ନମସ୍କାର ଦର୍ଶକବନ୍ଧୁ ଓଲିଉଡ଼ ଜଗତ ପାଇଁ ଆସିଛି ଏକ ବଡ଼ ଦୁଃଖଦ ଖବର ଓଡ଼ିଆ ସିନେମା ଜଗତର ଜଣେ ବିଶିଷ୍ଟ ନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ବୋଲି ଜଣା ପଡ଼ିଛି |କଟକ ଚୌଦାରର ଏକ ଘରୋଇ ହସ୍ପିଟାଲରେ ଅଭିନେତା ଜଣକ ଭର୍ତ୍ତି ହୋଇଛନ୍ତି ଗତ ଚାରିଦିନ ହେଲା ତାଙ୍କର ଚିକିତ୍ସା ଚାଲିଥିବାର ଖବର ସାମ୍ନାକୁ ଆସିଛି ତେବେ ଗତ ଚାରିଦିନ ହେବ |
କଟକ ଚୌଦାରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ନିଜର ଚିକିତ୍ସା କରାଉଛନ୍ତି ସେ ଓଡ଼ିଆ ସିନେମା ଜଗତରେ ଅନେକ ସଙ୍ଗୀତରେ ନିର୍ଦେଶନା କରି ଚାରିଆଡ଼େ ପ୍ରଶଂସାର ପାତ୍ର ପାଲଟି ଯାଇଛନ୍ତି ମୁଁ ତୁମକୁ ଭଲ ପାଏ ,ଗାଁ ମଝିରେ ଚାନ୍ଦିନୀ ,ଚାଲିରେ ତୋର ପଦ୍ମ ଫୁଟେ ଏବଂ ଓଢଣୀ ଓଢଣୀ ,ନାଲି ଓଢଣୀ ଭଳି ଅନେକ ଲୋକପ୍ରିୟ ଗୀତରେ ସ୍ୱରୂପ ନାୟକ ନିର୍ଦେଶନା କରିଛନ୍ତି |
ତେବେ ଓଲିଉଡ଼ର ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ସ୍ୱରୂପ ନାୟକ ଅସୁସ୍ଥ ଚାରିଦିନ ହେଲାଣି ତାଙ୍କର ଚିକିତ୍ସା ଚାଲିଛି |ତେବେ ସେ କେମିତି ଖୁବ ଶୀଘ୍ର ସୁସ୍ଥ ହୋଇ ଓଡିଆ ସିନେମାର ସୁପର ହିଟ ସଙ୍ଗୀତର ନିର୍ଦେଶନା ଦିଅନ୍ତୁ |
ସାରା ଓଡ଼ିଶାର ଅନେକ ସଙ୍ଗୀତ ପ୍ରେମୀମାନେ ସ୍ୱରୂପ ନାୟକଙ୍କ ଆସୁ ଆରୋଗ୍ୟ କାମନା କାମନା କରିଛନ୍ତି ଯେ ସେ ଖୁବ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ଏହା ଭଗବାନଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରୁଛନ୍ତି |