ମେଷ – ଜଣେ ସତାନିଷ ବ୍ୟକ୍ତିଭାବେ ଜନସାଧାରଣଙ୍କ ଆଦରଣୀୟ ହେବେନ | ପ୍ରସନ୍ନ ବାକ୍ୟ ସଂଯୁକ୍ତ ହୋଇପାରନ୍ତି । ଜଣେ ବିବେକୀ ବ୍ୟକ୍ତିର ପରିଚୟ ସୃଷି କରିବେ | ବରିଷତା ବଜାୟ ରଖୁବେ |ପରୋପକାର କରି ଖୁସି ହେବେ ଦ୍ରବ୍ୟ ଲାଭ ଘଟିପାରେ କଥାରେ ଲୋକଙ୍କୁ ବାନ୍ଧି ରଖିବେ |
ବୃଷ – ପିଲାଳିଆ ସ୍ଵଭାବସମ୍ପନ୍ନ ହୋଇପାରନ୍ତି । ଦ୍ୟୁତକ୍ରୀଡ଼ା ପ୍ରତି ଆଗ୍ରହା ପ୍ରକାଶ କରିପାରନ୍ତି | କଥାକଥାକେ କ୍ରୋଧ ସମୁରଣ କରି ଶୃଖଳିତ ଜୀବନଯାପନ କରିପାରନ୍ତି | ସମାଜସେବାରେ ନିଜର ରୁଚି ରଖିବେ |ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳିତ ଆଚରଣ କରିବେ ପିତା ମାତାଙ୍କ ନିର୍ଦେଶ ମାନି ଚଳିବେ |
ମିଥୁନ ରାଶି -ଆର୍ଥିକ ଅବସ୍ଥା ସୁଧୁରିବ। ନିଜ ଲୋକଙ୍କ ସହିତ କୌଣସି ବିବାଦ କରନ୍ତୁ ନାହିଁ । ଏଥିନେଇ ମାନସିକ ଅଶାନ୍ତି ଦେଖାଦେଇ ପାରେ । କଳହ ଠାରୁ ନିଜକୁ ଦୂରେଇ ରଖନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ । ବ୍ୟବସାୟୀ ମାନେ ଲାଭବାନ ହେବେ ।
କର୍କଟ ରାଶି -ଆଜି ଏହି ରାଶିର କିଛି ବେରୋଜଗାର ଲୋକମାନଙ୍କ ପାଇଁ ଶୁଭ ଦିନଟିଏ । କାରଣ ଆଜି ସେମାନଙ୍କୁ ଚାକିରି ମିଳିପାରେ ଯାହାଦ୍ୱାରା ସେମାନଙ୍କର ଆର୍ଥିକ ଅବସ୍ଥା ସୁଧୁରିବ। ଛାତ୍ରଛାତ୍ରୀ ମାନେ ପାଠପଢାରେ ଉନ୍ନତି କରିବେ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
କନ୍ୟା ରାଶି -ସେପରି କିଛି ବଡ ଧରଣର ଅସୁବିଧା ନ ହେଲେ ମଧ୍ୟ ମନ ଅସ୍ଥିର ରହିବ। କେତେକ କ୍ଷେତ୍ରରେ ପୂର୍ବାଫାଲଗୁନୀ ପାଇଁ ଆତ୍ମୀୟମାନେ ଆବଶ୍ୟକୀୟ ସହଯୋଗ କରିବେ। ଆଜିର ସକାଳୁଆ ଯାତ୍ରା ଫଳପ୍ରଦ ହେବ କିନ୍ତୁ ସାମୟିକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ।
ତୁଳା – ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଅଭୂତପୂର୍ବ ସଫଳତା ହାସଲ କରିବେ। ସମାଗମସ୍ଥ ଚନ୍ଦ୍ରଜନିତ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇପାରେ।
ବିଛା ରାଶି -ଲାଭକାରୀ ବ୍ୟବସାୟୀ ହୋଇପାରନ୍ତି। ରଜୋଗୁଣୀ ଓ ଚତୁର ହେବେ। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି।
ଧନୁ ରାଶି -ମାଲିମୋକଦ୍ଦମା କିମ୍ବା ନିର୍ବାଚନରେ ବିଜୟୀ ହେବେ। ଭାଇମାନଙ୍କଠାରୁ ସହଯୋଗ ମିଳିବ। କୂଟନୀତିଜ୍ଞ ଓ ସଂଯମୀ ହେବେ।
ମକର ରାଶି -ମେସିନାରୀ ଓ ତୈଳାଦି ବ୍ୟବସାୟ ଲାଭଜନକ ହେବ। କଠିନ ପରିଶ୍ରମୀ ଓ ଗୁରୁଭକ୍ତ ହୋଇପାରନ୍ତି । ପୈତୃକ ସମ୍ପତ୍ତି ଭୋଗକାରୀ ହେବେ। ଦୟାଳୁ, ନ୍ୟାୟବାନ୍ ହେବେ।
କୁମ୍ଭ ରାଶି -ମେସିନାରୀ ଓ ତୈଳାଦି ବ୍ୟବସାୟ ଲାଭଜନକ ହେବ। କଠିନ ପରିଶ୍ରମୀ ଓ ଗୁରୁଭକ୍ତ ହୋଇପାରନ୍ତି । ପୈତୃକ ସମ୍ପତ୍ତି ଭୋଗକାରୀ ହେବେ। ଦୟାଳୁ, ନ୍ୟାୟବାନ୍ ହେବେ।
ମୀନ ରାଶି -ପ୍ରଭାବଶାଳୀ ହୋଇପାରନ୍ତି। ପୁରୁଷାର୍ଥୀ ହେବେ। ଭାଇ, ମାତା, ପତ୍ନୀ, ଭଗ୍ନୀ ପ୍ରମୁଖ ବିଭିନ୍ନ ବିଦ୍ୟାରେ ପାରଙ୍ଗମ ହୋଇପାରନ୍ତି ।