ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଜାଣିବା ଓଡ଼ିଆ ଫିଲ୍ମ ହିରୋଇନ ମାନେ ଗୋଟେ ଫିଲ୍ମରେ ଅଭିନୟ କରିବା ପାଇଁ କେତେ ଟଙ୍କା ପାରିଶ୍ରମିକ ନେଇ ଥାଆନ୍ତି ତେବେ ଆପଣମାନେ ଜାଣିଛନ୍ତି ଓଲିଉଡ଼ରେ ବହୁତ ହିରୋଇନ ଅଛନ୍ତି ତାଙ୍କ ମଧ୍ୟରୁ ଛଅ ଜଣ ଟପ ଲିଷ୍ଟରେ ସ୍ଥାନ ପାଇଛନ୍ତି |
ତେବେ ଆମ ଲିଷ୍ଟରେ 6 ନମ୍ବର ରେ ଅଛନ୍ତି ବଙ୍ଗୀୟ ସୁନ୍ଦରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ତେବେ ଝିଲ୍ଲିକ ଗୋଟେ ଫିଲ୍ମ ପାଇଁ ପାଞ୍ଚ ଲକ୍ଷ ଟଙ୍କା ନେଉଥିଲେ ଏବେ ତିନି ଲକ୍ଷ ଟଙ୍କା ନେଉଛନ୍ତି |
ଆମ ଲିଷ୍ଟରେ ପାଞ୍ଚ ନମ୍ବରରେ ଅଛନ୍ତି ବର୍ଷା ପ୍ରିୟଦର୍ଶନୀ ବର୍ଷା ପ୍ରିୟଦର୍ଶନୀ ଗୋଟେ ଫିଲ୍ମ ପାଇଁ ପାଞ୍ଚ ଲକ୍ଷରୁ ସାତ ଲକ୍ଷ ଟଙ୍କା ନିଅନ୍ତି କିନ୍ତୁ ବର୍ତ୍ତମାନ ବର୍ଷା ଓଲିଉଡ଼ ଇଣ୍ଡଷ୍ଟ୍ରିରେ ନଜର ଆସୁ ନାହାଁନ୍ତି |
ଆମ ଲିଷ୍ଟରେ ଚାରି ନମ୍ବରରେ ଆସୁଛନ୍ତି ରିୟା ଦେ ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ହିଟ ଫିଲ୍ମ ଦେଇଥିବା ରିୟା ଗୋଟେ ଫିଲ୍ମ ପାଇଁ ପାଞ୍ଚ ଲକ୍ଷ ଟଙ୍କା ନେଉଥିଲେ ବର୍ତ୍ତମାନ ସେ ଦୁଇରୁ ତିନି ଲକ୍ଷ ଟଙ୍କା ନେଉଛନ୍ତି |
ତେବେ ଆମ ଲିଷ୍ଟରେ ତିନି ନମ୍ବରରେ ଯିଏ ଅଛନ୍ତି ସିଏ ହେଉଛନ୍ତି ଆପଣମାନଙ୍କ ଅତି ପ୍ରିୟ ଭୂମିକା ଦାସ ତେବେ ସେ ଗୋଟେ ଫିଲ୍ମରେ ଅଭିନୟ କରିବା ପାଇଁ ଚାରିରୁ ଛଅ ଲକ୍ଷ ଟଙ୍କା ନେଉଛନ୍ତି |
ଆମ ଲିଷ୍ଟରେ ଦୁଇ ନମ୍ବରରେ ଯିଏ ଅଛନ୍ତି ସିଏ ହେଉଛନ୍ତି ଶିବାନୀ ସଙ୍ଗୀତା ସେ ସିଷ୍ଟର ଶ୍ରୀଦେବୀ ,ପ୍ରେମକୁମାର ଭଳି ଅନେକ ହିଟ ଫିଲ୍ମ ଦେଇଛନ୍ତି ସେ ଗୋଟେ ଫିଲ୍ମରେ ଅଭିନୟ ପାଇଁ ପାଞ୍ଚରୁ ସାତ ଲକ୍ଷ ଟଙ୍କା ନେଉଛନ୍ତି |
ଆମ ଲିଷ୍ଟରେ ଏକ ନମ୍ବରରେ ଓଲିଉଡ଼ର ଚୁଲବୁଲ ଅଭିନେତ୍ରୀ ଏଲିନା ସାମନ୍ତରାୟ ,ଇସ୍କ ତୁହି ତୁ ଫିଲ୍ମରୁ ଓଲିଉଡ଼କୁ ଏଣ୍ଟ୍ରି ମାରିଥିବା ଏଲିନା ଗୋଟେ ଫିଲ୍ମ ପାଇଁ ଆଠରୁ ଦଶ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନେଇ ଥାଆନ୍ତି |
ଓଡ଼ିଆ ଫିଲ୍ମରେ ଅଭିନୟ କରୁଥିବା ହିରୋଇନ ମାନେ ଗୋଟେ Film ପାଇଁ ନିଅନ୍ତି ଏତେ ଟଙ୍କା….ସବୁଠାରୁ ଅଧିକ ନିଅନ୍ତି ଏହି ହିରୋଇନ ….
