରେ ପଡ଼ିଥାଏ କିନ୍ତୁ ଆମେ ଏହି ପ୍ରଭାବକୁ ବୁଝି ପାରିନଥାଉ ଯାହା ଫଳରେ ଆମ ସହିତ କିଛି ଘଟଣା ଘଟି ଯାଇଥାଏ |କହିଦେଉଛୁ ଯେ ପ୍ରତ୍ୟକ ଗ୍ରହର ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଶନି ଗ୍ରହଙ୍କ ବିଷୟରେ କହିବାକୁ ଯାଉଛୁ ତେବେ ଦର୍ଶକବନ୍ଧୁ ଆମ ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ |ଶନିଦେବ ଯେତେବେଳେ କାହା ଉପରେ ଖୁସି ହୁଅନ୍ତି ତେବେ ସେହି ମଣିଷର ସମୟ ବହୁତ ଅଧିକ ଭଲ ହେବା ଆରମ୍ଭ ହୋଇ ଯାଇଥାଏ |ଶନିଦେବଙ୍କ ପ୍ରକୋପ ଯେତେ ଅଧିକ ପଡ଼ିଥାଏ ତା ଠାରୁ ଅଧିକ ସେ ଲୋକମାନଙ୍କୁ ଖୁସି |ଶନିଦେବ ନ୍ୟାୟର ଭଗବାନ ଅଟନ୍ତି ଯିଏ ପ୍ରତ୍ୟକ ପ୍ରାଣୀ ସହିତ ନ୍ୟାୟ କରି ଥାଆନ୍ତି |ଗ୍ରହର ଚଳନ ଅନୁସାରେ ଶନିଦେବ ଏପରି କିଛି ରାଶି ଉପରେ ପ୍ରସନ୍ନ ହୋଇଛନ୍ତି ଯେଉଁମାନଙ୍କ ଆଗାମୀ 21 ବର୍ଷ ପର୍ଯ୍ୟନ୍ତ ଖୁସିପୂର୍ଣ୍ଣ ରହିବ |ତେବେ ଆସନ୍ତୁ ଜାଣିବା କଣ ସେହି ରାଶି ଗୁଡ଼ିକ |
ମେଷ ରାଶି – ଏହି ମେଷରାଶିରା ଲୋକମାନଙ୍କୁ ଶନିଦେବଙ୍କ କୃପାରେ ଆପଣଙ୍କ ପାଇଁ ସମୟ ବହୁତ ଭଲ ରହିବ ଭଗବାନ ଶନିଦେବ ଆପଣଙ୍କ ଉପରେ ବହୁତ ଖୁସି ରହିଛନ୍ତି | ଆପଣଙ୍କର ମାନସନ୍ନମାନ ବୃଦ୍ଧିପାଇବ, ଏମାନଙ୍କୁ ସମାଜରେ ପ୍ରସଂଶିତ ହେବେ | ଭଗବାନ ଶନିଦେବଙ୍କ କୃପାରୁ ଆପଣଙ୍କୁ ଏବେ ସଫଳତାର ନୂଆ ଯୋଗ ମିଳିବାକୁ ଯାଉଛି ସେହି ସୁଯୋଗ ପାଇଁ ଆପଣଙ୍କର ନିଜର ଜୀବନରେ ଆଗେଇ ଚାଲିବେ |
ବୃଷ ରାଶି – ଏହି ରାଶିର ଲୋକମାନଙ୍କୁ ଭଗବାନ ଶନିଦେବଙ୍କ ଆଶ୍ରିବାଦରେ ଏମାନଙ୍କୁ ଖୁବ ଶୀଘ୍ର ଶୁଭ ଖବର ମିଳିବାକୁ ଯାଉଛି | ଆପଣଙ୍କ ଦ୍ୱାରା କରାଯାଇଥିବା ପରିଶ୍ରମର ଲାଭଏବେ ଆପଣଙ୍କୁ ମିଳିବାକୁ ଯାଉଛି | ଭଗବାନ ଶନିଦେବଙ୍କ କୃପାରୁ ଆପଣଙ୍କର ଆର୍ଥିକ ସ୍ତିତି ପୂର୍ବ ଅପେକ୍ଷା ବର୍ତ୍ତମାନ ଭଲରହିବ, ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସବୁ ବର୍ତ୍ତମାନ ସଫଳତା ସହିତ ସମ୍ପର୍ଣ ହେବ | ବନ୍ଧୁମାନଙ୍କ ସହିତ ସମ୍ପର୍କରେ ସୁଧାର ଆସିବ ଏହାସହିତ ଏହି ରାଶିର ଲୋକମାନଙ୍କୁ ଅନେକ ପ୍ରକାରର ଧନ ଲାଭ ଏବଂ ବଡ ସଫଳତା ମିଳିବାକୁ ଯାଉଛି |
