ନମସ୍କାର ଦର୍ଶକବନ୍ଧୁ ପାଣି ପାଇଁ ହାତ ଯୋଡ଼ିଲେ ଗୂଂଡୁଚି ମୂଷା ଯଦି ଆପଣଙ୍କ ପାଖରେ ସମୟ ଅଛି ତାହେଲେ ଏଏହାକୁ ନିହାତି ଦେଖନ୍ତୁ ଯାହାର ଭିଡିଓ ହେଉଛି ଭାଇରଲ |ଏ ହେଉଛି ସେ ନିରୀହ ଜୀବର ପରିଚୟ ଏହାର ପିଠି ଉପରେ ସ୍ୱୟଂ ରାମ ଚନ୍ଦ୍ରଙ୍କ ପିଠି ଉପରେ ତିନୋଟି ଆଙ୍ଗୁଳିର ଗାର ରହିଛି ଏହାକୁ ମଧ୍ୟ ବିଶ୍ୱାସ କରାଯାଏ |
ମାତ୍ର ଆଜି ସେହି କିମ୍ବଦନ୍ତୀ ଜୀବଟି ସାମାନ୍ୟ ପାଣି ଟୋପାଏ ପାଇଁ ସ୍ୱାର୍ଥ ପର ମଣିଷ ଆଗରେ ହାତ ଯୋଡ଼ି ହାତ ପତାଉ ଥିବା ଦେଖିବାକୁ ମିଳିଛି |ଅସହ୍ୟ ଡହଳ ବିକଳ ହେବା ପରେ ଚାରିଆଡ଼େ ପାଣି ଖୋଜି ଖୋଜି ଶେଷରେ ମଣିଷ ଆଗରେ ହାତ ଯୋଡ଼ି ପକାଉଛି ମତେ ଟିକେ ପାଣି ଦିଅ ଭାରି ଶୋଷ ହେଉଛି |
ମତେ ଭଗବାନ ତୁମର ମଙ୍ଗଳ କରିବେ ଏକଥା ଆମେ ମନରୁ ବର୍ଣ୍ଣନା କରୁ ନାହୁଁ ଏହି କଥା ଏକ ଭାଇରଲ ଭିଡିଓରେ ଦେଖିବାକୁ ମିଳିଛି ତେବେ ସୋସିଆଲ ମେଡିଆରେ ଏକ ହୃଦୟ ବିଦାରକ ଦୃଶ୍ୟ ଖୁବ ଭାଇରଲ ହେଉଥିବା ଦେଖିବାକୁ ମିଳୁଛି ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ଯେ ଗୁଣ୍ଡଚି ମୂଷା ଡହଳ ବିକଳ ହେଉଛି |
ଆଉ ବାଟରେ ଯାଉଥିବା ଜଣେ ମଣିଷକୁ ପାଣି ଟିକେ ପାଇଁ ହାତ ଯୋଡ଼ି ବିନୀତ ଅନୁରୋଧ କରୁଛି ଆଉ ସେହି ବ୍ୟକ୍ତିଜଣକ ପାଣି ବୋତଲ ଖୋଲି ଗୁଣ୍ଡଚି ମୂଷାକୁ ପାଣି ପିଆଇ ଦେଉଛନ୍ତି ଯାହା ଏବେ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି |