ଭାବର ଠାକୁର ହେଉଛନ୍ତି ସେ ଯେଉଁଠି ଭକ୍ତ ସେଇଟି ସେ ନିଜେ ଆବ୍ରିଭାବ ହୋଇଯାନ୍ତି ତାଙ୍କ ପାଇଁ ସମସ୍ତେ ସମାନ | ଦର୍ଶକବନ୍ଧୁ ଆପଣ ପୁରୁଣା କାଳରୁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ କେଉଁ ଭଳି ସମ୍ପର୍କ ତାର ବହୁତ ଉଦାହରଣ ଆପଣମାନେ ସମସ୍ତେ ଭଲଭାବରେ ଜାଣିଥିବେ |
ଶ୍ରୀୟା ଚଣ୍ଡାଳୁଣୀ ଠାରୁ ଭକ୍ତ ସାଲବେଗ ଦ୍ରୁବ ପ୍ରହ୍ଲାଦ ଓ ବାଲ୍ମିକୀଙ୍କ ପରି ବୋହୁ ଭକ୍ତଙ୍କ ବିରଳ ଉଦାହରଣ ରହିଛି | ସ୍ୱପ୍ନରେ ନୁହେ ସତରେ ଆସିଛନ୍ତି କାଳିଆ ସାଆନ୍ତ ହଁ ଆଜ୍ଞା କଥାଟି ଗପଭଳି ଲାଗୁଥିଲେ ମଧ୍ୟ ସତ |
ଏହି ଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଳି ବ୍ଲକ ମହରମପୁର ଗାଁରେ କମଳାକାନ୍ତ ନାୟକଙ୍କ ଘରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି | ଗତକାଲି ରାତି 10ଟା ସମୟରେ କଳକାନ୍ତଙ୍କ ସ୍ତ୍ରୀ ସରସ୍ୱତୀ ପରତା ତିଆରି କରିବା ସମୟରେ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କୁ ତାଙ୍କ ତିଆରି ପରଟାରେ ଦେଖିବାକୁ ମିଳିଥିଲା |
ଏହାପରେ ଏହି ତିନି ମୂର୍ତିଙ୍କୁ ପୂଜା ମଧ୍ୟ କରାଯାଉଛି ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କର ବେଶ ଭିଡ଼ ଜମିଛି | ତେବେ ଦର୍ଶକବନ୍ଧୁ ଏହି ଭଳି ଖବର ପାଇଁ ଆମସାହିତ ଯୋଡି ହୋଇ ରହିଥାନ୍ତୁ ଧନ୍ୟବାଦ |