Sadhubani- ମୃ-ତ ବା ପିତୃପୁରୁଷଙ୍କ ଫୋଟୋ ରଖିଛନ୍ତି କି, ଜାଣି ରଖନ୍ତୁ ଏହି କଥା…

ନମସ୍କାର ବନ୍ଧୁଗଣ ଆଜି ଆମେ କିଛି ଅନୁଚିନ୍ତା ବିଷୟରେ ଜାଣିବା ଯାହା ଆପଣଙ୍କ ଜୀବନକୁ ସୁଗମ ଓ ସରଳ କରିବାରେ ସହାୟକ ହେବ ଏସବୁ ପାଳନ କରିଲେ ଆପଣଙ୍କ ଜୀବନରେ ସୁଖ ଶାନ୍ତି ସମୃଦ୍ଧି ଓ ଧନର ବୃଦ୍ଧି ହେବ।

ଗାଧେଇ ସାରିବା ପରେ ସ୍ତ୍ରୀମାନେ ମୁଣ୍ଡରେ ସିନ୍ଦୂର ପିନ୍ଧନ୍ତି କିନ୍ତୁ କେବେବି ଆଙ୍ଗୁଳିରେ ସିନ୍ଦୂର ପିନ୍ଧିବେ ନାହିଁ ସିନ୍ଦୂର ରୂପା କଣ୍ଟା ବା ଝିଙ୍କ କାଠିରେ ପିନ୍ଧିବା ଉଚିତ୍ ଏହାଦ୍ବାରା ସ୍ଵାମୀଙ୍କର ମଙ୍ଗଳ ହୋଇଥାଏ।

ଘରେ ଯଦି ପିତୃ ପୁରୁଷଙ୍କ ଫଟୋ ଲଗାଉଛନ୍ତି ତେବେ ମନେ ରଖନ୍ତୁ ଫଟୋଟି ସବୁବେଳେ ଉତ୍ତର ଦିଗରେ ଲଗାନ୍ତୁ ଦକ୍ଷିଣ ପଶ୍ଚିମ କାନ୍ଥରେ ଫଟୋ ଲଗାନ୍ତୁ ନାହିଁ ଘରର ଦକ୍ଷିଣ କାନ୍ଥରେ କେବେବି ଘଣ୍ଟା ଟାଙ୍ଗନ୍ତୁ ନାହିଁ ଅଚଳ ଘଣ୍ଟା କିମ୍ବା ଘଣ୍ଟା ଖରାପ୍ ହୋଇ ଯାଇଥିଲେ ସେହି ଘଣ୍ଟା ଘରେ ରଖନ୍ତୁ ନାହିଁ ଘଣ୍ଟାର ସମୟ ସବୁବେଳେ ଆଗରେ ରଖନ୍ତୁ।

ବିଶେଷ ଭାବରେ ଆମେ ଟଙ୍କା ପଇସା ସବୁ ଆଲମାରୀରେ ରଖିଥାଉ ମନେରଖିବେ ଗଡ଼ରେଜ୍ ର ମୁହଁ ଖୋଲିଲା ବେଳେ ଯେମିତି ଦକ୍ଷିଣ ଦିଗକୁ ନ ହୁଏ ଏହା ଏପରି ହେଲେ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ।

ଘରେ ଲାଗିଥିବା ଟ୍ୟାପକୁ ବନ୍ଦ୍ କରିବା ପରେ ବି ଯଦି ପାଣି ପଡୁଥାଏ ତେବେ ତୁରନ୍ତ ମରାମତି କରନ୍ତୁ ନଚେତ୍ ଧନ ହାନି ହେବା ସହ ରୋଜଗାର କରିଲେ ଅଣ୍ଟିବ ନାହିଁ ଆଜିକାଲି ବୋହୁତ ଛୋଟ ଛୋଟ ପିଲା ମାନଙ୍କର କେସ ଉପୁଡ଼ି ଯାଉଛି ଯଦି କେସ ଉପୁଡୁ ଥାଏ ତେବେ ଲୁଣ ଗୁଣ୍ଡ କରି ରାତିରେ ଶୋଇବା ସମୟରେ ଚୁଟିର ମୂଳରେ ରଖନ୍ତୁ ଏମିତି ୭ ଦିନ କରନ୍ତୁ ଆଉ ୭ ଦିନପରେ ଦୂର୍ଦୁରା ପତ୍ରର ରସ ବାଟି ରାତିରେ ଶୋଇବା ବେଳେ ମୁଣ୍ଡରେ ଲଗାନ୍ତୁ।

ଆଜିକାଲି ବୋହୁତ ଲୋକ ଗ୍ୟାସ୍ ସମସ୍ୟା ଭୋଗୁଛନ୍ତି ଯଦି ଆପଣ ଯଦି ଆପଣଙ୍କର ଗ୍ୟାସ୍ ହେଉଥାଏ ତେବେ ଖାଇବା ପରେ ଜୁଆଣି ନିଶ୍ଚୟ ଖାଆନ୍ତୁ ଆଉ ପ୍ରତ୍ୟେକ ଖାଦ୍ୟରେ ଟିକେ ହେଙ୍ଗୁ ବ୍ୟବହର କରନ୍ତୁ।

ତୁଳସୀ ତିନି ପ୍ରକାରର ଯଥା ଶ୍ୱେତ ତୁଳସୀ କୃଷ୍ଣ ତୁଳସୀ ରାମ ତୁଳସୀ ତିନୋଟି ତୁଳସୀ ମଧ୍ୟରୁ କୃଷ୍ଣ ତୁଳସୀ ଶ୍ରେଷ୍ଠ ଅଟେ ତୁଳସୀ ତୋଳିବା ସମୟରେ ମହାପ୍ରସାଦ ଜନନୀ ସର୍ବେ ସୌଭାଗ୍ୟ ବର୍ଧିନି ଆଦି ବ୍ୟାଧି ହରାଙ୍ଗ ନିତ୍ୟ ତୁଳସୀତ୍ଵଂ ନମସ୍ତୁତେ ମନ୍ତ୍ର ଜପ କରି ତୁଳସୀ ତୋଳନ୍ତୁ।

Leave a Reply

Your email address will not be published. Required fields are marked *