ନମସ୍କାର ବନ୍ଧୁଗଣ ଲୁଣ ପଇସାକୁ ଚୁମ୍ବକ ପରି ଟାଣିଥାଏ ଏହା ପଛର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ପୂରଣ ସମୟରୁ ଲୁଣର ବ୍ୟବହାର କରାଯାଇ ଆସୁଅଛି ଲୁଣ ନା କେବଳ ଆମର ଭୋଜନକୁ ସ୍ଵାଦିଷ୍ଟ ବନେଇଥାଏ ବରଂ ଏହା ଆମକୁ ବୋହୁତ କିଛି ଫାଇଦା ମଧ୍ୟ ଦେଇଥାଏ ଯଦି ମନୁଷ୍ୟ ମଧ୍ୟରେ ଲୁହର କମି ହୋଇଯାଏ ତେବେ ସେହି ଶରୀର କେବେବି ଖରାପ୍ ହୋଇପାରେ ମାନାଯାଇଥାଏ ଲୁଣ ସବୁଠାରୁ ଜଲ୍ଦୀ ଧନବାନ୍ କରାଇଦିଏ ଲୁଣ ଚମତ୍କାରୀ ଭାବେ ମଣିଷକୁ ଲାଭ ପ୍ରଦାନ କରିଥାଏ ଲୁଣ ଭିତରେ ସକାରାତ୍ମକ ଉର୍ଯାର ଭଣ୍ଡାର ଭରି ହୋଇ ରହିଥାଏ ଲୁଣକୁ ନେଇ କିଛି ଏମିତି ପ୍ରଚାର ପ୍ରଚଳିତ ଅଛି ଯଦି କୌଣସି ମନୁଷ୍ୟ ସେହି ଉପୟକୁ କରିନିଏ ସେହି ମନୁଷ୍ୟ ନିଶ୍ଚିତ ନିଜର ଗରିବୀକୁ ଦୂର କରିପାରିବ ଲୁଣର ଏହି ଉପାୟ ରାତାରାତି ଆପଣଙ୍କ ଭାଗ୍ୟକୁ ଚମକେଇ ଦେଇପାରେ ତେବେ ଆସନ୍ତୁ ଜାଣିବା ଲୁଣର କିଛି ଖାସ୍ ଉପାୟ ବିଷୟରେ।
ଦର୍ଶକ ବନ୍ଧୁ କୌଣସି ବି ଦିନ ଆପଣ ଏହି ଉପାୟକୁ କରି ପାରିବେ ୧୦୦ ଗ୍ରାମ ମୁଗଡାଲି ୫୦ ଗ୍ରାମ ଗ୍ରାମ ଚାଉଳ ୫୦ ଗ୍ରାମ ନାଲି ଲଙ୍କା ଗୋଟିଏ ପ୍ୟାକେଟ ଲୁଣ ଏବଂ ୧୦୦ ଗ୍ରାମ ସୋରିଷ ତେଲ ଏବଂ ଗୋଟିଏ ପାଣି ବୋତଲ ଏହି ସମସ୍ତ ସାମଗ୍ରୀକୁ ଏକତ୍ରିତ କରି କୌଣସି ଏକ ମହିଳା ବା ପୁରୁଷକୁ ଦାନ ଦେଇ ଦିଅନ୍ତୁ ଏବଂ ଚୁପଚାପ୍ ଆପଣଙ୍କ ଘରକୁ ଚାଲି ଆସନ୍ତୁ ଏହାଦ୍ବାରା ଆପଣଙ୍କ ଭାଗ୍ୟ ଉଦୟ ହୋଇଯିବ ଚାକିରୀ ବ୍ୟାପାରରେ ଉନ୍ନତି ହୋଇଯିବ ମା ଲକ୍ଷ୍ମୀ ଆପଣଙ୍କ ଗୃହକୁ ଟାଣି ହୋଇ ଆସିବେ ଆପଣଙ୍କ ଘର ପରିବାରରେ ଖୁସି ଆସିଯିବ ଭଗଵାନ ଶନି ଆପଣଙ୍କ ଉପରେ କୃପଦୃଷ୍ଟି ବର୍ଷା କରିବେ।
