ଶ୍ରୀମନ୍ଦିର ପ୍ରଶାସନର ତରଫରୁ ଆସିଲା ନୂଆ ନିୟମ, ଚିରା ଫଠା ଡ୍ରେସ ପିନ୍ଧି ଆଉ ଯାଇ ପାରିବେନି ଶ୍ରୀମନ୍ଦିରକୁ,ଜାଣନ୍ତୁ କଣ ରହିଛି ନିୟମ

ବନ୍ଧୁଗଣ ଫଟା ଡ୍ରେସ୍ ଜିନ୍ସ ପ୍ୟାଣ୍ଟ ପିନ୍ଧି ସ୍ଲିପଲେସ ହାପ ପ୍ୟାଣ୍ଟ ଛୋଟ ଛୋଟ ଆଦି ପ୍ୟାଣ୍ଟ ପିନ୍ଧି ମଦିର ଯାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ ଶ୍ରୀ ମନ୍ଦିରକୁ ପାର୍କ ଭାବି ଯାଆନ୍ତୁ ନାହିଁ ଏଣିକି ଶ୍ରୀମନ୍ଦିର କୁ ଗଲେ ସରିରିତ ପୁର୍ଣ୍ଣ ପୋଷାକ ପିନ୍ଧିବେ ଭକ୍ତ ଚିରା ଫଟା ଜିନ୍ସ ବା ସାରିରିତ ପୁର୍ଣ୍ଣ ନଥିବା ପୋଷାକ ନପିନ୍ଧି ଥିଲେ ମନ୍ଦିର ଯିବା ମନା ।

ଶ୍ରୀମନ୍ଦିରକୁ ସାରିରିତ ପୂର୍ଣ୍ଣ ଡ୍ରେସ୍ ପିନ୍ଧି ଆସିବାକୁ ଅନୁରୋଧ ମନ୍ଦିରକୁ ଆସୁଛନ୍ତି ଭକ୍ତ ମାନେ କିନ୍ତୁ ପାର୍କ ଭାବି ଆସୁଛନ୍ତି ଫଟା ଡ୍ରେସ୍ ପିନ୍ଧିବା ସହ ଚିରା ଜିନ୍ସ ପିନ୍ଧି ଆସୁଛନ୍ତି ଭକ୍ତ ମନେ । ଏପରି ଡ୍ରେସ୍ ପିନ୍ଧି ଆସୁଥିବା ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନାହିଁ । ଶ୍ରୀ ମନ୍ଦିର ଭିତରକୁ ଯିବାକୁ ହେଲେ ସାରିରିତ ପୂର୍ଣ୍ଣ ଡ୍ରେସ୍ ପିନ୍ଧି ଯିବେ ଭକ୍ତ ତାହା ଶହ ଏକ ଡ୍ରେସ୍ କୋଡ଼ ହେବ |

ଯାହାକୁ ପିନ୍ଧି ପ୍ରବେଶ କରିବେ ମନ୍ଦିର ଭିତରେ ଏଭଳି ଚେତାବନୀ ଦେଇଛନ୍ତି ମନ୍ଦିର ପ୍ରଶାସନ। ପୂର୍ବରୁ ବାରମ୍ବାର ସେବାୟତ ବୁଦ୍ଧି ଯିବି ମାନଙ୍କ ତରଫରୁ ଭକ୍ତ ମାନେ ସାରିରତା ପୂର୍ଣ୍ଣ ପୋଷାକ ଶ୍ରୀମନ୍ଦିର ଭିତରକୁ ଯିବାକୁ ପ୍ରଶାସନକୁ ଅନୁରୋଧ କରାଯାଉଥିଲା ବେଳେ ଏବେ ଆକ୍ସନ ମୁଡ଼ରେ ମନ୍ଦିର ପ୍ରଶାସନ ।

ତେବେ ଶ୍ରୀମନ୍ଦିର ପ୍ରଶାସନର ଏଭଳି ନିଷ୍ପତି ଆସନ୍ତା ଜାନୁଆରୀ ୧ତାରିଖରୁ ଲାଗୁ କରାଯିବ ଶ୍ରୀମନ୍ଦିର ଭିତରେ ଥିବା ସେବାୟତ ମାନେ ଭକ୍ତଙ୍କ ପୋଷାକ ତନାରକ୍ କରିବେ । ଜାନୁଆରୀ ୧ରୁ ଯେଉଁ ଭକ୍ତ ମନେ ଶାରୀରିତ ନଥିବା ପୋଷାକ ପିନ୍ଦି ଶ୍ରୀ ମନ୍ଦିର ଭିତରକୁ ଯିବେ ସେମାନଙ୍କ ଉପରେ କଟକଣା ଲାଗିବ ଏଭଳି କହିଛନ୍ତି ଶ୍ରୀମନ୍ଦିର ପ୍ରଶସନ।

Leave a Reply

Your email address will not be published. Required fields are marked *