ଏବେ ଏବେ ଚାଷୀ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ,ବଳିଆ ଯୋଜନାରେ ମିଳିବାକୁ ଯାଉଛି ଟଙ୍କା ,ଜାଣିଲେ ଖୁସିରେ ନାଚି ଉଠିବେ ଆପଣ ….ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ବଳିଆ ଯୋଜନାରେ ଋଣ ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର ପୂର୍ବରୁ 50,000 ଟଙ୍କା ମିଳୁଥିବା ବେଳେ ଏବେ ଏହାକୁ 1,00,000 ଟଙ୍କା କରାଗଲା ଦେଖନ୍ତୁ ଏନେଇ I &PR ଡିପାର୍ଟମେଣ୍ଟ ଓଡିଶା ଟୁଇଟ ଯୋଗେ ମଧ୍ୟ ସୂଚନା ଜାରି କରିଛି ତେବେ ଆସନ୍ତୁ ଜାଣିବା ଏହି ବଳିଆ ଯୋଜନା କଣ କେଉଁମାନେ ଏଥିରେ ଲାଭ ଉଠାଇବେ |ବୁଣା କାର ମାନଙ୍କୁ ରାଜ୍ୟ ସରକାରଙ୍କ ଭେଟି ବୁଣାଗତ ଏବଂ ହସ୍ତତନ୍ତ୍ର କାରିଗର ଙ୍କ ପାଇଁ ଖୁସି ଖବର ବଳିଆ ଯୋଜନାରେ ଋଣ ସହାୟତା ରାଶି ବୃଦ୍ଧି କରିଛନ୍ତି |

ରାଜ୍ୟ ସରକାର ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର ରାଜ୍ୟରେ 66,141 ବୁଣା ପରିବାର ରହୁଛନ୍ତି ଏବଂ 1,84,024 ଜଣ ବୁଣା କାର ଅଛନ୍ତି ସେହିପରି 56,569 ହସ୍ତତନ୍ତ୍ର ରହିଛନ୍ତି ତେବେ ଆଗରୁ 50,000 ପର୍ଯ୍ୟନ୍ତ ସୁଧ ଋଣ ଦିଆ ଯାଉଥିଲା ହେଲେ ଏବେ ଏହାକୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି |ଏକ ଲକ୍ଷ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ମିଳିଛି |

ବୁଣାକାର ମାନଙ୍କ ରୋଜଗାର ସୁନିଶ୍ଚିତ କରିବା ଅର୍ଥନୈତିକ ଅବସ୍ଥାକୁ ସୁଦୃଢ଼ କରିବା ଓ ସୁରକ୍ଷିତ କରିବା ଏହି ଯୋଜନା ଗୁଡ଼ିକର ଲକ୍ଷ ଏବଂ ଉଦେଶ୍ୟ ତେବେ ଏହି ପ୍ରୟାସ ଏବଂ ହସ୍ତକ୍ଷେପ ଫଳରେ ରାଜ୍ୟରେ ହସ୍ତତନ୍ତ୍ର କ୍ଷେତ୍ରରେ ଅଭିବୃଦ୍ଧି ହେବ ତେବେ ଆଗକୁ ନିର୍ବାଚନ ଆସୁଥିବାରୁ ରାଜ୍ୟ ସରକାର ଗୋଟିଏ ଗୋଟିଏ ଖେଳ କରୁଛନ୍ତି |

ପ୍ରତିଦିନ କିଛିନା କିଛି ନୂଆ ନୂଆ ଯୋଜନାର ଆରମ୍ଭ କରୁଛନ୍ତି |ଠିକ ସେମିତି ଏବେ ବୁଣାକାର ଏବଂ ହସ୍ତତନ୍ତ୍ର କାରିଗର ମାନଙ୍କୁ ଖଡି ଖବର ଦେଲେ ରାଜ୍ୟ ସରକାର ବଳିଆ ଯୋଜନା ଅଧୀନରେ ପୂର୍ବରୁ 50,000 ଟଙ୍କା ଋଣ ମିଳୁଥିବା ବେଳେ |

ଏବେ ଏହାକୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିଛନ୍ତି ବିନା ସୁଧରେ ମିଳିପାରିବ ଆପଣଙ୍କୁ ଋଣ |ଆଉ ଆପଣମାନେ ଆବେଦନ କରିବାକୁ ଚାହୁଁ ଥିଲେ ଯେକୌଣସି ଜନସେବା କେନ୍ଦ୍ରକୁ ଯାଇ ଆବେଦନ କରିପାରିବେ |

Leave a Reply

Your email address will not be published. Required fields are marked *