Post Officeରେ ଆସିଲା ନୁଆ ଦମଦାର ସ୍କିମ, ଏହି ସ୍କିମ ଆପଣଙ୍କୁ ବି କରିଦେବ ମାଲାମାଲ, ଶୁଣିଲେ ଖୁସିରେ ନାଚି ଉଠିବେ ଆପଣ…

ନମସ୍କାର ବନ୍ଧୁଗଣ ନୂଆ ଗ୍ରାହକଙ୍କ ପାଇଁ ପୋଷ୍ଟ ଅଫିସ ଆଣିଲା ଏକ ନୂଆ ଏହା ଦ୍ୱାରା ଗ୍ରାହକ ମାନେ ବହୁତ ଲାଭ ପାଇପାରିବେ | ଯଦି ଆପଣ କାମ ଖର୍ଚରେ ଭଲ ସୁଧ ପାଇବାକୁ ଚାହୁଁଛନ୍ତି ତାହେଲେ ଏହି ସ୍କିମ ଆପଣଙ୍କ ପାଇଁ | ଏବେ ପୋଷ୍ଟ ଅଫିସ ଆଣିଛି Post office time deposit scheme ଏହାକୁ ଆପଣ ଫିକ୍ସ ଦିପଜିଟି ମଧ୍ୟ କରିପାରିବେ | ପୋଷ୍ଟ ଅଫିସରେ ଦିପଜିଟି କରିବା ଏବଂ ଆକାଉଣ୍ଟ ଖୋଲିବା ଆପଣଙ୍କ ପାଇଁ ସୁରକ୍ଷିତ ମଧ୍ୟ |

ଏଥିରେ ଆପଣ କମ ନିବେଶ କରିବା ସହିତ ଭଲ ସୁଦ୍ଧ ମଧ୍ୟ ପାଇପାରିବେ ଏହାଛଡା ଆପଣଙ୍କୁ ଟ୍ୟାକ୍ସରୁ ମଧ୍ୟ ମୁକ୍ତି ପାଇବେ | ଆପଣଙ୍କର ମନରେ ପ୍ରଶ୍ନ ଥିବ ଏହି ଆକାଉଣ୍ଟ ବା ଖାତା କେଉଁ ମାନେ ଖୋଲି ପାରିବେ | ଆପଣ ଜାଣି ଖୁସିବେ ଯେକୌଣସି ଭାରତୀୟ ଲୋକ ଏହି ସ୍କିମର ଲାଭ ଉଠେଇ ପାରିବେ | ଏହାକୁ ଜଣେ ବ୍ୟକ୍ତି ବା ଦୁଇଜଣ ବ୍ୟକ୍ତି କିମ୍ବା ତିନିଜଣ ବ୍ୟକ୍ତି ମିଶିକି ଗୋଟିଏ ଆକାଉଣ୍ଟ ଖୋଲିପାରିବେ

ଯଦି ଛୋଟ ପିଲା ନାଁରେ ଏହି ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି ତେବେ ତାଙ୍କର ଅବିଭାବକ ଏଥିରେ ନିବେଶ କରିପାରିବେ ଅର୍ଥାତ ଆକାଉଣ୍ଟଟି ଛୋଟ ପିଲାନାଁରେ ରହିବ ହେଲେ ଅବିଭାକ ଏଥିରେ ଦିପଜିଟି କରିପାରିବେ | 10 ବର୍ଷରୁ ଅଧିକ ନାବାଳକ ଏହି ଆକାଉଣ୍ଟକୁ ପରିଚାଳନା କରିପାରିବେ ପୋଷ୍ଟ ଅଫିସର ୱେବ୍ସାଇଟରେ ଦିଆଯାଇଥିବା ସୂଚନା ଅନୁସରେ ଏଥିରେ ଆପଣ ଅଲିମିଟେଡ଼ ଆକାଉଣ୍ଟ ଖୋଲି ପାରିବେ |

ଗ୍ରାହକ ଚାହିଁଲେ ଏକବର୍ଷ ଦୁଇବର୍ଷରେ ତିନିବର୍ଷ ଚାରିବର୍ଷ ଏବଂ ପାଞ୍ଚବର୍ଷ ପାଇଁ ଏହି ସ୍କିମରେ ନିବେଶ କରିବା ପାଇଁ ଆପ୍ସନ ରହିଛି | ନିବେଶ ଏବଂ ଦିପଜିଟି କରିବାପାଇଁ ସର୍ବନିମ୍ନ ୧ହଜାର ଟଙ୍କାରୁ ଆରମ୍ଭ କରିପାରିବେ | ତେବେ ୧ବର୍ଷ ଦିପଜିଟି ଉପରେ 6.9% ୨ବର୍ଷ ଏବଂ ୩ବର୍ଷ ପାଇଁ 7.0% ଏବଂ ୫ବର୍ଷର ଦିପଜିଟି ଉପରେ 7.5% ସୁଧ ଅଫର କରାଯାଉଛି | ଏଥିରେ ଆପଣ ଆପଣଙ୍କ ଇଚ୍ଛା ଅନୁସାରେ ଦିପଜିଟି କରିନେଇ ପାରିବେ |

Leave a Reply

Your email address will not be published. Required fields are marked *