ପାସ୍ତା ବଦଳାଇଦେଲା ଭାଗ୍ୟ ଘଟିଲା ବଡ ଚମତ୍କାର ହଟାତ 23ବର୍ଷର ଯୁବକଙ୍କୁ ପାସ୍ତା ବନାଇଦେଲା କୋଟିପତି ଏତିକି ନୁହେଁ ପାସ୍ତା ତାଙ୍କୁ ସମସ୍ତଙ୍କ ଆଗରେ ଷ୍ଟାର ବନେଇଦେଇଛି | ଏକଥା ଶୁଣିଲେ ହୁଏତ ଆପଣବି ବିଶ୍ୱାସ କରିପାରିବେ ନାହିଁ ହେଲେ କଥାଟି ସମ୍ପୂର୍ଣ ଭାବେ ସତ | ଏବେ ମନରେ ପ୍ରଶ୍ନ ଆସୁଛି ପାସ୍ତା ତାଙ୍କୁ କେମିତି କରିଦେଲା କୋଟିପତି କେମିତି ହଟାତ ବଦଳିଗଲା ଭାଗ୍ୟ | ଦୁନିଆରେ ଏମିତି ଲୋକ ଅଛନ୍ତି ଯିଏ ସଙ୍ଗେ ସଙ୍ଗେ କୋଟିପତି ହୋଇଯାଇଛନ୍ତି |
ସେହି ବ୍ୟକ୍ତି ମାନଙ୍କ ମଧ୍ୟରୁ ଏହି ବ୍ୟକ୍ତି ଜଣଙ୍କ ଯିଏକି ପାସ୍ତା ତିଆରି କରି କୋଟିପତି ହୋଇଯାଇଛନ୍ତି ଯାହା ବିଷୟରେ ଶୁଣିଲେ ଆପଣ କେବେବି କଳ୍ପନା କରିପାରିବେ ନାହିଁ | ଆଜି ସେହି ପାସ୍ତା ତିଆରି କରି କୋଟି କୋଟି ଟଙ୍କା ରୋଜଗାର ଲକରୁଛନ୍ତି | ଆମେରିକାର ଜିଆଲୋକା କଣ୍ଟସ ସୋସିଆଲ ମିଡିଆରେ ପାସ୍ତା ତିଆରି କରି ତାହାର ଭିଡ଼ିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ପାସ୍ତା ତିଆରି କରୁଥିବାର ଦେଖିବାକୁ ମିଳିଛି |
ପାଠ ପଢା ସହିତ ବାପା ମାଙ୍କ ରେସ୍ଟୁରାନ୍ଟରେ କାମ କରୁଥିଲେ ପ୍ରଥମେ ରସୁଣ ଟମାଟୋ ବ୍ୟବହାର କରି ପାସ୍ତା ତିଆରି କରୁଥିଲେ ଯାହା ଲୋକମାନଙ୍କୁ ବହୁତ ପସନ୍ଦ ଆସୁଥିଲା | ଏହାପରେ ପାସ୍ତା ତିଆରି କରି ସୋସିଆଲ ମିଡିଆରେ ସେଆର କରିବା ଆରମ୍ଭ କରିଲେ | ଯାହା ସୋସିଆଲ ମିଡିଆରେ ଲୋକମାନଙ୍କୁ ବେଶ ପସନ୍ଦ ଆସିଥିଲା ଲୋକମାନେ ତାଙ୍କର ପୋଷ୍ଟକୁ ଲାଇକ କମେଣ୍ଟ କରିବା ସହିତ ସେଆର ମଧ୍ୟ କରୁଥିଲେ |
ଯାହାପରେ ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ଆରମ୍ଭ କରିଥିଲେ ବର୍ତ୍ତମାନ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହିତ ବର୍ତମାନ ଷ୍ଟାର ପାଲଟି ଯାଇଛନ୍ତି |