ଘରେ ସପିଙ୍ଗ ବାହାନ କହି ପ୍ରେମିକ ସାଙ୍ଗରେ ଲୁଚି ଲୁଚି କରୁଥିଲେ ଏପରି କାର୍ଯ୍ୟ ,ଜାଣିଲେ ମୁଣ୍ଡରେ ହାତ ଦେବେ ଆପଣ ,ଦୟାକରି ଛୋଟ ଛୁଆ ଦେଖନ୍ତୁ ନାହିଁ

ନମସ୍କାର ଦର୍ଶକବନ୍ଧୁ ଆମେ ଆପଣଙ୍କୁ ଆଜି ଏହି ପ୍ରେମୀ ଯୁଗଳଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ଏକ ଶୂନଶାନ ଜାଗାରେ ଗଛ ତଳେ ବସି କରୁଛନ୍ତି ପ୍ରେମର ରାସଲୀଳା |ସେଠାକାର ଯାଉଥିବା ଲୋକମାନେ ତାଙ୍କ ଖୁଲମ ଖୁଲା ପ୍ରେମ କରୁଥିବାର ଦେଖିଦେଲେ ଏବଂ ତାଙ୍କୁ ପଚାରିବାରୁ ସେମାନେ କହୁଛନ୍ତି ଆମେ ଏଠାରେ ବସିଥିଲୁ କିଛି କରିନୁ ଆଗକୁ ଆମେ ବାହା ହେବୁ ଆମକୁ ଛାଡ଼ି ଦିଅ |ଦର୍ଶକବନ୍ଧୁ ଆପଣ ଭାବୁଥିବେ ଏହି ପ୍ରେମୀ ଯୁଗଳ ଏମିତି କଣ ଭୁଲ କରି ଦେଇଛନ୍ତି ଯେ ଛାଡ଼ି ଦିଅ ଆମେ କିଛି କରିନୁ ବୋଲି କହୁଛନ୍ତି |

ଯଦି ଏମାନେ କିଛି ଭୁଲ କରୁ ନାହାଁନ୍ତି ତେବେ ଯୁବକ ମାନେ କାହିଁକି ଅଟକାଉଚନ୍ତି ଆମେ ଆପଣଙ୍କୁ ଏହି ବିଷୟରେ ପରିସ୍କାର କରି କହିଦେଉଛୁ |ଏହି ଦୁଇଜଣ ହେଲେ ପ୍ରେମିକ ପ୍ରେମିକା ଦୁହେଁ ଦୁହେଁଙ୍କୁ ବହୁତ ଭଲ ପାଆନ୍ତି ସୁଯୋଗ କେଉଁଠି ପାଇଲେ ଟିକେ ଦେ-ହ ସୁଖ କରି ଥାଆନ୍ତି କେହି ଜାଣିପାରନ୍ତି ନାହିଁ ହେଲେ ପ୍ରେମିକା ଜଣକ ଆଜି ଘରେ ମିଛ ସତ କହି ପ୍ରେମିକ ସାଙ୍ଗରେ ଚାଲି ଆସିଥିଲା ସପିଙ୍ଗ କରିବା ପାଇଁ |

ସପିଙ୍ଗ କଲେ ବୁଲାବୁଲି ମଧ୍ୟ କଲେ ହେଲେ ଦେହ ସୁଖ ପାଇଁ ନିରୋଳା ଜାଗା କେଉଁଠି ପାଇଲେ ନାହିଁ ଖୋଜି ଖୋଜି ଏହି ଜଙ୍ଗଲ ଭିତରକୁ ଚାଲି ଆସିଥିଲେ |ନିରୋଳା ଜାଗା ଦେଖି ପ୍ରେମୀଯୁଗଳ କାମନା ବାସନାରେ ମାତି ପଡ଼ିଲେ ହେଲେ ଏହି ଖୁସି ତାଙ୍କର ବେଶୀ ସମୟ ଧରି ରହିଲା ନାହିଁ |

ଜଙ୍ଗଲକୁ କଥା ପାଇଁ ଯାଇଥିବା ଜଣେ ଯୁବକ ସେମାନଙ୍କୁ ଦେଖିଦେଲା ଏବଂ ସମସ୍ତଙ୍କୁ ଫୋନ କରି ଡାକିଦେଲା ସମସ୍ତେ ଯୁବକ ଘେରି ପଚାରିଲେ ଏଠି କଣ କରୁଚ |ପ୍ରେମୀଯୁଗଳ କହିଲେ ଆମେ ଏଠି ଟିକେ ଗପୁ ଥିଲୁ ଖରାପ କାମ କିଛି କରିନୁ |ଯଦି ଖରାପ କାମ କରିନ ଡ୍ରେସ ଖୋଲୁଥିଲା କଣ ପାଇଁ ତମକୁ ଟିକେ ଲାଜ ଲାଗୁନି |

ଏଭଳି କାମ କରିବା ପାଇଁ ଏହି ଜାଗାକୁ ଚାଲି ଆସିଲ ଯୁବକ ଯୁବତୀ ତାଙ୍କୁ ଛାଡ଼ିଦେବା ପାଇଁ ନିବେଦନ କରୁଛନ୍ତି ଯଦି ତୁମର ଖରାପ କାମକୁ ଏତେ ଭୟ ଏଠାକୁ ଆସୁଛ କାହିଁକି ବାହା ହୋଇ ଯାଅ ଘରେ ଖୁସିରେ ରହିବ ଏଭଳି କାର୍ଯ୍ୟ ଠାରୁ ଦୂରେଇ ରୁହ ଦୟାକରି ସମାଜକୁ ନଷ୍ଟ କରନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *