ଚଳଚ୍ଚିତ୍ର ଜଗତ ପାଇଁ ଆସିଲା ବହୁତ ବଡ଼ ଦୁଃଖଦ ଖବର ,ଆରପାରିରେ ଏହି ଲୋକପ୍ରିୟ ଅଭିନେତା ,Film ଇଣ୍ଡଷ୍ଟ୍ରିରେ ଖେଳିଗଲା ପୁରା ଶୋକର ଲହରୀ

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଯାହା ଏକ ବଡ଼ ଦୁଃଖଦାୟକ ଖବର ସାମ୍ନାକୁ ଆସିଛି ଗତକାଲି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବରୁ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇ ସାରିଛି ତାଙ୍କର ଦୁଇଟି ଝିଅ ଅଛନ୍ତି ସେ ଓଡ଼ିଆ ଚଳଚ୍ଚିତ୍ରରେ ନିର୍ଦେଶନା କ୍ଷେତ୍ରରେ କାମ କରିବାକୁ ମୁମ୍ବାଇରୁ ଓଡିଶା ଆସିଥିଲେ|

ପ୍ରାରମ୍ଭିକ ସମୟରେ ସେ ପ୍ରସାନ୍ଦ ନନ୍ଦଙ୍କ ସମେତ କେତେକ ନିର୍ଦେଶକଙ୍କ ସହକାରୀ ଭାବରେ କାର୍ଯ୍ୟ କଲେ ପରେ ସେ ଜୟ ଦେବ ପୁରସ୍କାର ପ୍ରାପ୍ତ ଏଡିଟର ରବି ପଟ୍ଟନାୟକଙ୍କ ସମ୍ପାଦକ ସହକାରୀ ଭାବରେ କାମ କରନ୍ତି |ଓଲିଉଡ଼ର ଅଲରାଉଣ୍ଡର ଭାବରେ ପରିଚିତ ଅରୁଣ ମହାନ୍ତି ଅଶୋକ ଶର୍ମାଙ୍କୁ ସାକ୍ଷୀ ରହିବେ ମୋ ଶଙ୍ଖା ସିନ୍ଦୂରରେ ଏଡିଟର ଭାବରେ ବ୍ରେକ ଦେଇଥିଲେ |

ଏହା ପରେ ସେ ଅସିରୁ ଅଧିକ ଓଡ଼ିଆ ଛବିରେ ଏଡିଟର ଭାବରେ କାର୍ଯ୍ୟ କରିଥିଲେ |ତାଙ୍କ ସମ୍ପାଦିକ କେତେକ ସିନେମା ହଲ ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୁର ,କଥା କହିବ ମୋ ମଥା ସିନ୍ଦୂର ,ପୁଅ ଭାଙ୍ଗିଦେଲା ସୁନା ସଂସାର ,ପ୍ରେମ ସବୁଠୁ ବଳବାନ ,ମା ଗୋଜବାୟାଣୀ ,ମାତୃଶକ୍ତି ,ମା ମଙ୍ଗଳା ,ସତ ମିଛ ,ତୁ ମୋ ଆଖିର ତାରା ,ଭାଗ୍ୟ ଚକ୍ର ,ତତେ ମୋ ରାଣ |

ବାହୁଡ଼ିବେ ମୋ ଜଗା ବଳିଆ ,ସତ୍ୟ ମେବ ଜୟତେ ଏବଂ ମୋ କୋଳ ତୋ ଝୁଲଣା ପରଲୋକ ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ସମ୍ପାଦକ ତଥା ନିର୍ଦେଶକ ଅଶୋକ ଶର୍ମାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ ଖେଳିଯାଇଛି |

Leave a Reply

Your email address will not be published. Required fields are marked *