ନମସ୍କାର ଦର୍ଶକବନ୍ଧୁ ଯେଉଁ ପ୍ରକାର ମହିଳା ମାନଙ୍କ ଗାଲ ଉଚ୍ଚା ଦେଖାଯାଏ ସେହି ପ୍ରକାର ମହିଳା ମାନେ ସ୍ୱଭାବରେ ସୁଲକ୍ଷିଣୀ ହୋଇଥାଆନ୍ତି |ଯେଉଁ ମହିଳା ମାନଙ୍କ ପାଦ ଛୋଟ ସେହି ପ୍ରକାର ମହିଳା ମାନେ ସବୁବେଳେ ମୈଥୁନରେ ପ୍ରିୟ ହୋଇଥାଆନ୍ତି |ଯେଉଁ ମହିଳା ମାନଙ୍କ ନାକ ଅଗ୍ରଭାଗରେ କଳାଜାଇ ଦେଖାଯାଏ ସେହି ମହିଳା ମାନେ ସ୍ୱଭାବରେ ସୌଭାଗ୍ୟବତୀ ହୋଇଥାଆନ୍ତି |
ଯେଉଁ ମହିଳା ମାନଙ୍କର କପାଳରେ କଳାଜାଇ ରହିଥାଏ ସେହି ମହିଳା ମାନେ ଧନଵାନ ଓ କୀର୍ତ୍ତିବାନ ହୋଇଥାଆନ୍ତି ଯେଉଁ ମହିଳା ମାନଙ୍କ ଆଖି ଚିଲ ଆଖିଆ ସେହି ମହିଳା ମାନେ ବହୁତ ସେ-କ୍ସି ସ୍ୱଭାବର ହୋଇଥାଆନ୍ତି କନ୍ୟାର ବିବାହ ଶୀଘ୍ର ହେବା ପାଇଁ ଶୁକ୍ଲପକ୍ଷ ସୋମବାରରେ ଭଗବାନ ନାରାୟଣଙ୍କୁ ଝିଅର ବାପା କିମ୍ବା ମା ପୂଜା କରିବା ଉଚିତ |
ଶଶୁର ଘରେ ସ୍ୱାମୀ ରହିଲେ ମହିଳା ମାନଙ୍କ ଜୀବନ ଦୁଃଖମୟ ହୋଇଥାଏ ବିବାହ ପରେ ଯଦି କୌଣସି ମହିଳା ଅନ୍ୟ ପୁରୁଷ ସହ ଖରାପ ସମ୍ପର୍କ ରଖେ ତେବେ ତା ନିଜର ଜୀବନ ବହୁତ ଦୁଃଖମୟ ହୋଇଥାଏ |
ଯେଉଁ ମହିଳା ମାନଙ୍କ ସ୍ତ-ନ ବଡ଼ ,ପିଚା ବଡ଼ ସେହି ମହିଳା ସାରା ଜୀବନ ଶୁଖିନି ହୋଇଥାଆନ୍ତି |ଯେଉଁ ମହିଳା ମାନଙ୍କ ମୁଖରେ କେବେ ହେଲେ ହସ ପ୍ରକାଶ ପାଏ ନାହିଁ ସେ ଦୁଃଖ ଏବଂ ଦାରିଦ୍ର୍ୟ ଭୋଗ କରିଥାଆନ୍ତି |