ନମସ୍କାର ଦର୍ଶକବନ୍ଧୁ ଯଦି ଆପଣ ଇ-ଶ୍ରମ କାର୍ଡ କରିଥିଲେ ତେବେ ଆସିଲା ଆପଣଙ୍କ ପାଇଁ ବହୁତ ବଡ ଖୁସି ଖବର | ଯଦି ଆପଣଙ୍କ ପାଖରେ ଇ-ଶ୍ରମ କାର୍ଡ ଅଛି ତେବେ ଆପଣଙ୍କୁ ମିଳିବ ଟଙ୍କା ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ ଅପଡେଟ ବିଷୟରେ… କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଗୁଡିଏ ଯୋଜନା ଆରମ୍ଭ କରାଯାଇଛି ତାହା ସହିତ ଅନେକ ଗୁଡିଏ ଯୋଜନା କାର୍ଯ୍ୟକାରୀ ହେବ ସହିତ ସମୟ କ୍ରମେ ସେଗୁଡିକ ସଂସଦନ ମଧ୍ୟ ହୋଇଥାଏ |
ଏହି ଯୋଜନା ଗୁଡିକ ମଧ୍ୟରୁ ଅନେକ ସେହି ଭାରତୀୟଙ୍କ ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କିମ୍ବା ଗରିବ ଶ୍ରେଣୀରେ ଅଛନ୍ତି | ତେବେ ଗରିବ ଶ୍ରମିକଙ୍କ ପରିବାର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଯୋଜନା ଗୁଡିକ ମଧ୍ୟରୁ ଇ-ଶ୍ରମକ ଯୋଜନା ଅନ୍ୟତମ | ଏହି ଯୋଜନା ଅଧୀନରେ ଇ-ଶ୍ରମ କାର୍ଡ ବାହାରକରିବା ନିହାତି ଆବଶ୍ୟକ ରହିଛି ଯାହାଦ୍ୱାରା ଆର୍ଥିକ ଦୃଷ୍ଟିରୁ ଡ଼ରୁବଲ ଦୁର୍ବଳ ଶ୍ରେଣୀର ଲୋକେ ଅନେକ ଲାଭ ପାଇଁ ପାରିବେ |
ତେବେ ଏହାକୁ ଆପଣ ଘରେ ବସି ମଧ୍ୟ ବାହାର କରିପାରିବେ ତେବେ ଯେମିତିକି ଅପଡେଟ ଆସୁଛିକି ଯଦି ଇ-ଶ୍ରମ କାର୍ଡ ଆପଣଙ୍କ ପାଖରେ ଥିବ ତେବେ ଆପଣଙ୍କୁ ମିଳିବ ଟଙ୍କା | ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭଗ ପାଇଁ ସରକାର ଇ-ଶ୍ରମ ଯୋଜନା ଆରମ୍ଭ କରିଛନ୍ତି | ଏହି ଅଧୀନରେ ପ୍ରତିମାସରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ 500 ରୁ 100 ଟଙ୍କା ଲେଖାଏ ଆସିବ | ଏହାବ୍ୟତୀତ ଇ-ଶ୍ରମ କାର୍ଡ଼ର ମୂଳ ଉଦେଶ୍ୟ ହେଉଛି ଲୋକଙ୍କୁ ରୋଜଗାର ଯୋଗାଇଦେବା |
ଏହା ଦ୍ୱାରା ଅନେକ ଶ୍ରମିକ ମାନେ ଇ-ଶ୍ରମ ପୋଟାଲ ମାଧ୍ୟମରେ ଲାଭ ପାଇପାରିବେ ଅଣସଂଘଟିତ କ୍ଷେତ୍ରରେ ପ୍ରବାସୀ ଶ୍ରମିକ, ପ୍ଲାଟଫର୍ମ କର୍ମଚାରୀ, ନିର୍ମାଣ ଶ୍ରମିକ, ଘରୋଇ ଶ୍ରମିକ, ରାସ୍ତାକଡ ଦୋକାନୀ ଏବଂ କୃଷି ଶ୍ରମିକ ଏହି ଯୋଜନାରେ ଉପକୃତ ହୋଇପାରିବେ | ଏହା ସହିତ ଶ୍ରମିକ ମାନେ 2ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ଗ୍ରସ୍ତ ବୀମା ମଧ୍ୟ ପାଇପାରିବେ ଏହା ସହିତ ଦୁର୍ଘଟଣାରେ ଅକ୍ଷମ ହେଲେ 1ଲକ୍ଷ ଟଙ୍କର ଆର୍ଥିକ ସହାୟତା ମିଳିବ | ଏହା ସହିତ ଶ୍ରମିକ ମାନଙ୍କୁ ପ୍ରତି ମାସରେ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତି ମାସରେ 500 ରୁ 1000 ଟଙ୍କା ପେନ୍ସନ ମଧ୍ୟ ଯୋଗାଇ ଦିଆଯିବ |