ଘରେ କେହି ନଥିବା ଅବସ୍ଥାରେ ନିଜ ପ୍ରେମିକା ସହିତ ଏଭଳି କରିଦେଲା ଯୁବକ ,ଜାଣିଲେ ମୁଣ୍ଡରେ ହାତ ଦେବେ ,ଦୟାକରି ଛୋଟ ଛୁଆ ଦେଖନ୍ତୁ ନାହିଁ |

ନମସ୍କାର ଦର୍ଶକବନ୍ଧୁ ଟୋକା କହୁଛି ଟୋକିକୁ ଚାଲି ଆସ ଆମେ କରିବା ଖେଳ କେହି ଦେଖିବେ ନାହିଁ କେହି ଜାଣିବେ ନାହିଁ ମନ ଇଛା ଯାହା କରିବା |ଦର୍ଶକବନ୍ଧୁ ଆପଣମାନେ ଭାବୁଥିବେ ଆମେ ଏପରି କାହିଁକି କହୁଛୁ |ଏହି ପ୍ରେମିକ ଜଣକ ତାଙ୍କ ପ୍ରେମିକାଙ୍କ ଘରେ କେହି ନଥିବା ସମୟରେ ଫୋନ କଲା ଘରକୁ ଆସିବା ପାଇଁ ପ୍ରେମିକା କୁ ବାଧ୍ୟ କଲା ପ୍ରେମିକା ଘରେ କଲେଜ ଯାଉଛି କହି ବିଳମ୍ବ ନକରି ପ୍ରେମିକର ଘରେ ପହଁଚି ଗଲା |

ଆଉ ତାପରେ ଦୁହେଁ ଚାଲିଲେ ସିଧା ଘର ଭିତରକୁ ଘରେ ପୁରା ଖଟ ଉପରେ ଗଦୀ ବେଡସିଡ଼ ପରି ପୁରା ରେଡି |ଦୁହେଁ ଡ୍ରେସ ଖୋଲା ଖୋଲି ହୋଇ ଶାରୀରିକ ସମ୍ପର୍କରେ ମାତିଗଲେ ଦୁହେଁ ମନ ଇଛା ଦେହ ସୁଖ କରିସାରିବା ପରେ ପ୍ରେମିକା ଜଣକ ନିଜ ଘରକୁ ଚାଲିଗଲା |ପ୍ରେମିକ ଜଣକ ଲୁଚି କରି ମୋବାଇଲରେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରିଦେଇଥିଲା |

ହେଲେ ଯୁବତୀଙ୍କୁ ଏହି କଥା ଜଣା ନଥିଲା |କିଛି ଦିନ ଗଲାପରେ ପ୍ରେମିକ ଜଣକ ପ୍ରେମିକାର ଏହି ଭିଡିଓକୁ ସୋସିଆଲ ମେଡିଆରେ ଭାଇରଲ କରିଦେଲା |ଆଜି କାଲିର ଯୁବ ପିଢ଼ି ଏତେ ଖରାପ ହୋଇଗଲେଣି ଯେ ସେମାନେ ଭାବୁଛନ୍ତି ପ୍ରେମ ମାନେ ହିଁ ଦେହ ସୁଖ ପ୍ରେମ କଲେ ବାହା ହୁଅ କି ନହୁଅ ଆଗେ ଦରକାର ପଡୁଛି ଚତୁର୍ଥୀ ରାତି |ଏହିଭଳି ଖରାପ କାମ କରି କିଏ ହଟହଟା ହେଲାଣି ତ କିଏ ଖସିଯାଇ ଚାନ୍ସ ମରିଲାଣି |

ଆଉ କିଏ ପେଟରେ ଛୁଆ କରି ପ୍ରେମିକାର ଘର ଆଗରେ ଧାରଣାରେ ବସିଲେନି କିଛି ଜଣ ନ୍ୟାୟ ପାଇ ଖୁସି ହେଉଛନ୍ତି ତ ଆଉ କିଏ ସାରା ଜୀବନ ପସ୍ତାଉଚି |ଏଭଳି ଖରାପ କରି ପ୍ରେମିକ ପ୍ରେମିକା ଯାହା ତ ପସ୍ତାଉଛନ୍ତି ସତ |

ନିଜ ବାପା ମା ଙ୍କ ନାଁ ତଳେ ପକାଉଛନ୍ତି ତେଣୁ ଆଜି କାଲିର ଯୁବକ ମାନଙ୍କୁ କୁହାଯାଉଛି ଏଭଳି ଖରାପ କାର୍ଯ୍ୟ ଠାରୁ ନିବୃତ୍ତ ରୁହ କିନ୍ତୁ ଏଭଳି ଖରାପ କାର୍ଯ୍ୟ ବାହାଘର ପୂର୍ବରୁ କରି ହଟହଟା ହୁଅ ନାହିଁ |

Leave a Reply

Your email address will not be published. Required fields are marked *