ଦୁର୍ଗା ପୂଜା, ଏହି 8ଟି ରାଶି ମହା ଭାଗ୍ୟଶାଳୀ, ମା Durgaଙ୍କର ବିଶେଷ କୃପା ରହିବ ଏମାନଙ୍କ ଉପରେ… ଜାଣନ୍ତୁ ଆପଣଙ୍କ ରାଶି ବିଷୟରେ

ନମସ୍କାର।ଦର୍ଶକବନ୍ଧୁ ଆସୁଅଛି ପବିତ୍ର ଦଶହରା ପର୍ବ ଏହି ଦଶହରା ପର୍ବରେ ମା ଦୁର୍ଗାଙ୍କ ଆଶୀର୍ବାଦ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ଉପରେ ସର୍ବଦା ଲାଗି ରହିଥାଉ ଏହି ମାସରେ ମା ଦୁର୍ଗା ଧରା ପୃଷ୍ଠରେ ଅବତରଣ କରିଥାଆନ୍ତି ମା ଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ସର୍ବଦା ଲାଗି ରହିଥାଏ ବାରଗୋଟି ରାଶି ମଧ୍ୟରୁ ଆଠ ଗୋଟି ରାଶି ଉପରେ ମା ଦୁର୍ଗା ଅତ୍ୟନ୍ତ ପ୍ରସନ୍ନ ହେବାକୁ ଯାଉଛନ୍ତି ସେହି ଆଠ ଗୋଟି ରାଶିମାନଙ୍କ ଭାଗ୍ୟ ଅଚାନକ ବଦଳିଯିବ ସେମାନଙ୍କ ଭାଗ୍ୟରେ ସୁନାର ସୁଯୋଗ ମିଳିବ ସୁନା ଭଳି ସେମାନଙ୍କ ଭାଗ୍ୟ ଚମକି ଉଠିବ ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିମାନେ କେଉଁ ମାନେ ଅଟନ୍ତି ଯେଉଁ ମାନଙ୍କ ଉପରେ ମାତା ଦୁର୍ଗାଙ୍କ ଆଶୀର୍ବାଦ ମିଳିବାକୁ ଯାଉଅଛି ସେମାନଙ୍କ ପରିବାର ଉପରେ ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ |

ଯେତେବେଳେ ମା ଦୁର୍ଗା ପ୍ରସନ୍ନ ହୋଇ ଥାଆନ୍ତି ସେତେବେଳେ ମନୁଷ୍ୟର ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିଥାଏ ଏହି ଦୁର୍ଗା ପୂଜାରେ ଗ୍ରହର ଗତି ବିଧିରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି ଗ୍ରହ ନକ୍ଷତ୍ର ପରିବର୍ତ୍ତନ ରାଶି ଚକ୍ରର ବାରଗୋଟି ରାଶିମାନଙ୍କ ଉପରେ ପ୍ରଭାବ ପକାଇଥାଏ ତେଣୁ ଏହି ମହାସଂଯୋଗରେ ଏହି ପବିତ୍ର ଦୁର୍ଗା ପୂଜାରେ ଘଟୁ ଥିବାରୁ ଏହି ଆଠଗୋଟି ରାଶିଙ୍କ ଉପରେ ମାତା ଦୁର୍ଗା ଆଶୀର୍ବାଦ କରିବାକୁ ଯାଉଛନ୍ତି |କୌଣସି ବି ସମସ୍ୟା ଆପଣଙ୍କ ଜୀବନରେ ରହିବ ନାହିଁ ଆପଣ କାହା କଥାରେ ମୁଣ୍ଡ ଖେଳାଇବା ଠିକ ହେବ ନାହିଁ |

ଅଯଥା ଯୁକ୍ତି ତର୍କରୁ ଆପଣ ଦୂରେଇ ରୁହନ୍ତୁ ବେପାର ବାଣିଜ୍ୟରେ ଭଲ ଲାଭ ହେବ କାରବାରରେ ବୃଦ୍ଧି ହେବ କାରବାରରେ କୌଣସି ଜିନିଷର ଅଭାବ ରହିବ ନାହିଁ ଆୟରେ ମଧ୍ୟ ବୃଦ୍ଧି ଘଟିବ ଆପଣଙ୍କ ଆୟରେ ବୃଦ୍ଧି ହେବା ସହିତ ଖର୍ଚ୍ଚରେ ମଧ୍ୟ ବୃଦ୍ଧି ଘଟିବ ଅନାବଶ୍ୟକ ଖର୍ଚ୍ଚରେ ବୃଦ୍ଧି ହେବାର ସମ୍ଭାବନା ରହିଛି ତେଣୁ ସେଥି ପ୍ରତି ଆପଣ ସଚେତନ ରୁହନ୍ତୁ ଆପଣଙ୍କ ପରିବାର ପାଇଁ ଆପଣଙ୍କ କର୍ତବ୍ୟ ବହୁତ ଭଲ ରହିବ |ସମସ୍ତେ ଆପଣଙ୍କ ପ୍ରତି ଖୁସି ହେବେ ପରିବାରରେ ହସ ଖୁସିର ବାତାବରଣ ଲାଗି ରହିବ

ଆପଣ ବେଶୀ ଭାବ ସ୍ୱଭାବର ହୁଅନ୍ତି ନାହିଁ କିନ୍ତୁ ଏହା ଦ୍ୱାରା ଆପଣଙ୍କ ହୃଦୟକୁ ଆଘାତ ଲାଗିପାରେ ସେଥିପାଇଁ ଆପଣ ଦୁଖୀ ମଧ୍ୟ ହୋଇପାରନ୍ତି ମା ଦୁର୍ଗାଙ୍କ କୃପାରୁ ଏହି ରାଶିର ଅନ୍ତର୍ଗତ ବ୍ୟକ୍ତିଙ୍କୁ ନିଜର କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲ ହେବ ଏବଂ ଉନ୍ନତି ମଧ୍ୟ ହାସଲ କରିବେ ଏହି ରାଶିର ବ୍ୟକ୍ତିମାନେ ଅପାର ସମ୍ପତ୍ତିର ମାଲିକ ହେବେ ଏମାନେ କୋଟିପତି ରାସ୍ତାରେ ଚାଲିବାକୁ ଯାଉଛନ୍ତି ଏବଂ ଏମାନଙ୍କ ଉପରେ ଧନର ବର୍ଷା ହେବ |

ଏହି ରାଶିର ବ୍ୟକ୍ତି ମାନଙ୍କୁ ସନ୍ତାନଙ୍କ ପକ୍ଷରୁ ଖୁସି ଖବର ପ୍ରାପ୍ତ ହେବ ଏହି ରାଶିର ବ୍ୟକ୍ତିମାନଙ୍କ ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖମୟ ହେବ|ତେବେ ବନ୍ଧୁଗଣ ସେହି ଭାଗ୍ୟଶାଳୀ ରାଶିମାନେ ହେଉଛନ୍ତି ଧନୁ ରାଶି ,ବୃଷ ରାଶି ,ତୁଳା ରାଶି ,ମେଷ ରାଶି ,କନ୍ୟା ରାଶି ,ସିଂହ ରାଶି ,କୁମ୍ଭ ରାଶି ଏବଂ ମୀନ ରାଶି |

Leave a Reply

Your email address will not be published. Required fields are marked *