ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ଓଡ଼ିଆ ଗୀତ ନିଶ୍ଚିତ ଭାବରେ ଶୁଣୁଥିବେ କିନ୍ତୁ ଆପଣମାନେ ଜାଣିଛନ୍ତି କି ଓଡ଼ିଆ ଫିମେଲ ସିଙ୍ଗର ମାନେ ଗୋଟେ ଗୀତ ଗାଇବା ପାଇଁ କେତେ ଟଙ୍କା ନିଅନ୍ତି |ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା |
ନମ୍ବର 8 ରେ ଆସୁଛନ୍ତି ଅମ୍ରିତା ନାୟକ ସେ ଓଡ଼ିଆ ଆଲବମ ଜଗତରେ ବହୁତ ଜଣାଶୁଣା ସେ ଓଡ଼ିଆ ଗୀତ ସହ ସମ୍ବଲପୁରୀ ଗୀତ ମଧ୍ୟ ଗାଇଛନ୍ତି ତାଙ୍କର ଗୀତ କେମିତି ଭୁଲିବି ସେ ଅଭୁଲା ଦିନ ୟୁଟୁବରେ 73 ମିଲିୟନରୁ ଅଧିକ ଲୋକ ଦେଖି ସାରିଛନ୍ତି ସେ ଗୋଟିଏ ଗୀତ ଗାଇବା ପାଇଁ 12,000 ରୁ 15,000 ଟଙ୍କା ଚାର୍ଜ କରନ୍ତି |
ନମ୍ବର 7 ରେ ଆସୁଛନ୍ତି ସୋନାଲି ନନ୍ଦ ତାଙ୍କ ଗୀତ ମଲ୍ଲୀକା ଚାଲ ଯିବା ଚିଲ୍ଲିକା ଏହି ଗୀତଟି ବହୁତ ସୁପରହିଟ ହୋଇଥିଲା ସେ ଗୋଟିଏ ଗୀତ ଗାଇବା ପାଇଁ 8,000 ରୁ 12,000 ଟଙ୍କା ଚାର୍ଜ କରନ୍ତି |
ନମ୍ବର 6 ରେ ଆସୁଛନ୍ତି ଅନନ୍ୟା ଶ୍ରୀତମ ନନ୍ଦ ଆପଣମାନେ ଅନନ୍ୟା ଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଓଡ଼ିଆ ମୁଭିରେ କଣ୍ଠ ଦାନ କରିଛନ୍ତି ସେ ତାଙ୍କ ମଧୁର ସ୍ୱରରେ ଦର୍ଶକ ମାନଙ୍କୁ ଘୋଡ଼ାଇ ରଖିଛନ୍ତି ସେ ଗୋଟିଏ ଗୀତ ଗାଇବା ପାଇଁ 15 ରୁ 20 ହଜାର ଟଙ୍କା ଚାର୍ଜ କରନ୍ତି |
ନମ୍ବର 5 ରେ ଅଛନ୍ତି ଦୀପ୍ତିରେଖା ସେ ପ୍ରଥମେ ରାଜକନ୍ୟା ସିରିଏଲରେ ନିଜର ଆକ୍ଟିଙ୍ଗ କ୍ୟାରିୟର ଷ୍ଟାର୍ଟ କରିଥିଲେ ତାପରେ ସେ ସଙ୍ଗୀତ ଜଗତରେ ପାଦ ଦେଇଥିଲେ ସେ ଅନେକ ଓଡ଼ିଆ ମୁଭିରେ ଗୀତ ଗାଇଛନ୍ତି ଏବଂ ଆଲବମରେ ମଧ୍ୟ ଗୀତ ଗାଇଛନ୍ତି |ସେ ଗୋଟିଏ ଗୀତ ଗାଇବା ପାଇଁ 16,000 ହଜାର ଟଙ୍କା ଚାର୍ଜ କରନ୍ତି |
ନମ୍ବର 4 ରେ ଆସୁଛନ୍ତି ଅର୍ପିତା ଚୌଧୁରୀ ଆପଣମାନେ ତାଙ୍କୁ ଓଡ଼ିଶାର ନୂଆ ସ୍ୱରରେ ଜଜ ହେବାରେ ଦେଖିଥିବେ ସେ ଓଡ଼ିଆ ମୁଭିରେ ଗୀତ ଗାଆନ୍ତି ଏବଂ ଆଲବମରେ ମଧ୍ୟ କଣ୍ଠ ଦାନ କରିଛନ୍ତି |ସେ ଗୋଟିଏ ଗୀତ ଗାଇବା ପାଇଁ 13 ରୁ 15 ହଜାର ଟଙ୍କା ଡିମାଣ୍ଡ କରନ୍ତି |
ନମ୍ବର 3 ରେ ପ୍ରଜ୍ଞା ହୋତା ସେ ଅନେକ ଓଡ଼ିଆ ମୁଭିରେ କଣ୍ଠ ଦାନ କରିଛନ୍ତି ଏବଂ ଆଲବମରେ ମଧ୍ୟ କଣ୍ଠ ଦାନ କରନ୍ତି ଆପଣମାନେ ତାଙ୍କୁ ଓଡିଶାକୁ ନୂଆ ସ୍ୱରରେ ଜଜ ଭାବରେ ଦେଖିଥିବେ ସେ ଗୋଟିଏ ଗୀତ ଗାଇବା ପାଇଁ 13 ରୁ 15 ହଜାର ଟଙ୍କା ଡିମାଣ୍ଡ କରନ୍ତି |
ନମ୍ବର 2 ରେ ଆସୁଛନ୍ତି ଇରା ମହାନ୍ତି ତାଙ୍କୁ କିଏ ବା ନଜାଣେ ସେ ଓଡ଼ିଆ ସିନେମା ଜଗତକୁ ବହୁତ ସୁପରହିଟ ଗୀତ ଦେଇଛନ୍ତି ସେ ଗୋଟିଏ ଗୀତ ଗାଇବା ପାଇଁ 18 ରୁ 25 ହଜାର ଟଙ୍କା ଚାର୍ଜ କରନ୍ତି |
ନମ୍ବର 1 ରେ ଅଛନ୍ତି ଅସୀମା ପଣ୍ଡା ସେ ଓଡ଼ିଆ ସିନେମା ଜଗତର ବହୁତ ପପୁଲାର ସିଙ୍ଗର ସେ ଓଡ଼ିଆ ଗୀତ ସହିତ ସମ୍ବଲପୁରୀ ଗୀତ ମଧ୍ୟ ଗାଆନ୍ତି ତାଙ୍କର ଜିଗର ଵାଲା ଗୀତ ୟୁଟୁବରେ ସବୁଠାରୁ ଅଧିକ ଭିୟୁ ଆଣି ପାରିଛି ବର୍ତ୍ତମାନ ୟୁଟୁବରେ 91 ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି ସେ ଗୋଟେ ଗୀତ ଗାଇବା ପାଇଁ 20 ରୁ 25 ହଜାର ଟଙ୍କା ନିଅନ୍ତି |
ଓଲିଉଡ଼ ଇଣ୍ଡଷ୍ଟ୍ରିରେ ସବୁଠାରୁ ଦାମୀ Singer ,ଗୋଟେ ଗୀତ ଗାଇବା ପାଇଁ ନେଇ ଥାଆନ୍ତି ଏତେ ଟଙ୍କା ,ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ |
