ଯେଉଁ ମହିଳାମାନଙ୍କ ଆଖି ପାରା ଭଳି ସେହି ମହିଳାମାନେ ଭାରି କପଟୀ ସ୍ୱଭାବର ହୋଇଥାନ୍ତି ଯେଉଁ ମହିଳାମାନଙ୍କ ଆଖି ରକ୍ତ ବର୍ଣ୍ଣ ସେ ମହିଳାମାନେ ସାରା ଜୀବନ ଚିର ଦୁଃଖିନୀ ହୋଇଥାନ୍ତି ଯେଉଁ ମହିଳାମାନଙ୍କ ନାକ ଟିକେ ଚେପଟା ହୋଇଥାଏ ସେହି ମହିଳାମାନେ ବୁଦ୍ଧିମତୀ ଓ ଗୁଣବତୀ ହୋଇଥାନ୍ତି ଯେଉଁ ମହିଳାମାନଙ୍କ ଚାଲି ହାତୀ ଚାଲିଲା ପରି ଝୁଲି ଝୁଲି ଚାଲୁଥାନ୍ତି |
ସେହି ମହିଳାମାନେ ସୌଭାଗ୍ୟ ଲକ୍ଷ୍ମୀ ଓ ସୌଭାଗ୍ୟଶାଳୀ ହୋଇଥାନ୍ତି ଯେଉଁ ମହିଳାମାନଙ୍କ ଆଖି ଟେରି ହୋଇଥାଏ ସେମାନେ ଦୁନିଆରେ କିଛିବି ଖୋଜି ନଥାନ୍ତି ସେମାନଙ୍କୁ ସବୁକିଛି ଅଚାନକ ପ୍ରାପ୍ତ ହୋଇଥାଏ ଯେଉଁ ମହିଳାମାନଙ୍କ ଚକ୍ଷୁ ବିରାଡ଼ି ଆଖି ପରି ହୋଇଥାଏ ସେହି ପ୍ରକାର ମହିଳାମାନେ ସର୍ବଦା ହତଭାଗିନି ହୋଇଥାନ୍ତି ଯେଉଁ ମହିଳାମାନଙ୍କର ମୁଖ ମଣ୍ଡଳ ଗୋଲାକାର ହୋଇଥାଏ ସେହି ମହିଳାମାନେ ଜୀବନରେ ଧନବାନ୍ ହୋଇଥାନ୍ତି ଏମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିଶେଷ ଆଶ୍ରୀବାଦ ରହିଥାଏ |
ଯେଉଁ ମହିଳାମାନଙ୍କ ମୁଖରେ କେବେବି ହସ ପ୍ରକାଶ ପାଏନାହିଁ ସେହି ମହିଳା ସାରା ଜୀବନ ଦୁଃଖ ଓ ଦାରିଦ୍ର୍ୟ ଭୋଗ କରିଥାନ୍ତି ଯେଉଁ ମହିଳାଙ୍କର ବାମ ସ୍ତନରେ ବାମ ଗଣ୍ଡିରେ ବାମ କରରେ ବା ବାମ କର୍ଣ୍ଣରେ ତିଳ ଚିହ୍ନ ବା ଭତୁଡ଼ି ରହିଥାଏ ସେହି ପ୍ରକାର ମହିଳାମାନେ ଅତ୍ୟନ୍ତ ଶୁଭଙ୍କର ହେବା ସହିତ ସୌଭାଗ୍ୟବତି ଓ ସୌଭାଗ୍ୟ ଲକ୍ଷ୍ମୀ ହୋଇଥାନ୍ତି ଏହି ପ୍ରକାର ମହିଳା ଯେଉଁ ଘରକୁ ବୋହୂ ହୋଇ ଯାଇଥାନ୍ତି |
ସେହି ଘର ହସ ଖୁସୀ ପୂର୍ଣ୍ଣ ରହିଥାଏ ଏବଂ ସେହି ଘରେ କେବେବି ଧନର ଅଭାବ ଦେଖାଦିଏ ନାହିଁ ଯେଉଁ ମହିଳା ମାନଙ୍କର ସ୍ତନ ବଡ ଓ ପିଚା ବଡ ହୋଇଥାଏ ସେହି ମହିଳାମାନେ ତାଙ୍କ ଜୀବନରେ ସିଖୁନି ହୋଇଥାନ୍ତି ଯେଉଁ ମହିଳା ମାନଙ୍କର ସ୍ତନ ବଡ ଓ ପିଚା ବଡ ହୋଇଥାଏ ସେହି ମହିଳାମାନେ ସ୍ଵାମୀ ସୁଖରୁ ବଞ୍ଚିତ ହେବା ସହ ରକ୍ତ ସମ୍ପର୍କୀୟ ସହ ଯୌନ ସମ୍ପର୍କରେ ଲିପ୍ତ ରହିଥାନ୍ତି ଯେଉଁ ମହିଳାମାନଙ୍କ ଦାନ୍ତ ବଡ ବଡ ହୋଇଥାଏ ସେହି ମହିଳା ଭାରି ରାଗି ସ୍ୱଭାବର ହୋଇଥାନ୍ତି |