ସିଦ୍ଧାର୍ଥ ଙ୍କ ସହ ନୂଆ ସିରିଏଲ୍ କରିବା ପାଇଁ ମନା କରିଦେଲେ ହିରୋଇନ ଝିଲି ,କହିଲେ ସିଦ୍ଧାର୍ଥ ମୋ ସହ ଏପରି ….ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ଆମ ଝିଲ୍ଲୀ ସିରିଏଲଟି ବନ୍ଦ ହେବା ପରେ ଆପଣ ମାନଙ୍କର ପ୍ରିୟ ଯୋଡ଼ି ଝିଲ୍ଲୀ ଏବଂ ସିଦ୍ଧାର୍ଥ ଙ୍କୁ ବହୁତ ମିସ କରୁଥିବେ ଆଉ ଆପଣମାନେ ଚାହୁଁଥିବେ ଏହି ଯୋଡ଼ି କୁ ଆଉ ଏକ ନୂଆ ସିରିଏଲରେ ଦେଖିବା ପାଇଁ ହେଲେ ଆଜି ଆପଣ ମାନଙ୍କ ପାଇଁ ଏକ ଦୁଖଦଃ ଖବର ଆସି ଯାଇଛି ଅଭିନେତା ଝିଲ୍ଲୀ ଏବଂ ସିଦ୍ଧାର୍ଥ ଙ୍କ ଆଉ ଏକ ନୂଆ ସିରିଏଲ ପ୍ରସାରିତ ହେବାକୁ ଯାଉଥିବା ବେଳେ ଏଥିରେ ଏବେ ଝିଲ୍ଲୀ ବାଦ ପଡ଼ିଛନ୍ତି |

ଝିଲ୍ଲୀ ସିଦ୍ଧାର୍ଥଙ୍କ ସହ କାମ କରିବା ପାଇଁ ମନା କରିଦେଇଥିଲେ ଆଉ ଏବେ ଏହି ଖବରଟି ପାଇବା ପାଇଁ ଝିଲ୍ଲୀ ଏବଂ ସିଦ୍ଧାର୍ଥ ଙ୍କର ଫ୍ୟାନ ମାନେ ବହୁତ ଦୁଃଖିତ ଅଛନ୍ତି ତେବେ ଝିଲ୍ଲୀ ସିଦ୍ଧାର୍ଥଙ୍କ ପାଇଁ ସିରିଏଲଟି କରିବା ପାଇଁ କଣ ପାଇଁ ମନା କରିଦେଲେ ଆସନ୍ତୁ ଜାଣିବା କଣ ରହିଛି ଅପଡେଟ ଜାଣିବା |ବର୍ତ୍ତମାନ ଯାହା ସୂଚନା ମିଳିଛି ଝିଲ୍ଲୀ ଏବଂ ସିଦ୍ଧାର୍ଥଙ୍କର ଏକ ନୂଆ ସିରିଏଲ ଆସିବାକୁ ଯାଉଥିଲା |

ଏଥିରେ ଏବେ ଝିଲ୍ଲୀ ଏବଂ ସିଦ୍ଧାର୍ଥ ମୁଖ୍ୟ ସିରିଏଲରେ ଅଭିନୟ କରିବା ପାଇଁ ଯାଉଥିବା ବେଳେ ଏବେ ଏହି ସିରିଏଲରୁ ଝିଲ୍ଲୀ ବାଦ ପଡ଼ିଛନ୍ତି |ସୋସିଆଲ ମେଡିଆରେ ଏଭଳି ପ୍ରଚାରିତ ହେବା ପରେ ଏବେ ଏହି ସିରିଏଲ ଟିର ସମସ୍ତ ଫ୍ୟାନ ମାନେ ଦୁଃଖିତ ଅଛନ୍ତି କାହିଁକିନା ସମସ୍ତେ ଚାହାଁନ୍ତି ଯେ ଝିଲ୍ଲୀ ଏବଂ ସିଦ୍ଧାର୍ଥ ସମସ୍ତେ ଗୋଟିଏ ସିରିଏଲରେ ଏକା ସାଙ୍ଗରେ କାମ କରନ୍ତୁ |

ହେଲେ ଏବେ ଯାହା ସୂଚନା ମିଳିଛି ଝିଲ୍ଲୀ ଏବଂ ସିଦ୍ଧାର୍ଥ ଆସିବେ ନାହିଁ ଏହି ସିରିଏଲକୁ ଆଉ ଆପଣମାନେ ଦେଖିବାକୁ ପାଇବେ ନାହିଁ ଝିଲ୍ଲୀ ଏବଂ ସିଦ୍ଧାର୍ଥଙ୍କୁ ଗୋଟିଏ ସିରିଏଲରେ |ଝିଲ୍ଲୀ ଙ୍କର କିଛି ବ୍ୟକ୍ତିଗତ କାମ ପାଇଁ ସେ ଏହି ସିରିଏଲରୁ ଓହରି ଯାଇଛନ୍ତି ବୋଲି ଜଣା ପଡ଼ିଛି ତେବେ ଆପଣମାନଙ୍କୁ ଝିଲ୍ଲୀ ଏବଂ ସିଦ୍ଧାର୍ଥଙ୍କ ଯୋଡ଼ି କେମିତି ଲାଗେ କମେଣ୍ଟ କରି ଜଣାନ୍ତୁ |

Leave a Reply

Your email address will not be published. Required fields are marked *