ମୟୂର ପଙ୍ଖ ଘରେ କେଉଁଠି ରଖିଲେ ୧୦ଗୁଣା ବଢ଼ିଥାଏ ଧନ, ଥରେ ରଖିକି ଦେଖନ୍ତୁ ଆଉ କୁହନ୍ତୁ

ଦର୍ଶକବନ୍ଧୁ ଆଜିର ଏଇ ମହଙ୍ଗା ଦୁନିଆରେ ଧନ ହିଁ ଲୋକମାନଙ୍କ ପାଇଁ ଭଗବାନ ପାଲଟି ଗଲାଣି ଆଜି କାଲିର ଲୋକମାନେ ଯେତେ ଟଙ୍କା କମାଇଲେ ମଧ୍ୟ ତାହା ଠାରୁ ଅଧିକ ଖର୍ଚ୍ଚ ହୋଇଯାଉଛି ଆଜିର ଯୁଗରେ ଖୁବ କମ ଲୋକ ଏମିତି ଥିବେ ଯାହାକୁ ପଇସା ର ଅଭାବ ହେଉ ନଥିବ ଯଦିବି ଜାହାରୀ ପାଖରେ ପଜ୍ୟାପ୍ତ ପରିମାଣ ର ପଇସା ରହୁଛି ସେମାନଙ୍କର ଅଧିକ ପଇସା କମାଇବାକୁ ଇଛା ରହୁଛି ଧନ ର ମୋହ ସେଇପରି ହୋଇଥାଏ ଯେତେ ହେଲେ ବି ମଧ୍ୟ ମନ ଭରେ ନାହିଁ ଏମିତି କି ବୋହୁ ପରିଶ୍ରମ ପରେ ଆପଣଙ୍କୁ ଆପଣଙ୍କର ଇଛା ଅନୁସାରେ ପଇସା ମିଳିନଥାଏ ଆଉ ଯଦି ଆସିବି ଯାଏ ତେବେ ତାହାଭି ମଧ୍ୟ ରହିନଥାଏ | ଏମିତି ରେ ମାନାଯାଇଥାଏ ଯେ ଖରାପ ଭାଗ୍ୟ ଚାଲିଛି ବୋଲି ତେଣୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ଜଣାଇବାକୁ ଯାଉଛୁ ଯାହାଦ୍ୱାରା ପଇସା ଆସିବାର ବାଟ ଖୋଲିଯିବ ଏବଂ ତାହା ବହୁତ ଦିନ ପର୍ଯ୍ୟନ୍ତ ଘରେ ରହିବ ତେଣୁ ଏଥିପାଇଁ ଆମକୁ ବେଶୀ କିଛି କରିବାକୁ ପଡିବ ନାହିଁ କେବଳ 3ଟି ମୟୁର ପଙ୍ଖ ର ବ୍ୟବହାର କରିବାକୁ ପଡିବ ଏହାର ବ୍ୟବହାର କିପରି କରିବାକୁ ପଡିବ ତାହା ଆପଣମାନଙ୍କୁ ଜଣାଇବୁ | ଏହା ପୂର୍ବରୁ ଆପଣମାନେ ଜାଣିରଖନ୍ତୁ ଯେ ଏହି ମୟୁରପଙ୍ଖ କଣ ଅଟେ ଏହା ଏକ ଶକ୍ତିଶାଳୀ ଚମତ୍କାରୀ ଯନ୍ତ୍ର ଅଟେ ଏବଂ ଏହା ତନ୍ତ୍ର ବିଦ୍ୟାରେ ବହୁତ କାମରେ ଆସିଥାଏ କେବଳ ଏବେ ନୁହେଁ ପ୍ରାଚୀନ କାଳରୁ ଏହାର ବ୍ୟବହାର କରାଯାଇଅଛି | ଶାସ୍ତ୍ର ଜ୍ୟୋତିଷ ସବୁଥିରେ ଏହାର ବ୍ୟବହାର ଉଲ୍ଲେଖ ରହିଛି ଭଗବାନ କୃଷ୍ଣ ଙ୍କ ମୁକୁଟରେ ମୟୁର ପଙ୍ଖ ର ବ୍ୟବହାର କରାଯାଇଥାଏ ଏହି ମୟୁର ପଙ୍ଖ କୁ ଵିଦ୍ୟାଦେବୀ ସରସ୍ବତୀ ଧନ ର ଦେବୀ ମା ଲକ୍ଷ୍ମୀ ଶ୍ରୀକୃଷ୍ଣ କାର୍ତ୍ତିକ ହନୁମାନ ସମସ୍ତଙ୍କ ସହିତ ଯୋଡ଼ା ହୋଇଥାଏ ଏଇ ମୟୁର ପଙ୍ଖ କୁ ଯଦି ଆପଣ ବଂଶୀ ସହିତ ରଖିବେ ତେବେ ସମ୍ପର୍କରେ ମଧୁରତା ଆସିଥାଏ ଘରେ ଯଦି ନକାରାତ୍ମକ ଉର୍ଜା ବଢିଯାଏ ତେବେ ଏହାକୁ କେମିତି ଦୂର କରିବା କେମିତି ଏହାର ବିନାଶ କରିବା ସେଥିପାଇଁ ଏକ ଉପାୟ କରନ୍ତୁ |

