ଏବେ ଏବେ ଛାତ୍ର ଛାତ୍ରୀଙ୍କ ସ୍କୁଲ ଛୁଟି ନେଇ ସରକାର ଘୋଷଣା କଲେ ଏଭଳି ନିଷ୍ପତି ,Student ମାନେ ଶୀଘ୍ର ଦେଖନ୍ତୁ ଜାରି ହେଲା ନୂଆ ନିୟମ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଗୁରୁତ୍ୱପୂର୍ଣ୍ଣ ସୂଚନା ସ୍କୁଲ ଏବଂ କଲେଜ ଛୁଟିକୁ ନେଇ ଆସି ସାରିଛି ଆଉ ଏକ ନୂଆ ଅପଡେଟ ଯାହା ସମସ୍ତେ ଜାଣିରଖିବା ଜରୁରୀ |ତେବେ କେଉଁ ତାରିକରେ ସ୍କୁଲ ଛୁଟି ହେବ କାହିଁକି ଛୁଟି ହେବ ଏବଂ କେତେଦିନ ସ୍କୁଲ ଛୁଟି ହେବ ଚାଲନ୍ତୁ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟ ଜାଣିବା |

ଆପଣମାନେ କ୍ୟାଲେଣ୍ଡର ନିଶ୍ଚିତ ଭାବରେ ଦେଖୁଥିବେ କ୍ୟାଲେଣ୍ଡର ଏବେ ପ୍ରତ୍ୟକ ଲୋକଙ୍କ ଘରେ ଘରେ ବ୍ୟବହାର କରାଯାଉଛି ଏମିତିକି ଆପଣଙ୍କ ଘରେ ମଧ୍ୟ ବ୍ୟବହାର କରାଯାଉଥିବ ଯାହା ଆପଣମାନେ ସମସ୍ତେ ଭଲ ଭାବରେ ଜାଣିଛନ୍ତି ଏହି କ୍ୟାଲେଣ୍ଡରରେ ଆପଣ ଅକ୍ଟୋବର ମାସରେ ଦେଖନ୍ତୁ 14 ତାରିକରେ ମହାଳୟ ଅମାବାସ୍ୟା ଚନ୍ଦ୍ରକ୍ଷୟ ପୂଲେରୀ ଓଷା ଏବଂ ହଳ ନିଷେଧ ରହିଛି |

ତେଣୁ 14 ତାରିକ ଦିନ ସ୍କୁଲ ଛୁଟି ରହିବ ଆପଣମାନେ ସମସ୍ତେ ଜାଣିଥିବେ ପ୍ରତ୍ୟକ ଦିନ ମହାଳୟ ଅମାବାସ୍ୟା ଦିନ ସ୍କୁଲ ଏବଂ କଲେଜ ଛୁଟି ରହୁଛି ତେଣୁ କରି ଚଳିତ ବର୍ଷ ମଧ୍ୟ 14 ତାରିକ ଦିନ ମଧ୍ୟ ସ୍କୁଲ ଛୁଟି ରହିବ ତା ସହିତ 15 ତାରିକ ଦିନ ମଧ୍ୟ ସ୍କୁଲ ଛୁଟି ରହିବ ଯେ ଆପଣ ସାଧାରଣ ଭାବରେ ଜାଣିଥିବେ 15 ତାରିକ ଦିନ ରବିବାର ରହୁଛି |

ତେଣୁ କରି ରବିବାର ଦିନ ସ୍କୁଲ ନିହାତି ଭାବରେ ଛୁଟି ରହିବ ଆପଣମାନେ ଜାଣିଥିବେ |ତେଣୁ 14 ତାରିକ ଏବଂ 15 ତାରିକ ଏହି ଦୁଇଦିନ ସ୍କୁଲ ଛୁଟି ରହିବ ଏବଂ 16 ତାରିକ ଦିନ ଛାତ୍ର ଛାତ୍ରୀ ମାନେ ସ୍କୁଲ ଏବଂ କଲେଜକୁ ଯିବେ |

Leave a Reply

Your email address will not be published. Required fields are marked *