JIO ଦେଲା ନିଜ ଗ୍ରାହକ ମାନଙ୍କୁ ନୂଆ ଅଫର,ଏବେ ପୁଣି ମାଗଣାରେ ଉଠେଇ ପାରିବେ ଅନେକ ଲାଭ, ଏମିତି ଉଠାନ୍ତୁ ଲାଭ

ନମସ୍କାର ଦର୍ଶକବନ୍ଧୁ ରିଲିଆନ୍ସରେ ଆସିଲା ବଡ଼ ଖୁସି ଖବର ଆପଣଙ୍କୁ ମିଳୁଛି ତିନି ମାସର ମାଗଣା ସର୍ଭିସ ଏହା ଛଡ଼ା ଜିଓ ଲଞ୍ଚ କଲା ତାର ଆଉ ନୂଆ ଛଅଟି ପ୍ଲାନ ଯେଉଁଥିରେ ଆପଣ ଶସ୍ତାରେ ରିଚାର୍ଜ କରି ନେଇପାରିବେ ଅଧିକ ଲାଭ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ |ଦେଖନ୍ତୁ ଏବେ କ୍ରିକେଟ ମ୍ୟାଚ ଚାଲୁ ରହିଛି ଏହାକୁ ଲକ୍ଷ କରି ଜିଓ ଲଞ୍ଚ କରିଛି ତାର ସାତୋଟି ନୂଆ ପ୍ଲାନ |

ପ୍ରଥମେ ରହିଛି ଗୋଟିଏ 328 ଟଙ୍କା ଯେଉଁଥିରେ ଆପଣଙ୍କୁ 1.5 ଜିବି ଲେଖାଏଁ 28 ଦିନର ଭେଲିଡିଟି ଆଉ ଏକ ରହିଛି 388 ଟଙ୍କା 2 ଜିବି ପର ଡେ ଲେଖାଏଁ ଡାଟା ମିଳିବ |ଆଉ ଏକ ରହିଛି 758 ଟଙ୍କା ଏଥିରେ 1.5 ଜିବି ଲେଖାଏ ଡାଟା ମିଳିବ 84 ଦିନ ଭେଲିଡିଟି ମିଳିବ ଏବଂ ଶେଷଟି ଆଉ ଏକ ରହିଛି 808 ଟଙ୍କା ଏଥିରେ ପ୍ରତି ଦିନ 2 ଜିବି ଲେଖାଏଁ ଡାଟା ମିଳିବ |

84 ଦିନର ଭେଲିଡିଟି ମିଳିବ ତେବେ ଜାଣି ରଖନ୍ତୁ ଆପଣ ଏହି ଚାରୋଟି ପ୍ଲାନ ମଧ୍ୟରୁ ଯେ କୌଣସି ଏକ ପ୍ଲାନ ନେଉଛନ୍ତି ତେବେ ଆପଣଙ୍କୁ ତିନି ମାସର ଡିସନୀ ପ୍ଲସ ହଟଷ୍ଟାର ମାଗଣାରେ ମିଳିବ ଏହା ଛଡ଼ା ଦେଖନ୍ତୁ ଆଉ ଦୁଇଟି ରିଚାର୍ଜ ପ୍ଲାନ ରହିଛି 598 ଟଙ୍କା ଏଥିରେ ଆପଣଙ୍କୁ 2 ଜିବି ଲେଖାଏଁ ପ୍ରତିଦିନ ଡାଟା ମିଳିବ 28 ଦିନ ପାଇଁ ଭେଲିଡିଟି ମିଳିବ ଆଉ ଏକ ରହିଛି|

3178 ଟଙ୍କା ଏଥିରେ ଆପଣଙ୍କୁ 2 ଜିବି ଲେଖାଏଁ ଡାଟା ମିଳିବ ଭେଲିଡିଟି ମିଳିବ ଆପଣଙ୍କୁ 365 ଦିନ ମାନେ ଏକ ବର୍ଷ ଆପଣଙ୍କୁ ମିଳିବ ଭେଲିଡିଟି ତେବେ ଆପଣ ଏଥିରେ ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ ଏକ ବର୍ଷ ପାଇଁ ମାଗଣାରେ ମିଳିଯିବ |

Leave a Reply

Your email address will not be published. Required fields are marked *