କନ୍ୟା ରାଶି – ବନ୍ଧୁଗଣ ଭଗବାନ ଶନିଦେବଙ୍କର ବିଶେଷ କୃପା ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ରହିଛି | ଏହି ରାଶିର ବ୍ୟକ୍ତି ମାନଙ୍କୁ ଧନ ପ୍ରାପ୍ତିର ଯୋଗ ବନୁଅଛି କିନ୍ତୁ ଆପଣଙ୍କର ବ୍ୟବସାୟ ମଧ୍ୟ ବହୁତ ବୃଦ୍ଧି ହେବ ଏହା ବ୍ୟତିତ ଯେଉଁମାନେ ଚାକିରୀ କରୁଛନ୍ତି ସେମାନଙ୍କୁ ମଧ୍ୟ ତାଙ୍କ ଚାକିରୀରେ ପ୍ରମୋସନ ସହିତ ଦରମା ବୃଦ୍ଧିର ପୁରା ପରିଣାମ ମିଳିବ | ସେହିପରି ଯେଉଁମାନେ ବିଦେଶରେ କାମ କରିବାର ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କର ସ୍ବପ୍ନ ପୂରଣ ହେବାକୁ ଯାଉଛି |
ସିଂହ ରାଶି – ଭଗବାନ ଶନିଦେବଙ୍କ କୃପାରୁ ଏବେ ଆପଣଙ୍କର ସମୟ ବହୁତ ଭଲ ହେବାକୁ ଯାଉଛି | ଆପଣଙ୍କୁ କହିରଖୁଛୁଯେ ଆପଣଙ୍କୁ କେବଳ ସନ୍ନମାନ ମିଳିବନାହିଁ ବରଂ ସମାଜ ଆପଣଙ୍କୁ ଉଚ୍ଚ ପ୍ରସଂଶା କରିବ | ଏହା ବ୍ୟତୀତ ଆପଣଙ୍କୁ ଆପଣଙ୍କ ଜୀବନରେ ଏମିତି କିଛି ନୂଆ ସୁଯୋଗ ମିଳିବାକୁ ଯାଉଛି ଯାହାକି ଆପଣଙ୍କର ଜୀବନରେ ଏକ ଭଲ ପରିବର୍ତ୍ତନ ଆଣିଦେବ | ବନ୍ଧୁଗଣ ଭଗବାନ ଶନିଦେବଙ୍କର କୃପା ଆପଣଙ୍କର ଉପରେ ସର୍ବଦା ଲାଗିରହିବ |
କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଭଗବାନ ଶନିଦେବଙ୍କ ଅପାର କୃପା ରହିବ, ଶନିଦେବଙ୍କ କୃପାରୁ ଏମାନେ ଜମିବାଡ଼ି କିଣିପାରନ୍ତି ଯାହାଦ୍ୱାରା ସେଥିରେ ଆପଣ ଭଲ ଲାଭ ପ୍ରାପ୍ତ କରିବେ, ନୂତନ ଘରକୁ ଏମାନେ ପ୍ରବେଶ କରିପାରନ୍ତି | ରାଜନୀତି କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ସଫଳତା ମିଳିବ ଭଗବାନ ଶନିଦେବଙ୍କ କୃପାରୁ ଆପଣଙ୍କର ଜୀବନ ଚମକିବାକୁ ଯାଉଛି | ପ୍ରତିଦିନ ମନ୍ଦିରକୁ ଯାଇ ଭଗବାନଙ୍କୁ ଦର୍ଶନ କରନ୍ତୁ ଯଦି ଆପଣ ସବୁଦିନ ଯାଇପାରୁନାହାନ୍ତି ତେବେ ଗୋଟିଏ ନିର୍ଦ୍ଧିଷ୍ଟ ବାରରେ ମନ୍ଦିରଯାନ୍ତୁ ଏବଂ ଭଗବାନଙ୍କୁ ଦର୍ଶନ କରନ୍ତୁ |