ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର, Sarakara କରିଦେଲେ ବଡ ଘୋଷଣା… ଛାତ୍ର ଛାତ୍ରୀ ମାନେ ନିଶ୍ଚୟ ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ବହୁତ ବଡ଼ ଖବର ଯାହା ସମସ୍ତେ ଜାଣି ରଖିବା ଜରୁରୀ ତେବେ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଡେରି ନକରି ଜାଣିବା |ଦଶମ ସାନ୍ମସିକ ପରୀକ୍ଷା ପତ୍ର ଭାଇରଲ ଘଟଣା ସାଇବର ଥାନାରେ ବୋର୍ଡରେ ଏତଲା |ଦଶମ ଅର୍ଦ୍ଧ ବାର୍ଷିକ ପରୀକ୍ଷା ହେବା ଆଗରୁ ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ଦ୍ୱାରା ପ୍ରସ୍ତୁତ ସମସ୍ତ ପ୍ରଶ୍ନପତ୍ର ସୋସିଆଲ ମେଡିଆରେ ଘୁରି ବୁଲିବା ନେଇ ରାଜ୍ୟବ୍ୟାପୀ ତମ୍ବି ତୋଫାନ ହୋଇଛି ଏନେଇ ଶିକ୍ଷାବିତ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଶନିବାର ବୋର୍ଡ ପକ୍ଷରୁ ସାଇବର ଥାନାରେ ଏତଲା ଦିଆଯାଇଛି |

ଅନ୍ୟପକ୍ଷରେ ପ୍ରଶ୍ନ ପତ୍ର ବଣ୍ଟନ ଏବଂ ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ଓସ୍ତା ସମେତ ଅଭିଭାବକ ଶିକ୍ଷକ ମାନେ ସମାଲୋଚନ କରିବା ପରେ ବୋର୍ଡ କର୍ତ୍ତୃପକ୍ଷ ଏ ବାବଦରେ ପ୍ରେସ ଇସ୍ତାହାର ଯୋଗେ ନିଜ ଆଡୁ ସଫେଇ ଦେଇ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରିଛନ୍ତି କହିଛନ୍ତି ପ୍ରଶ୍ନପତ୍ର ପ୍ରସ୍ତୁତ କରିବା ଦାୟିତ୍ୱ ଥିଲା ବୋର୍ଡର ତେଣୁ ବୋର୍ଡ ପକ୍ଷରୁ ପ୍ରଶ୍ନ ପତ୍ର ପ୍ରସ୍ତୁତ କରାଯାଇ ଜିଲ୍ଲା ଶିକ୍ଷା ଅଧିକାରୀ DEO ମାନଙ୍କ ପାଖକୁ ଗତ 23 ତାରିକ ସୁଦ୍ଧା ପଠା ଯାଇଥିଲା ପ୍ରଶ୍ନପତ୍ର ଗୁଡ଼ିକ ସୁରକ୍ଷିତ ରଖିବା ଏବଂ ପରୀକ୍ଷା ପରିଚାଳନାରେ ସାବଧାନତା ଅବଲମ୍ବନ ପାଇଁ DEO ମାନଙ୍କୁ ବୋର୍ଡ ପକ୍ଷରୁ ନିର୍ଦେଶ ଦିଆ ଯାଇଥିଲା |

ଏଭଳି ସ୍ଥିତିରେ ପରୀକ୍ଷା ପୂର୍ବରୁ ପ୍ରଶ୍ନ ପତ୍ର ସହ ପ୍ରତିଟି ପ୍ରଶ୍ନର ଉତ୍ତର ସୋସିଆଲ ମେଡିଆରେ ଭାଇରଲ ହେବା ଦୁର୍ଭାଗ୍ୟର ବିଷୟ ଘଟଣା ନଜରକୁ ଆସିବା ପରେ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମ ବ୍ରାଞ୍ଚର ସାଇବର ଥାନାରେ ଏତଲା ଦିଆଯାଇଛି ବୋଲି ବୋର୍ଡ ସମ୍ପାଦକ ସୁମିତ୍ରା ସରକାର କହିଛନ୍ତି ଅନ୍ୟ ପକ୍ଷରେ ପରୀକ୍ଷା ଶେଷ ହେବା ପରେ ବୋର୍ଡ କର୍ତ୍ତୃପକ୍ଷ ସାଇବର ଥାନାରେ ଏତଲା ଦେବାର କୌଣସି କାରଣ ନଥିଲା ବୋଲି ଅଭିଭାବକ ମାନେ କହିଛନ୍ତି ଯେବେ ଠାରୁ ପ୍ରଶ୍ନ ପତ୍ର ଭାଇରଲ ହେଲା ଏତଲା ଦେଇଥିଲେ |

ପ୍ରଘଟ କାରୀ ମାନେ ବର୍ତମାନ ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଦରକାର ବୋଲି ଅନେକ ଶିକ୍ଷାବିତ ମତ ଦେଇଛନ୍ତି |ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି ଦଶମ ଶ୍ରେଣୀ ଅର୍ଦ୍ଧ ବାର୍ଷିକ ପରୀକ୍ଷା ଯେଉଁ ହୋଇଥିଲା ତାହା ପ୍ରଶ୍ନ ପତ୍ର ଭାଇରଲ ହୋଇଥିଲା ତାହା ସହିତ ଉତ୍ତର ମଧ୍ୟ ଭାଇରଲ ହୋଇଥିଲା ସେଥିପାଇଁ ବୋର୍ଡ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ସାଇବର ଥାନାରେ ଏତଲା ଦିଆଯାଇଛି |

ତେବେ ଛାତ୍ର ଛାତ୍ରୀ ମାନେ ଆପଣ ଯଦି ଭାବୁଛନ୍ତି ଆମକୁ ବାର୍ଷିକ ମାଟ୍ରିକ ପରୀକ୍ଷାରେ ଏମିତି ପ୍ରଶ୍ନ ପତ୍ର ମିଳିବ ତାହା ଆପଣଙ୍କୁ କଦାପି ମିଳିବ ନାହିଁ ଆପଣଙ୍କୁ ଯିଏ ଦେବ ସିଏ ସିଲେକ୍ଟିଭ ଦେଇ ପାରନ୍ତି ଆପଣଙ୍କୁ ସଠିକ ପ୍ରଶ୍ନ ପତ୍ର କେହି ଦେଇପାରିବେ ନାହିଁ |ତେଣୁ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ପାଇଁ ଭଲ ଭାବରେ ପ୍ରସ୍ତୁତ ହୁଅନ୍ତୁ ଏବଂ ଦଶମ ପରୀକ୍ଷାରେ ଭଲ ଭାବରେ ଲେଖିକି ଆସନ୍ତୁ |

Leave a Reply

Your email address will not be published. Required fields are marked *