ବାଛନ୍ତୁ ଆପଣଙ୍କ ମନ ପସନ୍ଦର ଗୋଟିଏ ଠାକୁର ଓ Janantu ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟରେ ଆମେ ଆପଣଙ୍କୁ କହିବୁ ଅତି ସୁନ୍ଦର ଭାବରେ ଅତି ସହଜରେ କିପରି ଆପଣ ଆପଣଙ୍କ ଭବିଷ୍ୟତକୁ ଜାଣିପାରିବେ ଆମେ ଆପଣଙ୍କ ପାଇଁ ଏହି ବିଷୟ ବସ୍ତୁ ଟିଏ ନେଇ ଆସିଚୁ |ମାତ୍ର ତିନୋଟି ଠାକୁର ଆମେ ଆପଣଙ୍କୁ ଦେଖାଉଛୁ ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଠାକୁର ବାଛିବାକୁ ପଡ଼ିବ ଦେଖନ୍ତୁ ଭଗବାନ ଗଣେଶ ହେଉ ,ଭଗବାନ ଶିବ ହୁଅନ୍ତୁ ବା ଶ୍ରୀକୃଷ୍ଣ ହୁଅନ୍ତୁ କି ଦେବ ଦେବ ମହାଦେବ ହୁଅନ୍ତୁ ଆମେ ତିନୋଟି ଦେବତାଙ୍କୁ ଅତି ସହଜରେ ଏବଂ ଭକ୍ତିର ସହ ପୂଜା କରିଥାଉ |ଏହା ଆପଣଙ୍କ ପ୍ରଶ୍ନ ଭବିସ୍ୟକୁ କିଛି କଥା ରହିଅଛି |ଆପଣ ତିନୋଟି ଠାକୁର ମଧ୍ୟରୁ ଗୋଟିଏ ଠାକୁର ବାଛନ୍ତୁ ଏବଂ ଆପଣଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରନ୍ତୁ |ଆପଣଙ୍କୁ ଯେଉଁ ଠାକୁର ଅଧିକ ଭଲ ଲାଗନ୍ତି ଆପଣ ଚାହିଁଲେ ସେହି ଠାକୁର ବାଛି ପାରିବେ କିମ୍ବା ଆପଣଙ୍କୁ ଯଦି ତିନୋଟି ଠାକୁର ଭଲ ଲାଗୁଛନ୍ତି ତେବେ ଆପଣ ଆଖି ବନ୍ଦ କରି ଗୋଟିଏ ଠାକୁରଙ୍କୁ ବାଛନ୍ତୁ ଏବଂ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ |

ପ୍ରଥମେ ପ୍ରଭୁ ଗଣେଶ ଅଗ୍ରପୂଜ୍ୟ ଅଟନ୍ତି ସେ ସବୁଠାରୁ ଆଗେ ପୂଜା ପାଇ ଥାଆନ୍ତି ବର୍ତ୍ତମାନ ସମୟ କହୁଛି ଆପଣ ଆଉ ଦୁଃଖ ଭୋଗ କରିବେ ନାହିଁ ସମସ୍ତ ମନସ୍କାମନା ଆପଣଙ୍କ ପୂରଣ ହେବ |ଆପଣ ଯେଉଁ କାମରେ ହାତ ଦେବେ ତାହା ଅଚାନକ ସଫଳ ହେବ ମିତ୍ର ମାନଙ୍କ ସହିତ ପୁରୁଣା ସମ୍ପର୍କରେ ଯଦି ସେଥିରେ କିଛି ବାଧା ପ୍ରାପ୍ତ ହେଉଥିଲା ତ ସେଠାରେ ସମ୍ପର୍କର ଯୋଗ ଆସିବ ଶତ୍ରୁ ଆପଣଙ୍କ ଠାରୁ ପରାଜିତ ହେବେ ଆପଣ ଯେଉଁ ବିବାଦରେ ଫସି ରହିଛନ୍ତି ସେଥିରୁ ଆପଣ ଶୀଘ୍ର ମୁକ୍ତି ପାଇଯିବେ ଯଦି ଆପଣ ଆଗକୁ କୌଣସି କାର୍ଯ୍ୟ କରନ୍ତି ତ ଆପଣଙ୍କ ବିବେକ ଏବଂ ମନ କୁ ଦୁଇଟି ଯାକ ଭଲ ଭାବରେ କାର୍ଯ୍ୟରେ ଲଗାନ୍ତୁ |ଆପଣଙ୍କ ସମସ୍ତ ଦୁଃଖ ଦୂର ହେବାକୁ ଯାଉଛି ସନ୍ତାନ ପ୍ରାପ୍ତିର ଯୋଗ ରହିଛି |

