ନମସ୍କାର ଦର୍ଶକ ବନ୍ଧୁ ଏବେ ଏବେ ରାସନକାର୍ଡ ଧରି ମାନଙ୍କ ପାଇଁ ଆସିଲା ସରକାରଙ୍କ ପକ୍ଷରୁ ଆସିଲା ବହୁତ ବଡ ଖୁସି ଖବର | ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା କଣ ଆସିଛି ଅପଡେଟ… ନିଶୁଲ୍କ ରାସନକାର୍ଡ ଧାରୀଙ୍କ ପାଇଁ ଆଉଏକ ଖୁସିଖବର ଆସିସାରିଛି | ପିଏମ ମୋଦି କାର୍ଡ ଧାରୀଙ୍କ ପାଇଁ ଏକ ବଡ ଉପହାର ପ୍ରଦାନ କରିବା ପାଇଁ ଯାଉଛନ୍ତି ରାସନକାର୍ଡ ଧାରୀଙ୍କୁ ରାସନ ସହ ଅୟସମାନକାର୍ଡ ଦିଆଯିବ |
ଫରକାବାଦ ଜିଲ୍ଲାରେ ବିଜେପି ସଂସଦ ଏବଂ ରେଳ ସାଂସଦ ସମିତିର ଶ୍ରଦସ୍ୟ ମୁକେଶ ରାଜପୁତ ଏହି ସୂଚନା ଦେଇ କହିଛନ୍ତି ଯେ | ମୋଦି ସରକାର ବର୍ତ୍ତମାନ ରାସନକାର୍ଡ ଆଧାରରେ ଅୟସମାନ କାର୍ଡ ଯୋଜନା ଲଞ୍ଚ କରିବାରେ ପ୍ରସ୍ତୁତ କରୁଛନ୍ତି | ବିଶ୍ୱକର୍ମା ଯୋଜନା ଅଧୀନରେ 17 ସେପ୍ଟେମ୍ବର ରୁ ଆସନ୍ତା ଦୁଇ ଅକ୍ଟୋବର ଗାନ୍ଧୀଜୟନ୍ତୀ ପର୍ଯ୍ୟନ୍ତ ଅୟସମାନ କାର୍ଡ ଧାରି ଶ୍ରମିକଙ୍କୁ ମାଗଣା ସୁବିଧା ଯୋଗାଇ ଦିଆଯାଇଛି |
ଏହା ସହିତ 23 ଓ 24 ସେପ୍ଟେମ୍ବରରେ ଶ୍ରମିକଙ୍କୁ ମାଗଣାରେ ପ୍ରଶିକ୍ଷଣ ବ୍ୟବସ୍ତା ମଧ୍ୟ ହୋଇଥିଲା ଅୟସମାନ କାର୍ଡ ଯୋଜନା ଅଧୀନରେ ଦେଶରେ 80କୋଟି ଲୋକ ଲାଭ ପାଉଛନ୍ତି | ବର୍ତମାନ ରାସନକାର୍ଡ ଧାରୀଙ୍କ ପାଇଁ ଏହି କାର୍ଡ ଲଞ୍ଚ କରାଯିବ |
ଏହି ଯୋଜନାରେ ଅୟସମାନକାର୍ଡ ଧାରୀଙ୍କୁ ମାଗଣା ସେବା ମଧ୍ୟ ମିଳିପାରିବ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମ ଦିନ ଅବସରେ ଫରକାବାଦ ଜିଲ୍ଲାର ଲୋକମାନଙ୍କ ପାଇଁ 3ଲକ୍ଷ ଟଙ୍କର ଋଣ ଉପଲବ୍ଦ କରିଛନ୍ତି | 500ସନ୍ନମାନ ପତ୍ର ଏବଂ 15,000 ଟଙ୍କା କାର୍ଯ୍ୟ ଟୁଲଗେଟ ମଧ୍ୟ ଦିଆଯାଇଥିଲା | ତେବେ ପ୍ରଧାନ ମନ୍ତ୍ରୀଙ୍କ ଜନ ଆରୋଗ୍ୟ ଅୟସମାନ ଯୋଜନା ଅଧୀନରେ ନୂଆ ଲାଭାର୍ଥିଙ୍କୁ ଅୟସମାନ କାର୍ଡ ଉପଲବ୍ଧ କରାଇ ଦିଆଯିବ |