ଦର୍ଶକ ବନ୍ଧୁ ବିଦେଶୀ ଲୋକ ହାତରେ ଲୁଣ ପଡ଼ିବାକୁ ଅଶୁଭ ମାନିଥାନ୍ତି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣକୁ ଚନ୍ଦ୍ର ଏବଂ ଶୁକ୍ର ଗ୍ରହର ପ୍ରତିନିଧି ମାନା ଯାଇଥାଏ ଲୁଣକୁ ଯଦି ଆପଣ କୌଣସି ଷ୍ଟିଲ କିମ୍ବା ଲୁହା ପାତ୍ରରେ ରଖୁଛନ୍ତି ତ ଏହା ଚନ୍ଦ୍ର ଏବଂ ଶନିଙ୍କର ମିଳନ ହେବ ଯାହାକି ବୋହୁତ ଘାତକ ସିଦ୍ଧ ହୋଇଥାଏ ଏପରିକି ଆପଣ କାଙ୍ଗାଳ ମଧ୍ୟ ହୋଇ ପାରନ୍ତି ଏହା ରୋଗ ଏବଂ ଶୋକର କରନ ବନି ଯାଇପାରେ ଲୁଣକୁ କୌଣସି ପ୍ଲାଷ୍ଟିକ ପାତ୍ରରେ ଭୁଲରେ ରଖନ୍ତୁ ନାହିଁ ଲିଣକୁ ସର୍ବଦା କାଚର ପତ୍ରରେ ରଖିବା ଉଚିତ୍ ଏହାକୁ ବୋହୁତ ଶୁଭ ମାନା ଯାଇଥାଏ।
ବନ୍ଧୁଗଣ ଯଦି ଖାଦ୍ୟରେ ଲୁଣର ମାତ୍ରା କମ୍ ହୋଇଥାଏ ତାହେଲେ ଆମେ ହାତରେ ଲୁଣ ନେଇ ଖାଦ୍ୟରେ ପକେଇ ଦିଅନ୍ତି ଆଉ ନାଲି ଲୁଣକୁ ତଳେ ପକେଇ ଦେଇଥାନ୍ତି ଏହା ଭୁଲ୍ ହୋଇଥାଏ ଅନେକ ଦେଶରେ ଏହାକୁ ଦୁର୍ଭାଗ୍ୟର କାରଣ ମାନା ଯାଇଥାଏ ଲୁଣକୁ ତଳେ ପକାଇବା ଦ୍ବାରା ଚନ୍ଦ୍ରମା ଏବଂ ଶୁକ୍ର ଦୁଇଟି ଗ୍ରହ କମଜୋର ହୋଇ ଯାଆନ୍ତି ଏହାଦ୍ବାରା ଲକ୍ଷ୍ମୀ ଆପଣଙ୍କର ଘର ଛାଡ଼ି ଚାଲି ଯାଇଥାନ୍ତି ଲୁଣକୁ ସର୍ବଦା ଧନ ଦେଇକରି କିଣିକି ଆଣିବା ଦରକାର ଏହାଦ୍ୱାରା ଆପଣଙ୍କ ଚନ୍ଦ୍ର ଏବଂ ଶନି ସମ୍ପୂର୍ଣ୍ଣ ଭାବରେ ମଜବୁତ୍ ରହିଥାନ୍ତି ଯଦି ଆପଣ ଭୁଲ୍ ରେ ବି କାହାର ଲୁଣ ଖାଇ ଭୁଲି ଯାଇଛନ୍ତି ତେବେ ଆପଣଙ୍କୁ ଶନିଦେବଙ୍କ କୋପର ସାମ୍ନା କରିବାକୁ ପଡିପାରେ।
ସନ୍ଧ୍ୟା ସମୟରେ କେବେ କାହାଠାରୁ ଲୁଣ ନ ନେବା ଉଚିତ୍ ଏବଂ ନ ଦେବାବି ଉଚିତ୍ ଯଦି ଆପଣ ଲୁଣକୁ ସନ୍ଧ୍ୟା ସମୟରେ କାହାକୁ ଦେଇ ଦିଅନ୍ତି ତେବେ ଆପଣ ଆପଣଙ୍କର ଘରର ସୁଖ ସମୃଦ୍ଧି ଚାଲି ଯାଇଥାଏ ତାହା ସହିତ ଲୁଣ ନେଉଥିବା ବ୍ୟକ୍ତିର ବରବାଦ ହୋଇ ଯାଇଥାଏ ତେଣୁ ଲୁଣକୁ ସନ୍ଧ୍ୟା ସମୟରେ କାହାଠାରୁ ନେବା କିମ୍ବା ଦେବା ଉଚିତ୍ ହୋଇନଥାଏ।