ସତ ଜାଣି ଆପଣ ବି ସ୍ତବ୍ଦ ରହିଯିବେ, ପ୍ରଭୁ ଶିବ ଶଙ୍କର ମାତା Lakhmi ଙ୍କ ଆଗରେ କାହିଁକି ଏମିତି କରିଲେ….ଜାଣନ୍ତୁ ସତ୍ୟତା

ନମସ୍କାର ବନ୍ଧୁଗଣ ଦିନେ ସ୍ୱର୍ଗପୁରିରେ ଗୋଟିଏ ସଭା ବସିଛି ଏହି ସଭାରେ ସବୁ ଦେବଦେବୀମାନେ ସମସ୍ତେ ଏକାଠି ହେଉଛନ୍ତି କିନ୍ତୁ ଜଣେ ଦେବତା ଆସି ନାହାଁନ୍ତି ସିଏ ହେଉଛନ୍ତି ଦେବ ଦେବ ମହାଦେବ କେବଳ ଶିବ ଆସି ନାହାଁନ୍ତି କିନ୍ତୁ ପାର୍ବତୀ ମା ଆସିଛନ୍ତି ଭୋଳା ମହେଶ୍ୱର କେଉଁଠି ଇଚ୍ଛା ହେଲେ ବସିଗଲେ ଯଦି ଧ୍ୟାନରେ ରହିଗଲେ ରହିଗଲେ ଯଦି ତପସ୍ୟାରେ ବସିଗଲେ ବସିଗଲେ ମୁଣ୍ଡିଆ ମାରିଲେ ଖୁସ୍ ନମାରିଲେ ଖୁସ୍ ଦେବ ଦେବ ମହାଦେବ ଆସି ନାହାଁନ୍ତି ସଭାକୁ ମା ଲକ୍ଷ୍ମୀ ଆସି ପହଞ୍ଚିଲେ ସାଙ୍ଗରେ ନାରାୟଣ ଅଛନ୍ତି ମା ଲକ୍ଷ୍ମୀ ମା ପାର୍ବତୀଙ୍କ ପାଖରେ ପହଞ୍ଚିଲେ ଆଉ ମା ପାର୍ବତୀଙ୍କୁ ପଚାରିଲେ କହିଲେ ମାତା ଶିବ ଆପଣଙ୍କ ସ୍ଵାମୀ ଶିବ ଅର୍ଦ୍ଧ ଅଙ୍ଗରେ ତୁମକୁ ଧାରଣ କରିଛନ୍ତି ଶିବ ଯୁଆଡେ ତମେ ସିଆଡେ ତମେ ଏକା ଆସିଛ |

ଶିବ କୁଆଡେ ଗଲେ ଯିଏ ସାପକୁ ଗୁଡେଇକି ବୁଲନ୍ତି ସେହି ତମ ସ୍ବାମୀ ସିଏ କୁଆଡେ ଗଲେ ଭାରି ବାଧିଲା ପାର୍ବତୀଙ୍କୁ ପାର୍ବତୀ କହିଲେ ମୋ ସ୍ବାମୀ ତ ସାପକୁ ଗୁଡ଼େଇକି ବୁଲନ୍ତି ତମ ସ୍ବାମୀ ତ ସାପ ଉପରେ ଶୁଅନ୍ତି।ଲକ୍ଷ୍ମୀ କହିଲେ ହଁମ ମୁଁ କଣ ଜାଣିନାହିଁ ତନ ସ୍ଵାମୀ କଣ କରନ୍ତି ପାର୍ବତୀ କହିଲେ କଣ କରନ୍ତି ଲକ୍ଷ୍ମୀ କହିଲେ ଶୁଣ ଆମେ ଦିନେ ଲକ୍ଷ୍ମୀ ନାରାୟଣ ବାହାରିଲି ଆସିଲୁ ଶିବଙ୍କୁ ଦର୍ଶନ କରିବା ପାଇଁ ମୋ ସ୍ଵାମୀ ନାରାୟଣ ଚିନ୍ତା କଲେ ଶିବ ତ ସବୁବେଳେ ଲଙ୍ଗଳା ହୋଇ ଶୁଅନ୍ତି କାଳେ ଲଙ୍ଗଳା ହୋଇଥିବେ ସାଙ୍ଗରେ ମୋ ସ୍ତ୍ରୀ ଯାଉଛି ଆଗୁତୁରିଆ ସତର୍କ କରିଦେଲେ କଣ ଟିକେ ପିନ୍ଧା ପିନ୍ଧି କରିଦେବେ ମୋ ସ୍ଵାମୀ ନାରାୟଣ ପଞ୍ଚଜନ୍ୟ ଶଙ୍ଖ ଟିକେ ଦୂରରୁ ଫୁଙ୍କି ଦେଲେ ଶିବ ବାଘ ଚମଡ଼ା ଗୁଡେ଼ଇ ହୋଇ ପଡିଲେ |

