ବର୍ଷା ପ୍ରିୟଦର୍ଶନୀଙ୍କ ନେଇ କାନ୍ଦି କାନ୍ଦି ଏପରି କହିଲେ ଅନୁଭବ ମହାନ୍ତି ,କହିଲେ ବର୍ଷା ମତେ ….ଜାଣିଲେ ଆପଣଙ୍କ ହୃଦୟ ତରଳିଯିବ ,କହିବେ ଅନୁଭବ ….ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ଓଲିଉଡ଼ ସୁପର ଷ୍ଟାର ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି |ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଅନୁଭବଙ୍କ ନାଁରେ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ଅନୁଭବ ମଧ୍ୟ ବର୍ଷାଙ୍କ ନାଁ ରେ ଛାଡ଼ପତ୍ର ମାମଲା ରୁଜୁ କରିଥିଲେ |

ତେବେ ଅନୁଭବଙ୍କ ବିବାହ ବିଚ୍ଛେଦକୁ କୋର୍ଟ ଖାରଦ କରିଥିବା ବେଳେ ବର୍ଷାଙ୍କ ଆବେଦନ ମଧ୍ୟ ଖାରଜ ହୋଇଛି |ତଳ କୋର୍ଟରେ ଆବେଦନ ଖାରଜ ହେବା ବେଳେ ହାଇ କୋର୍ଟଙ୍କ ଦ୍ୱାରସ୍ତ ହେବ ବୋଲି ଅନୁଭବ କହିଛନ୍ତି |ଓଲିଉଡ଼ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଦୀର୍ଘଦିନ ହେଲା ଚାଲିଛି |

ଏହି ବିବାଦ ଭିତରେ ସୋସିଆଲ ମେଡିଆରେ ଏକ ଭାବ ପ୍ରବଣ ପୋଷ୍ଟ କରିଛନ୍ତି ଅନୁଭବ |ସୋସିଆଲ ମେଡିଆରେ ଅନୁଭବ ପତ୍ନୀ ବର୍ଷାଙ୍କ ପାଇଁ ଦେଇଛନ୍ତି ବନ୍ଧୁତାର ସନ୍ଦେଶ |ଅନୁଭବଙ୍କ ଏହି ପୋଷ୍ଟ ଚର୍ଚ୍ଚା ଜୋରରେ ରହିଛି ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶନୀଙ୍କୁ ଝୁରୁଛନ୍ତି |

ତେବେ ଅନୁଭବ ବର୍ଷା ପୁଣି ଥରେ ଏକାଠି ହେବେ କି ଅଲଗା ହେବେ ତାହା ତ ସମୟ କହିବ କିନ୍ତୁ ଅନେକ ମହଲରୁ ସୂଚନା ଆସୁଛି ଅନୁଭବ ବର୍ଷା ପୁଣି ଥରେ ଏକାଠି ହୋଇ ଯାଆନ୍ତୁ ଏବଂ ପୂର୍ବ ଭଳି ସୁପରହିଟ ସିନେମା ଦିଅନ୍ତୁ

Leave a Reply

Your email address will not be published. Required fields are marked *