ନମସ୍କାର ଦର୍ଶକବନ୍ଧୁ ମା ଲକ୍ଷ୍ମୀଙ୍କ କୃପାରୁ ଧନର ବର୍ଷା ହେବାକୁ ଯାଉଅଛି ଏହି ପାଞ୍ଚଗୋଟି ରାଶି ଉପରେ ମା ଲକ୍ଷ୍ମୀ କରିବେ କୃପା ଏମାନଙ୍କ ସବୁ କଷ୍ଟକୁ ମାତା ଲକ୍ଷ୍ମୀ ଦୂର କରିବେ ଏହି ରାଶିର ଲୋକମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଅସୀମ କୃପା ରହିବ ଆସନ୍ତା ଦିନ ମାନଙ୍କରେ ସେମାନଙ୍କୁ ଭଲ ଫଳ ଦେବ |ଯେଉଁ ମାନଙ୍କୁ ଚାକିରୀ ମିଳୁ ନଥିଲା ସେମାନଙ୍କୁ ଚାକିରୀ ମିଳିବାର ଯୋଗ ରହିଛି ସବୁ କାର୍ଯ୍ୟ ଆପଣ ସଫଳତାର ସହିତ କରିବେ |ଜୀବନ ସାଥୀଙ୍କ ସହିତ ଚାଲିଥିବା ବାଦ ବିବାଦ ସବୁ ଏବେ ଦୂର ହେବ ସବୁ ସମସ୍ୟା ଗୁଡ଼ିକ ଏବେ ଆପଣଙ୍କର ଦୂର ହୋଇଯିବ |ଆପଣଙ୍କ ଶୁଭ ଏବଂ ସୌଭାଗ୍ୟର ବୃଦ୍ଧି ହେବାର ସମ୍ଭାବନା ରହିଛି |ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ସେହି ସୌଭାଗ୍ୟଶାଳୀ ରାଶି କେଉଁ ମାନେ ଅଟନ୍ତି ଯେଉଁ ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଅପାର କୃପା ବର୍ଷିବାକୁ ଯାଉଛି |
ତୁଳା ରାଶି -ଏହି ରାଶିର ବ୍ୟକ୍ତିମାନଙ୍କ ଆଗାମୀ ଦିନ ବହୁତ ଶୁଭ ରହିବ ଆଗାମୀ ଦିନ ମାନଙ୍କରେ ମାତା ଲକ୍ଷ୍ମୀଙ୍କ କୃପା ବର୍ଷିବ ଏହି ରାଶିର ବ୍ୟକ୍ତିମାନେ ଏବେ ମାଲାମାଲ ହୋଇଯିବେ କିନ୍ତୁ ଆପଣମାନେ ଗୋଟିଏ ଜିନିଷରେ ଧ୍ୟାନ ରଖନ୍ତୁ ଆପଣଙ୍କୁ କୌଣସି ଭୁଲ ନିଷ୍ପତିରୁ ବଞ୍ଚିକି ରହିବାକୁ ପଡ଼ିବ |ଆପଣଙ୍କ ପାର୍ଟନର ସିପରେ କରାଯାଇଥିବା କାର୍ଯ୍ୟରେ ସଫଳ ହେବେ ହଟାତ ବଡ଼ ଧରଣର ଧନ ଲାଭ ମିଳିବ ଆପଣଙ୍କ ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ଆତ୍ମବିଶ୍ୱାସ ଆପଣଙ୍କ ବୃଦ୍ଧି ହେବ |
ମେଷ ରାଶି -ଏହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟରେ ଆସୁଥିବା ଆଗାମୀ ସମୟ ଶୁଭ ରହିବ ବେପାରରେ ଆପଣଙ୍କୁ ବଡ଼ ଧରଣର ଲାଭ ହେବ ଚାକିରୀ କରୁଥିବା ଲୋକମାନଙ୍କ ଆୟ ବଢିବ ଆପଣଙ୍କ ସବୁ ସମସ୍ୟାର ଅନ୍ତ ହେବ ଆପଣଙ୍କ ସୁଖର ସମୟ ଆରମ୍ଭ ହେବ ପାରିବାରିକ ଖୁସି ବଢି ରହିବ ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣ ମାଲାମାଲ ରାସ୍ତାରେ ଭଲଇବାକୁ ଯାଉଛନ୍ତି ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ସଫଳତା ହାସଲ କରିବେ |
କନ୍ୟା ରାଶି -ଏହି ରାଶିର ବ୍ୟକ୍ତିମାନଙ୍କୁ କହିରଖୁଛୁ ଯେ ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ସବୁ ବଡ଼ ସମସ୍ୟାରୁ ମୁକ୍ତି ମିଳିବ ଏବଂ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଆରମ୍ଭ ହେବ ସବୁ ଅଟକି ରହିଥିବା କାର୍ଯ୍ୟ ସହଜରେ ସମାଧାନ ହୋଇଯିବ |ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ସଫଳତା ପାଇବେ ଧନ ଅର୍ଜନ କରିବା ପାଇଁ ଭଲ ସମୟ ରହିବ ସନ୍ତାନ ମାନଙ୍କ ପାଖରୁ ବଡ଼ ଖୁସି ଖବର ମିଳିବ |ମାତା ଲକ୍ଷ୍ମୀଙ୍କ କୃପାରୁ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ ଯାହା ଆପଣଙ୍କ ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେବ |
ବିଛା ରାଶି -ଏହି ରାଶିର ବ୍ୟକ୍ତିମାନଙ୍କୁ ଚାକିରୀରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ ଆପଣଙ୍କୁ ବଡ଼ ବଡ଼ ସମସ୍ୟାରୁ ପରିବର୍ତ୍ତନ ଦେଖିବାକୁ ମିଳିବ ଏହି ସମୟରେ ଆପଣଙ୍କ ସବୁ ବଡ଼ ସମସ୍ୟାରୁ ମୁକ୍ତି ମିଳିବ ଯେଉଁ ଭୁଲ ଆପଣ କରିଛନ୍ତି ସେହି ଭୁଲ ଏହି ସମୟରେ ସୁଧୁରି ପାରିବ ଆପଣଙ୍କ ପରାକ୍ରମର ବୃଦ୍ଧି ହେବ |ଆପଣଙ୍କ ଆସନ୍ତା ସମୟରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ |ଆପଣ ଯେକୌଣସି କାର୍ଯ୍ୟ କରୁଛନ୍ତି ଭଲ ଭାବରେ ଭାବି ଚିନ୍ତି କରନ୍ତୁ ଯେଉଁ ମାନଙ୍କୁ ଚାକିରୀ ମିଳୁ ନଥିଲା ସେମାନଙ୍କୁ ବଡ଼ ପଦବୀରେ ଚାକିରୀ ମିଳିବାର ଯୋଗ ରହିଛି |