ନୂଆ ମୋଡ ନେଲା Anubhab ଏବଂ Barsha ଙ୍କ ବିବାଦ, ଅନୁଭବ କହିଦେଲେ ନିଜର ଶେଷ କଥା, ଫ୍ୟାନ ମାନେ ଶୁଣି ମୁଣ୍ଡରେ ଦେଲେ ହାତ ….

ନମସ୍କାର ଦର୍ଶକବନ୍ଧୁ ବହୁତ ଦିନ ପରେ ଶେଷରେ ବଡ଼ ଖବର ସାମ୍ନାକୁ ଆସିଛି ବର୍ଷାଙ୍କୁ ଆଇ ଲଭ ୟୁ କହିଲେ ସାଂସଦ ଅନୁଭବ ମହାନ୍ତି ଦୀର୍ଘଦିନ ଧରି ଓଲିଉଡ଼ର ଷ୍ଟାର କପୁଲ ଅନୁଭବ ଏବଂ ବର୍ଷାଙ୍କ ପାରିବାରିକ କଳହ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ବିବାହ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇ ଉଭୟେ ଦମ୍ପତ୍ତି ନୂଆ ଜୀବନ ଆରମ୍ଭ କରିବା ପାଇଁ ଇଛା ପ୍ରକାଶ କରିଛନ୍ତି

କିନ୍ତୁ ବିଭିନ୍ନ କାରଣରୁ ଅଦାଲତରୁ ଏପର୍ଯ୍ୟନ୍ତ ଅନୁମତି ମିଳି ପାରି ନାହିଁ |ଦିନ ଥିଲା ଅନୁଭବ ବର୍ଷାଙ୍କ ଯୋଡ଼ିକୁ ସିନେମା ଜଗତର ସବୁଠାରୁ ସୁନ୍ଦର ଏବଂ ସଫଳ ଯୋଡ଼ି ବୋଲି କୁହା ଯାଉଥିଲା କିନ୍ତୁ ବର୍ତ୍ତମାନ ଅନୁଭବଙ୍କ ପୁରୁଣା ଦିନ ମନେ ପଡିଯାଇଛି |

ଅନୁଭବ ବର୍ଷାଙ୍କୁ ନିଜର ମନର କଥା କହିଛନ୍ତି ସୋସିଆଲ ମେଡିଆରେ ବର୍ଷାଙ୍କ ବିବାହ ବେଳର ଫୋଟକୁ ପୋଷ୍ଟ କରିଛନ୍ତି ସାଂସଦ ତଥା ଓଲିଉଡ଼ ଷ୍ଟାର ଅନୁଭବ ମହାନ୍ତି ଏହି ଫୋଟରେ ବର୍ଷା ଶାଶୁ ଘରକୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି |ତେବେ ଏହି ମୁହୁର୍ତ୍ତ ପ୍ରତି ଝିଅ ଏବଂ ପୁରୁଷ ଜୀବନର ଖୁସି ଏବଂ ସ୍ମରଣୀୟ ମୁହୁର୍ତ୍ତ ହୋଇଥାଏ |

ଏହି ଫୋଟକୁ ପୋଷ୍ଟ କରି ଅନୁଭବ ମହାନ୍ତି ଲେଖିଛନ୍ତି ଯେ ବର୍ଷା ମୋ ହୃଦୟର ଗଭୀରତା ସହ ମୁ ତୁମକୁ ବହୁତ ଭଲ ପାଉଥିଲି ଯେଉଁ କାରଣ ପାଇଁ ମଧ୍ୟ ଆମ ବିବାହ ସମ୍ପର୍କ ବିଚ୍ଛେଦ ହେଉଥାଉ ଆମେ ଆଗକୁ ଭଲ ସାଙ୍ଗ ହୋଇ ରହିବା

Leave a Reply

Your email address will not be published. Required fields are marked *