ଏହା ପାଇଁ ଆପଣ ଏକ ମୟୁର ପଙ୍ଖ କୁ ସନ୍ଧ୍ୟା ଆଳତି ପରେ ଜୋର ଜୋର ରେ ହଲାନ୍ତୁ ଏହା ଦ୍ୱାରା ଆପଣଙ୍କ ଘରେ ଥିବା ନକାରାତ୍ମକ ଉର୍ଜା ଚାଲି ଯାଇଥାଏ ଏହା ଆପଣ ପ୍ରତିଦିନ କରନ୍ତୁ ଏହା ବହୁତ ଭଲ ଅଟେ ଏହା ଦ୍ୱାରା ଆପଣଙ୍କ ଘରର ନକାରାତ୍ମକ ଉର୍ଜା ବାହାରକୁ ଚାଲିଯାଇଥାଏ ଏବଂ ଯେଉଁ ଘରେ ସକାରାତ୍ମକ ଉର୍ଜା ଅଧିକ ରହିଥାଏ ସେଇ ଘରେ ମା ଲକ୍ଷ୍ମୀ ବାସ କରନ୍ତି ଏହି ସବୁ କୁ ଧ୍ୟାନ ରଖି ଆଜି ଆମେ ଆପଣଙ୍କୁ କହିବୁ ଯେ ଘରର ସେଇ କେଉଁ 3 ଟି କୋଣ ରହିଛି ଯେଉଁଠାରେ ମୟୁର ପଙ୍ଖ ରଖିଲେ ଆପଣ ସବୁବେଳେ ସକାରାତ୍ମକ ଉର୍ଜା ରେ ଭରପୁର ରହିବ ଏବଂ ଲକ୍ଷ୍ମୀ ସବୁବେଳେ ବାସ କରିବେ ଆପଣଙ୍କ ଘରେ | ତେଣୁ ଆପଣଙ୍କ ଘରେ ଏକ ଶୁଭ ଦିନରେ ମୟୁର ପଙ୍ଖ କୁ ଏମିତି ଏକ ଜାଗାରେ ରଖିବେ ଯେଉଁଠି ସମସ୍ତଙ୍କ ଦୃଷ୍ଟି ପଡିବ ମୟୁର ପଙ୍ଖ ନକାରାତ୍ମକ ଉର୍ଜା କୁ ନିଜ ଆଡକୁ ଟାଣି ନେଇଥାଏ ତେଣୁ ସେଥିପାଇଁ ଏହାକୁ ଘରର ଏମିତି ଏକ ଜାଗାରେ ରଖନ୍ତୁ ଯାହା ସମସ୍ତଙ୍କ ନଜର ରେ ଆସିବ |

