ନମସ୍କାର ଦର୍ଶକବନ୍ଧୁ କିଷାନ ଯୋଜନାରେ ଆସିଲା ବଡ଼ ଖୁସି ଖବର ଏଣିକି 6,000 ପରିବର୍ତ୍ତେ ମିଳିବ 8,000 ଏନେଇ ସରକାରଙ୍କ ତରଫରୁ ଜାରି ହେଲା ବଡ଼ ଘୋଷଣା ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା ଯଦି ଆପଣ ଜଣେ ପିଏମ କିଷାନ ଯୋଜନାର ହିତାଧିକାରୀ ଆଉ ଆପଣଙ୍କ ଯଦି ଲିଷ୍ଟରେ ନାମ ଅଛି ତେବେ ଆସିଗଲା ବଡ଼ ଖୁସି ଖବର |ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ଦେଶର କୃଷକ ମାନଙ୍କୁ ବଡ଼ ଉପହାର ଦେଇପାରନ୍ତି ପ୍ରଧାନମନ୍ତ୍ରୀ କୃଷକ ସମାନିଧି ସ୍କିମ ଅନୁଯାଇ ମିଳୁଥିବା ଅର୍ଥ ରାଶିକୁ 33 ପ୍ରତିଶତ ଅଧିକ ବୃଦ୍ଧି କରିବା ପାଇଁ ଯୋଜନା କରାଯାଉଛି |
ଏଣୁ ପିଏମ କିଷାନ ଯୋଜନାରେ 6,000 ଟଙ୍କା ରାଶି ବଢି 8,000 ହୋଇଯିବ ଏହି ନିଷ୍ପତି ଯୋଗୁଁ ସ୍କିମ ସହ ଜଡ଼ିତ 11,000 କୋଟିରୁ ଅଧିକ କୃଷକ ଉପକୃତ ହେବେ ତେବେ ଯଦି ମୋଦି ସରକାର କୃଷକଙ୍କୁ ଦେଉଥିବା ଟଙ୍କାରୁ ଦୁଇ ହଜାର ବୃଦ୍ଧି କରନ୍ତି ତେବେ 2019 ଭଳି ଏହା ମଧ୍ୟ ମାଷ୍ଟର ଷ୍ଟ୍ରୋକ ସାବ୍ୟସ୍ତ ହେବ ବୋଲି କୁହାଯାଇଛି |
ତେବେ ମିଳୁଥିବା ସୂଚନା ମୁତାବକ ସରକାର ନୂଆ ପ୍ରଚାର ଉପରେ ବିଚାର କରୁଛନ୍ତି ଯଦି ଏହି ଯୋଜନା ରାଶିର ଯଦି ରାଶି ବୃଦ୍ଧି କରାଯାଏ ତେବେ ଏହା ଦ୍ୱାରା ପ୍ରଧାନମନ୍ତ୍ରୀ କିଷାନ ସମାନିଧି ଯୋଜନାର ବଜେଟ 60,000 ଟଙ୍କାରୁ ବଢି 80,000 ଟଙ୍କା ହୋଇଯିବ ହେଲେ ଏହି ସମ୍ଵଦରେ ସରକାରଙ୍କ ତରଫରୁ ଖୁବ ଶୀଘ୍ର ଘୋଷଣା ହେବାକୁ ଯାଉଛି |
ତେବେ ଆଗକୁ 5 ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସରକାର ଏନେଇ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି |ତେବେ ଗତ କିଛିଦିନ ହେବ କେନ୍ଦ୍ର ସରକାର ଭୋଟ ବ୍ୟାଙ୍କକୁ ଧ୍ୟାନରେ ରଖି ନିଷ୍ପତି ନେଇଛନ୍ତି ତେବେ ନିକଟରେ ସରକାରଙ୍କ ପକ୍ଷରୁ ଉଜ୍ଜଳ ଯୋଜନା ଅନୁଯାଇ ମିଳୁଥିବା |ସବ୍ସିଡି କୁ LPG ସିଲିଣ୍ଡର ଉପରେ 300 ଟଙ୍କା ସବ୍ସିଡି ପ୍ରଦାନ କରୁଥିଲା
ଏହା ଛଡ଼ା ସାଧାରଣ ଉପଭୋକ୍ତାଙ୍କୁ 200 ଟଙ୍କା ସବ୍ସିଡି ମିଳୁଛି ଠିକ ସେମିତି ଆପଣ ଯଦି କିଷାନ ଯୋଜନାର ହିତାଧିକାରୀ ତେବେ ଖୁବ ଶୀଘ୍ର ଆପଣଙ୍କ ଆକାଉଣ୍ଟରେ 6,000 ପରିବର୍ତ୍ତେ 8,000 ମିଳିବ ବୋଲି କୁହାଯାଇଛି |