ଶୁଭମନ ଗିଲଙ୍କ ଅବସ୍ଥା ହେଲା ଗୁରୁତର ,ଡେଙ୍ଗୁ କାରଣରୁ ଆଇସିୟୁରେ ଲାଗିଲା ଭେଣ୍ଟି ଲିଟର ,Worldcup ରୁ ବାଦ ପଡ଼ିଲେ ଶୁଭମନ

ନମସ୍କାର ଦର୍ଶକବନ୍ଧୁ ଟିମ ଇଣ୍ଡିଆକୁ ଝଟକା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ ପରେ ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ବିଶ୍ୱକପ ମ୍ୟାଚରେ ମଧ୍ୟ ବାଦ ପଡ଼ିଛନ୍ତି ଦଳର ଷ୍ଟାର ଓପନର ଶୁଭମନ ଗିଲ |BCCI ରିପୋର୍ଟ ଅନୁସାରେ ଗିଲ ଏପର୍ଯ୍ୟନ୍ତ ମଧ୍ୟ ସୁସ୍ଥ ହୋଇ ନାହାଁନ୍ତି ଏହି କାରଣ ପାଇଁ ସେ ଦ୍ୱିତୀୟ ମ୍ୟାଚରେ ମଧ୍ୟ ବାଦ ପଡ଼ିଛନ୍ତି |

ଗିଲ ନଖେଳିବା କାରଣରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି କାରଣ ପରବର୍ତ୍ତୀ ମ୍ୟାଚ ଆଫଗାନିସ୍ତାନ ବିପକ୍ଷରେ ଥିଲେ ମଧ୍ୟ ଏହା ପରେ ଦଳର ମୁକାବିଲା ପାକିସ୍ତାନ ସହିତ ରହିଛି |ତେବେ ବର୍ତ୍ତମାନ ସେ ଚେନ୍ନାଇର ରହିବା ସହିତ ମେଡିକାଲ ଟିମର ନଜରରେ ରହିବେ ବୋଲି BCCI କହିଛି |

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଫିଟ ହେବେ ତ ଶୁଭମନ ଗିଲ ଆସନ୍ତା ଅକ୍ଟୋବର 14 ତାରିକରେ ଭାରତ ପାକିସ୍ତାନ ମ୍ୟାଚ ଖେଳା ଯିବାକୁ ଅଛି ଏହି ମ୍ୟାଚ ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ |

ତେଣୁ ଏହି ମ୍ୟାଚ ବେଳକୁ ଗିଲ ଫିଟ ହେବେ କି ନାହିଁ ଏବେ ତାହା ଉପରେ ସଭିଙ୍କ ନଜର |ତେବେ ଦ୍ୱିତୀୟ ମ୍ୟାଚରେ ଗିଲ ଅନୁପସ୍ଥିତ ନଥିବାରୁ ଇଶାନ କିଷାନ ରୋହିତ ଶର୍ମାଙ୍କ ସହିତ ପାଳି ଆରମ୍ଭ କରିବେ

Leave a Reply

Your email address will not be published. Required fields are marked *