ନମସ୍କାର ଦର୍ଶକବନ୍ଧୁ ଆପଣମାନଙ୍କ ପ୍ରିୟ ଅଭିନେତ୍ରୀ ନିକିତା ମିଶ୍ର ବା ଝିଲ୍ଲୀ ନାମରେ ଆପଣ ମାନେ ଯାହାକୁ ଜାଣିଛନ୍ତି ପ୍ରକୃତରେ ସେ କାହାକୁ ଭଲ ପାଆନ୍ତି ସିଦ୍ଧାର୍ଥ ନା ସ୍ୱରାଜକୁ ସ୍ୱରାଜଙ୍କ ସହିତ ପୂର୍ବରୁ କାମ କରି ସାରିଥିବା ବେଳେ ସ୍ୱରାଜ ହେଉଛନ୍ତି ତାଙ୍କର ଜଣେ ଭଲ ସାଙ୍ଗ ଆଉ ଏହା ପରେ ସିଦ୍ଧାର୍ଥ ଙ୍କ ସାଙ୍ଗରେ ମଧ୍ୟ ସେ ଝିଲ୍ଲୀ ସିରିଏଲ କରି ସାରିଛନ୍ତି |
ଆଉ ଝିଲ୍ଲୀ ସିରିଏଲର ଯୋଡ଼ିକୁ ମଧ୍ୟ ଦର୍ଶକମାନେ ବହୁତ ଭଲ ପାଇବା ଦେଇ ଆସିଛନ୍ତି ହେଲେ ପ୍ରକୃତରେ ଝିଲ୍ଲୀ କାହାକୁ ଭଲ ପାଆନ୍ତି ନା ତାଙ୍କ ଜୀବନରେ ଆଉ କେହି ଅଛନ୍ତି |ଯଦି ଆପଣମାନେ ଜାଣିବାକୁ ଚାହୁଁଛନ୍ତି ତାଙ୍କ ବୟ ଫ୍ରେଣ୍ଡ କିଏ ଆଉ ରିଲେସନସିପରେ ଅଛନ୍ତି କି ନାହିଁ
ଜାଣିବାକୁ ଚାହୁଁଛନ୍ତି ଆଜିର ବିଷୟଟି ପ୍ରଥମରୁ ଶେଷ ଯାଏ ଦେଖନ୍ତୁ |ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ଯେ ସିଦ୍ଧାର୍ଥ ଏବଂ ସ୍ୱରାଜ ହେଲେ ଝିଲ୍ଲୀ ଙ୍କର ଭଲ ସାଙ୍ଗ ପୂର୍ବରୁ ଛୋଟ ବେଳରୁ ଝିଲ୍ଲୀ ସ୍ବରାଜଙ୍କ ସହିତ କାମ କରି ଆସିଥିବା ବେଳେ |ତେବେ ସିଦ୍ଧାର୍ଥ ଙ୍କ ସହିତ ତାଙ୍କ ଯୋଡ଼ିଙ୍କୁ ମଧ୍ୟ ବହୁତ ଭଲ ପାଇବା ଦେଉଛନ୍ତି
ଦର୍ଶକମାନେ ଆଉ ସମସ୍ତେ ଭାବୁଛନ୍ତି ସିଦ୍ଧାର୍ଥ ଏବଂ ଝିଲ୍ଲୀଙ୍କ ମଧ୍ୟରେ କିଛି ପ୍ରେମ ସମ୍ପର୍କ ଅଛି ବୋଲି |ଏହି ସବୁ କଥା ସୋସିଆଲ ମେଡିଆରେ ଚର୍ଚ୍ଚା ହେବା ପରେ ମୁହଁ ଖୋଲିଛନ୍ତି ଝିଲ୍ଲୀ |ଏବେ ଝିଲ୍ଲୀ କହିଛନ୍ତି ସ୍ୱରାଜ ଏବଂ ସିଦ୍ଧାର୍ଥଙ୍କ ବିଷୟରେ ସ୍ୱରାଜ ତାଙ୍କର ପିଲା ଦିନର ସାଙ୍ଗ ହୋଇଥିବା ବେଳେ ଏବେ ମଧ୍ୟ ସ୍ବରାଜଙ୍କ ସହିତ ଭଲ ବନ୍ଧୁତା ଅଛି ଝିଲ୍ଲିକଙ୍କର |
ଆଉ ସେ କହିଛନ୍ତି ମୋ ଠାରୁ ସେ ବୟସରେ ବହୁତ ବଡ଼ ଭଲ ସାଙ୍ଗ ଏବଂ ଭଲ ବନ୍ଧୁ ମୋର |ମୋର ସେମିତି ତାଙ୍କ ସାଙ୍ଗରେ କୌଣସି ସମ୍ପର୍କ ନାହିଁ ବର୍ତ୍ତମାନ ସମୟରେ ମୁଁ ସିଙ୍ଗିଲ ଅଛି ଏବଂ ମୋ ଲାଇଫକୁ ଏଞ୍ଜୟ କରୁଛି |