ସିନ୍ଦୂର କେଉଁ ଜାଗାରେ ଲଗାଇବା ଦ୍ୱାରା ସ୍ୱାମୀ ଏବଂ ପିଲାର ଆୟୁଷ ବଢିଥାଏ, ମହିଳା ମାନେ ଶୀଘ୍ର Janantu ନଚେତ ପଛରେ ପସ୍ତାଇବେ

ନମସ୍କାର ଦର୍ଶକବନ୍ଧୁ ସଧବା ନାରୀ କେଉଁ କେଉଁ ଜାଗାରେ ସିନ୍ଦୂର ଲଗେଇବା ଉଚିତ୍ ଆପଣମାନେ ଯେତେ ବେଳେ ସିନ୍ଦୂର ଧାରଣ କରୁଛନ୍ତି କେଉଁ ଜାଗାରେ ସିନ୍ଦୂର ଧାରଣ କଲେ ଓ କେଉଁ ଜାଗାରେ ସିନ୍ଦୂର ଆପଣ କାହା ଉଦ୍ଦେଶ୍ୟରେ ଲଗାଇବେ ତାହା ଆସନ୍ତୁ ଜାଣିବା ହିନ୍ଦୁ ଧର୍ମରେ ସିନ୍ଦୂର ର ମହତ୍ୟ ବୋହୁତ ଉର୍ଦ୍ଧରେ ରହିଛି ବିବାହିତ ମହିଳା ମାନେ ସିନ୍ଦୂର ଲଗାଇବାର କଥା ଶାସ୍ତ୍ରରେ ପ୍ରମାଣିତ ତାହା ସହିତ ବୈଜ୍ଞାନିକ କାରଣ ମଧ୍ୟ ରହିଛି ବିନା ସିନ୍ଦୁର ରେ ବିବାହିତ ମହିଳା ଅଧୁରା ଅଟନ୍ତି ବିବାହିତ ମହିଳା ମାନେ ସିନ୍ଦୂର ଲଗାଇବା ଦ୍ବାରା ସ୍ଵାମୀଙ୍କର ଭାଗ୍ୟ ଉଦୟ ହୋଇଥାଏ ଏହା ମଧ୍ୟ ଶାସ୍ତ୍ରରେ ପ୍ରମାଣିତ ଅଛି ଯୋତିଷ ଶାସ୍ତ୍ର ମତରେ ସିନ୍ଦୂର ହେଉଛି ମଙ୍ଗଳ ଙ୍କର ପ୍ରତୀକ ସଧବା ନାରୀ ମାନେ ଯେତେ ବେଳେ ସିନ୍ଦୂର ଧାରଣ କରୁଛନ୍ତି |

ତେବେ ମଙ୍ଗଳ ଙ୍କର ଖବର ପ୍ରଭାବ ତାଙ୍କର ପରିବାର ଉପରେ ହେଉ କିମ୍ବା ସ୍ଵାମୀଙ୍କ ଉପରେ ହେଉ ତାହା ଖଣ୍ଡନ ହୋଇଥାଏ ପ୍ରତ୍ୟେକ ଶୁକ୍ରବାର ଦିନ ନିଜ ସ୍ବାମୀ ମାନଙ୍କ ହାତରୁ ସିନ୍ଦୂର ପିନ୍ଧନ୍ତି ଏହି ଆପଣଙ୍କର ଦାମ୍ପତ୍ୟ ଜୀବନ ପାଇଁ ବୋହୁତ ଭଲ ରହିବ ଓ ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏହା ସହିତ ପତି ପତ୍ନୀ ମଧ୍ୟରେ ଉତ୍ତମ ବୁଝା ବଣା ରହିବ ଏବଂ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଉଭୟଙ୍କ ଉପରେ ରହିବ ଶାସ୍ତ୍ରରେ କୁହାଯାଇଛି ସଧବା ନାରୀମାନଙ୍କୁ 4 ଟି ଜାଗାରେ ସିନ୍ଦୂର ଲଗାଇବାର ଶାସ୍ତ୍ର ପ୍ରମାଣ ରହିଛି ସିନ୍ଥିରେ ଲଲାଟରେ ଗଳାରେ ହସ୍ତର ମଧ୍ୟ ଭାବ ବା ମଣି ବନ୍ଧରେ ଏହି ଚାରୋଟି ସ୍ଥାନରେ ସିନ୍ଦୁର ଲଗାଇବା ସଧବା ନାରୀମାନଙ୍କୁ ନିହାତି ଦରକାର ଶାସ୍ତ୍ର କୁହନ୍ତି |