ଦ୍ୱିତୀୟରେ ଯଦି ଆପଣ ଭଗବାନ ମହାଦେବଙ୍କୁ ବାଛିଛନ୍ତି ତ ଆପଣଙ୍କ ଅଙ୍କ ଭବିଷ୍ୟତ କଣ କହୁଅଛି ଆପଣଙ୍କ ଦୁଃସ୍ବପ୍ନ ଏଥର ଦୂର ହେଲା ଏବଂ ସୁଖ ସୌଭାଗ୍ୟର ଯୋଗ ପାଇଁ ଆପଣ ଆନନ୍ଦରେ ସମୟ ଅତିବାହିତ କରିବେ ଆପଣ ବର୍ତ୍ତମାନ ଯେଉଁ ସବୁ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି ସେଥିରେ ସଫଳତା ପାଇବା ପାଇଁ ଯେତେ ବ୍ୟସ୍ତ ରହୁଛନ୍ତି ତ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ ସେଥିରେ ଆପଣଙ୍କୁ ସଫଳତା ନିଶ୍ଚିତ ପ୍ରାପ୍ତ ହେବ |ସଫଳତା ଆପଣଙ୍କ ହାତକୁ ଟିକେ ବିଳମ୍ବରେ ଆସିବ ମନ୍ଦ ଦଶା ଯୋଗୁ କିଛି ଅଶାନ୍ତି ଭୋଗ କରୁଛନ୍ତି ଗ୍ରହ ଦଶା ମନ୍ଦ ଯୋଗୁଁ ଆପଣ ଅନେକ ଯନ୍ତ୍ରଣା ଭୋଗ କରି ସାରିଛନ୍ତି କିନ୍ତୁ ଏଥର ସେପରି ଫଳ ଆପଣ ଆଉ ଭୋଗ କରିବେ ନାହିଁ ରୋଗ ପୀଡ଼ା ଆପଣଙ୍କ ସବୁ ଦୂର ହୋଇଯିବ |

ଯଦି ଆପଣ ଭଗବାନ ଶ୍ରୀକୃଷ୍ଣଙ୍କୁ ବାଛିଛନ୍ତି ତ ଜାଣି ନିଅନ୍ତୁ ଯେ ଆପଣ ବହୁତ ସୁନ୍ଦର ସମ୍ପନ୍ନ ବ୍ୟକ୍ତି ଅଟନ୍ତି ଅନ୍ୟର ମନ ମୋହିନେଲା ଭଳି କଥା କହି ଥାଆନ୍ତି ଦେଖିବାକୁ ଖୁବ ସୁନ୍ଦର ଚତୁର ଏବଂ ସମାଜରେ ଆପଣ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ଅଟନ୍ତି ତେବେ ଆପଣଙ୍କ ଅତୀତ କେତେ ଦିନ ହେଲା ଦୁଃଖ ଭୋଗ ହୋଇ ଆସୁଅଛି ତେବେ ଆପଣ ବହୁତ ଚିନ୍ତିତ ହୋଇ ପଡିଛନ୍ତି କିନ୍ତୁ ଆପଣଙ୍କ ଜୀବନରେ କୌଣସି ଆଉ ଦୁଃଖ ଘଟିବାରେ ନାହିଁ ସନ୍ତାନ ମାନଙ୍କ ପାଇଁ ମଧ୍ୟ ବହୁତ ଦୁଃଖ ପାଉଥିଲେ ପରିବାର ତରଫରୁ ଆପଣଙ୍କୁ କିଛି ଦୁଃଖ ମିଳୁଥିଲା କିନ୍ତୁ ଏବେ ଈଶ୍ୱରଙ୍କ ସୁଦୃଷ୍ଟି ଆସିଅଛି ସନ୍ତାନ ସୁଖରେ ଆନନ୍ଦ ପାଇବେ ଅପବ୍ୟୟ ଯାହା ଅଧିକ ହୋଇଥିଲା ସେଥିରେ ମଧ୍ୟ ସୁଧାର ଆସିବ |ଆର୍ଥିକ ପରିସ୍ଥିତିରେ ଉନ୍ନତି ନଥିଲା ଏବେ ତାହା ଦୂର ହେବ |

Leave a Reply

Your email address will not be published. Required fields are marked *