କାହାକୁ କିଛି ନଜଣାଇ ଚୁପଚାପ କରି ଦିଅନ୍ତୁ ଏହି ଛୋଟ ଉପାୟ ସେ ଝିଅ ନିଶ୍ଚୟ ଆପଣଙ୍କୁ ଭଲ ପାଇବ ,ଥରେ କରିକି ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ରାତିରେ ଶୋଇବା ପୂର୍ବରୁ ପଢି ଦିଅନ୍ତୁ ଏହି ଗୋଟିଏ ମନ୍ତ୍ର ସକାଳ ହେଲା ମାନେ ସେହି ଝିଅ ଆପଣଙ୍କ ପାଇଁ ପାଗଳ ଭଳି ହେବ ଆପଣ ଯେଉଁ ଝିଅଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ସେ ରାଜି ହୋଇଯିବ ଏହି ବିଧିଟି କରିବା ପାଇଁ ଆପଣଙ୍କୁ କୌଣସି ବିଶେଷ ସାମଗ୍ରୀ ମଧ୍ୟ ଦରକାର ନାହିଁ ବିଧି ଟିକୁ ଆପଣ ନିଜେ ଅନୁଯାଇ ଯେକୌଣସି ବାରରେ କରିପାରିବେ |

ଆପଣ କଣ କରିବେ ଜାଣନ୍ତୁ ସେହି ଝିଅଟିର ନାମକୁ କାଗଜ ଉପରେ ଲେଖି ଦିଅନ୍ତୁ ଏବଂ ଆପଣଙ୍କ ନାମକୁ ତାଙ୍କ ସହିତ ଯୋଡ଼ିକୁ ଲେଖନ୍ତୁ ଏତିକି ଲେଖିବା ପରେ ଆପଣ ସେହି ସ୍ତ୍ରୀ ଲୋକଙ୍କ ନାଁ ତଳେ 7 ଲେଖିବେ ଏବଂ ଯୁକ୍ତ ଚିହ୍ନ ତଳେ 8 ଲେଖିବେ ଏବଂ ନିଜ ନାଁ ତଳେ 6 ଲେଖିବେ |

ତା ତଳେ ଏକ ଛୋଟ ମନ୍ତ୍ର ଟିଏ ଜପ କରିବେ ୟା ରହିମୋ ୟା ଭସଲାମ ବର୍ତ୍ତମାନ ଆପଣ ଏତିକି ଲେଖିସାରିଲା ପରେ ତାପରେ ଆପଣ ଏହି କାଗଜ ଟିକୁ ମୋଡ଼ି ଦେବେ ଏବଂ ତାକୁ ନିଜ ହାତ ମୁଠାରେ ଧରିଦେବେ ଏବଂ ତାପରେ ସେହି ଝିଅର ନାମ ତିନିଥର କହିବେ |

ଯେଉଁ ମନ୍ତ୍ରଟି ଆପଣ ଲେଖିଛନ୍ତି ସେହି ମନ୍ତ୍ରଟି ଆପଣ ଉଚ୍ଚାରଣ କରିବେ ଏହାକୁ ସାତ ଥର କହି ଆପଣ ଏହି କାଗଜଟିକୁ ତକିଆ ତଳେ ରଖି ଶୋଇ ପଡ଼ିବେ ସକଳ ହେଲା ମାତ୍ରେ ଆପଣ ଏହି କାଗଜକୁ ଶୂନଶାନ ଜାଗା ଉପରେ ପକେଇ ଦେବେ

Leave a Reply

Your email address will not be published. Required fields are marked *