ଆଉ ବେକରୁ ଗୋଟିଏ ସାପ ଆଣିଲେ ବାଘ ଚମଡ଼ା ଉପରେ ଗୁଡେଇ ଦେଇ ତାରି ଉପରେ ଗଣ୍ଠି ପକେଇ ଦେଲେ ଆମେ ଯେତେବେଳେ ପହଞ୍ଚିଲୁ ଗରୁଡ଼ ଉପରେ ବସି ଦେଖିଲୁ ଭଗଵାନ ଶିବ ଚମଡା ପିନ୍ଧିଛନ୍ତି ଦେହରେ ଭସ୍ମ ଲଗାଇଛନ୍ତି ବେକରେ ମାଳମାଳ ସାପ ପଡ଼ିଛି ଅଣ୍ଟାରେ ସାପ ଗଣ୍ଠି ପଡ଼ିଛି ଗରୁଡ଼କୁ ଦେଖି ସାପ ସାଆଁ ସାଆଁ ପଡ଼ିଲା ଗରୁଡ କହିଲା ହଁ ଶିବଙ୍କ ଅଣ୍ଟାରେ ଅଛୁତ ସେଥିପାଇଁ ମତେ ଆଖି ଦେଖାଉଛୁ ବାହାରକୁ ଆ ତୋର ମୋର କଥା ହେବା ଏହାପରେ ସାପର ଗଣ୍ଠି ହୁଗୁଳିଲା ଆସ୍ତେ ଆସ୍ତେ ସାପ ଗରୁଡ଼କୁ ଦେଖି ଓହ୍ଲାଇ ଯାଇ କେଉଁଠି ଲୁଚିଗଲା ଚମଡା ଆଉ ରହିଲା ନାହିଁ ଖସି ପଡ଼ିଲା ମୁଁ ମୁହଁକୁ ତଳକୁ କରିଦେଲି।

ମା ପାର୍ବତୀ ଭାବିଲୁ ମୋ ସ୍ବାମୀ କାହିଁକି ଏପରି କରନ୍ତି କେଜାଣି ମୋ ସ୍ବାମୀ କେଉଁଦିନ ଲଙ୍ଗଳା ହୋଇଥିଲେ ସେକଥା ଲକ୍ଷ୍ମୀ ମତେ କହୁଛି ମା ପାର୍ବତୀଙ୍କ ମନ ଦୁଃଖ ହେଲା ସ୍ତ୍ରୀ ସବୁ ସହିବ ସ୍ଵାମୀ ନାଁରେ ନିନ୍ଦା ସହିବ ନାହିଁ ମା ପାର୍ବତୀ ଙ୍କୁ ବୋହୁତ ବାଧିଛି ଶିବ ସେଦିନ ଆସିଲେ ନାହିଁ ସଭାକୁ ମା ପାର୍ବତୀ କୈଳାସରେ ପହଞ୍ଚିଲେ ମନେ ମନେ ଶଙ୍କର ଗଲେ କୁଆଡେ ଦେଖିଲେ କିଛି ଦୂରରେ ପ୍ରଭୁ ଗୋଟିଏ ପଥର ଉପରେ ଯୋଗାସନରେ ବସିଛନ୍ତି ମା ପାର୍ବତୀ ଶିବଙ୍କ ପାଖକୁ ଗଲେ ଆଉ କହିଲେ କଣ କରୁଛ ଏଠି ବସି ବାବା କହିଲେ କଣ ହେଉଛି ରୁଷ୍ଠା କାହିଁକି ଅଛ ମା ପାର୍ବତୀ କହିଲେ |

ତମ କର୍ମ ପାଇଁ ତମେ ଗାଳି ଶୁଣ ମୋର ଆପତ୍ତି ନାହିଁ କିନ୍ତୁ ତମ କର୍ମ ପାଇଁ ମୁଁ କାହିଁକି ନିନ୍ଦା ହେବି ଶିବ କହିଲେ କଣ ହୋଇଛି ମା ପାର୍ବତୀ କହିଲେ ଲକ୍ଷ୍ମୀ କହିଲେ ତମ ସାପ ଗୁଡେ଼ଇ ହୋଇଥିବା ସ୍ଵାମୀ କାହିଁକି ଆସିଲେ ନାହିଁ ଶିବ ହସିଲେ ଆଉ କହିଲେ ସେ ଭୁଲ୍ କଣ କହିଲେ ଏହାପରେ ପାର୍ବତୀ କହିଲେ ଲକ୍ଷ୍ମୀ କହିଲେ ତମେ ଲକ୍ଷ୍ମୀ ନାରାୟଣଙ୍କୁ ଆଗରେ ଲଙ୍ଗଳା ହୋଇ ପଡ଼ିଥିଲ ଶିବ କହିଲେ ମୁଁ ତ ସବୁବେଳେ ରହେ କଣ ହେଲା ଏଥିରୁ ଲକ୍ଷ୍ମୀ କହିଲେ ତମେ ଭିକାରୀ ତମେ ଭିକ ମାଗ ମତେ ବୋହୁତ ବାଧିଲା ତମେ ଚାଷ କର ଭଗଵାନ କହିଲେ ମୁଁ କଣ ଚାଷ କରୁନି ମୁଁ ଭଗଵାନଙ୍କ ପାଦରେ ଚାଷ କରୁଛି।

Leave a Reply

Your email address will not be published. Required fields are marked *