ମୟୁର ପଙ୍ଖ ର ଏଇ ଉପାୟ ନା କେବଳ ଆପଣଙ୍କ ଜୀବନରେ ଆପଣଙ୍କ ପରିବାରରେ ସମସ୍ତଙ୍କ ଜୀବନରେ ମଧ୍ୟ ସୁଖ ସମୃଦ୍ଧି ଆଣି ଦେଇଥାଏ ଏହି ଉପାୟ ଆପଣ କୌଣସି ଏକ ଶୁଭ ଦିନ ରେ କରି ପାରିବେ ମୟୁର ପଙ୍ଖ ର ବ୍ୟବହାର ସବୁ ଜାଗାରେ ହୋଇଥାଏ ଯେମିତି କି ବିଦ୍ୟାର୍ଥୀ ମାନେ ନିଜ ବହି ଭିତରେ ଅଭିମନ୍ତ୍ରିତ ମୟୁର ପଙ୍ଖ ରଖିଥାଆନ୍ତି ଏହା ସେମାନଙ୍କ ପାଇଁ ରାମବାଣ ସଦୃଶ୍ୟ ହୋଇଥାଏ | ଘରର ସବୁ ରୁମ ରେ ଗୋଟେ ଗୋଟେ ମୟୁର ପଙ୍ଖ ରଖିଲେ ଘରର ବାସ୍ତୁଦୋଷ ବଦଳି ଯାଇଥାଏ | ଯଦି ଆପଣଙ୍କ ରାହୁ କେତୁ ବା କାଳ ସର୍ପ ଦୋଷ ରହିଛି ତେବେ ଆପଣ ନିଜ ପାଖରେ ମୟୁର ପଙ୍ଖ ରଖନ୍ତୁ ଏହା ଦ୍ୱାରା ଆପଣଙ୍କର ବହୁତ ବଡ଼ ଲାଭ ହୋଇଥାଏ |

ଯଦି ଆପଣଙ୍କ ଘରେ କୌଣସି ଶିଶୁ ବହୁତ ବଡ଼ ଯିଦିଆ ହେଉଛି ତେବେ ତାକୁ ମୟୁର ପଙ୍ଖ ହଲାଇ ପବନ କରାଇଲେ ତାର ଜିଦି ଧୀରେ ଧୀରେ କମ ହୋଇଥାଏ ନଚେତ ଆପଣଙ୍କ ଘରର ଫ୍ୟାନ ରେ ମୟୁର ପଙ୍ଖ ଲଗାଇ ଦିଅନ୍ତୁ ଏହା ଦ୍ୱାରା ପିଲାର ଜିଦି ଧୀରେ ଧୀରେ କମିବାକୁ ଲାଗିବ | ଯଦି ଆପଣଙ୍କ ଘରେ ନବଜାତ ଶିଶୁ ରହିଛି ତେବେ କାହାରି ନଜର ଦୋଷ ହଟାଇବାକୁ ତାର ବିଛଣା ପାଖରେ ଗୋଟେ ମୟୁର ପଙ୍ଖ ରଖି ଦିଅନ୍ତୁ ଏହା ଦ୍ୱାରା ନଜର ଦୋଷ ଛାଡ଼ିଯିବ ଆଉ ଯଦି ଘରେ ପଇସା ଅଣ୍ଟୁ ନାହିଁ ପଇସା ଆସୁ ନାହିଁ ଖର୍ଚ ଅଧିକ ହେଉଛି କିମ୍ବା ଯେତେ ପଇସା ଆସିଲେ ମଧ୍ୟ ସରି ଯାଉଛି ତେବେ ଘରର ଦକ୍ଷିଣ ପୂର୍ବ କୋଣରେ ଏଇ ମୟୁର ପଙ୍ଖ ରଖିଲେ ଲାଭ ହୋଇଥାଏ |