ଶ୍ରୀମନ୍ତେ କମଳା ଦେବୀ ଯେତେ ବେଳେ ଜଣେ ସାଧନା ନାରୀ ତାର ଶ୍ରୀମନ୍ତ୍ କହିଲେ ଶିନ୍ଥିରେ ଯେତେ ବେଳେ ସିନ୍ଦୂର ଧାରଣ କରୁ ଅଛି ତାହା ମାତା ଲକ୍ଷ୍ମୀଙ୍କର ଉଦ୍ଦେଶ୍ୟରେ ସିନ୍ଦୂର ଧାରଣ କରନ୍ତି ଏହା ଦ୍ବାରା ସ୍ବାମୀ ଙ୍କର ଦୀର୍ଘାୟୁ ହୋଇଥାଏ ବା ସ୍ବାମୀ ଙ୍କର ଦୀର୍ଘାୟୁ ପାଇଁ ସଧବା ନାରୀ ମାନେ ତାଙ୍କ ସିନ୍ଥିର ସିନ୍ଦୂର ଧାରଣ କରିବା ଉଚିତ୍ କଣ୍ଠେସ୍ତୁ ବାକବାଦିନି ଯେତେ ବେଳେ ନାରୀମାନେ ନିଜର କଣ୍ଠ ରେ ସିନ୍ଦୂର ଧାରଣ କରନ୍ତି ତାହା ମାତା ସରସ୍ଵତୀ ଙ୍କ ଉଦ୍ଦେଶ୍ୟରେ ଧାରଣ କରନ୍ତି |

ତାହା ନିଜର ସନ୍ତାନ ମାନଙ୍କର ଉଦ୍ଦେଶ୍ୟରେ ସନ୍ତାନ ର ଦୀର୍ଘାୟୁ କାମନା କରି ଗଳାରେ ସେମାନେ ସିନ୍ଦୂର ଧାରଣ କରନ୍ତି ଲଲାଟେ ସାବିତ୍ରୀ ଦେବୀ ଲଲାଟ କେଉଛି କପାଳ ବା ମଥା ରେ ଯେତେ ବେଳେ ସିନ୍ଦୂର ଧାରଣ କରନ୍ତି ତାହା ମା ସାବିତ୍ରୀ ଙ୍କ ଉଦ୍ଦେଶ୍ୟରେ ସିନ୍ଦୂର ଧାରଣ କରନ୍ତି ଏବଂ ମଥାରେ ଯେଉଁ ସିନ୍ଦୂର ଧାରଣ କରନ୍ତି ଏହା ଦ୍ବାରା ତାଙ୍କର ଶାଶୁ ଶଶୁର ମାନଙ୍କର ଦୀର୍ଘାୟୁ କାମନା କରି ସୁସ୍ଥ ଜୀବନ ଯାପନ କାମନା କରି ସାବିତ୍ରୀଙ୍କ ଉଦ୍ଦେଶ୍ୟରେ ମଥାରେ ସିନ୍ଦୂର ଧାରଣ କରନ୍ତି |

ହସ୍ତେ ମାଦ୍ଧେସ୍ତୁ ଗିରିଜା ଗିରିଜା କହିଲେ ମା ପାର୍ବତୀଙ୍କ ଉଦ୍ଦେଶ୍ୟରେ ହସ୍ତର୍ ମଣି ବନ୍ଧରେ ସିନ୍ଦୂର ଧାରଣ କରନ୍ତି ଏହା ମା ପାର୍ବତୀଙ୍କ ଉଦ୍ଦେଶ୍ୟରେ ସିନ୍ଦୂର ଧାରଣ କରନ୍ତି ଏଠାରେ ସିନ୍ଦୂର ଲଗାଇଲେ ନାରୀ ମାନଙ୍କୁ ଶକ୍ତି ପ୍ରଦାନ କରି ଥାଆନ୍ତି ମାତା ପାର୍ବତୀ ଏହି 4 ଟି ଜାଗାରେ ଯଦି ଆପଣମାନେ ସିନ୍ଦୂର ଲଗାଉଥାନ୍ତି ତେବେ ବୋହୁତ ଭଲ

Leave a Reply

Your email address will not be published. Required fields are marked *