ମୟୁର ପଙ୍ଖ ଘରେ ରଖିଲେ କୁହାଯାଏ ସାପ ଘରେ ପଶି ନଥାଏ ଯଦି ଆପଣଙ୍କର ଘରେ ଆଖ ପାଖରେ ସାପ ମାନଙ୍କର ଡେରା ରହିଛି ତେବେ ଘରର ସାମ୍ନାରେ ମୟୁର ପଙ୍ଖ ରଖିଦିଅନ୍ତୁ ତେବେ ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ଯେ ଘରର କେଉଁ 3 କୋଣ ଯେଉଁଠାରେ ମୟୁର ପଙ୍ଖ ରଖିଲେ ଆପଣଙ୍କର ଧନ 10 ଗୁଣା ବଢିଥାଏ ତେବେ ଆପଣ ଜାଣିରଖନ୍ତୁ ଯେ ଆପଣଙ୍କର ଆଲମିରା ଯେଉଁଠାରେ ଆପଣ ପଇସା ରଖୁଛନ୍ତି ସେଇଠାରେ ମୟୁର ପଙ୍ଖ ରଖନ୍ତୁ ଏହା ଦ୍ୱାରା ଆପଣଙ୍କର ଧନ ବଢିବ ଏବଂ ଖର୍ଚ୍ଚ ମଧ୍ୟ କମ ହୋଇଥାଏ | ତେବେ ଦ୍ୱତୀୟ ଜାଗା ହେଉଛି କି ମୟୁର ପଙ୍ଖ ଘରର ଠାକୁର କୁ ଯେଉଁଠାରେ ରଖୁଛନ୍ତି କିମ୍ବା ଉତ୍ତର ପୂର୍ବ କୋଣ ରେ ରଖନ୍ତୁ ପ୍ରତିଦିନ ପୂଜା କଲାବେଳେ ଏହି ମୟୁର ପଙ୍ଖକୁ ପୂଜା କରନ୍ତୁ ଆପଣ ଦେଖିବେ ଆପଣଙ୍କ ଭାଗ୍ୟ ଚମକି ଉଠିବ ଏବଂ ଧନ ଆଗମନ ର ରାସ୍ତା ଖୋଲିଯିବ |

ତେବେ ତୃତୀୟ ଜାଗା ହେଉଛି ମୟୁର ପଙ୍ଖ ଆପଣଙ୍କ ବେଡ଼ ଓ ବିଛଣା ତଳେ ରଖନ୍ତୁ ଏହା ଦ୍ୱାରା ଆପଣ ଶୋଇଲେ ଆପଣଙ୍କ ଭିତରେ ପଜେଟିଭ ଏନର୍ଜି ଆସିବ ଆପଣଙ୍କ ଜୀବନରେ ସଫଳତା ଆସିବ ଆପଣଙ୍କ ଘରର ମୁଖ୍ୟ ଦ୍ୱାରା ସାମ୍ନାରେ ଗଣେଶ ଙ୍କ ମୂର୍ତ୍ତି ବା ଫୋଟୋ ଲଗାଇ ସେଠାରେ 3 ଟି ମୟୁର ପଙ୍ଖ ଲଗାନ୍ତୁ ଏହା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଘର ଉପରେ ନଜର ପଡିବ ନାହିଁ ଏହି ସବୁ ଉପାୟ ଆପଣମାନେ କରନ୍ତୁ ଏବଂ ଘରୁ ସବୁ ଦୋଷ ଦୂର କରିବା ପାଇଁ ଏବଂ ଧନ ଆଗମନ ର ବାଟ ଖୋଲନ୍ତୁ |

Leave a Reply

Your email address will not be published. Required fields are marked *