ନମସ୍କାର ଦର୍ଶକବନ୍ଧୁ ବେଡ ରୁମ୍କୁ ଝାଡୁ ମାରିବାକୁ ଆସି ସୁନ୍ଦରୀ ଝିଅକୁ ଦୁ-ଷ୍କ-ର୍ମ କରିଥିଲା ବାପା ବୟସର ଚାକର । ପ୍ରଥମେ ଘର ଝାଡ଼ୁ ମାରିବା ପାଇଁ କବାଟ ବାଡ଼େଇଥିଲା ଆଉ ଏଇ ସୁନ୍ଦରୀ ଯୁବତୀ କବାଟ ଖୋଲିବା ପରେ ଝାଡୁ ମାରିବା ବଦଳରେ ଯୁବତୀଙ୍କୁ ସେଇଠି ଦୁ-ଷ୍କ-ର୍ମ କରିଥିଲା । ଆଉ ଶେଷରେ ଏହି ଯୁବତୀ ଜଣଙ୍କ ଜଣେ ବଡ଼ ଅଫିସର ବୋଲି ଜଣା ପଡ଼ିଥିଲେ ।
ଦର୍ଶକବନ୍ଧୁ ଆପଣ ଦେଖୁଥିବା ଯୁବତୀ ହେଉଛନ୍ତି ସେହି ଯୁବତୀ ଯାହାକୁ ନିଜ ଘରର ଚାକର ହୋଇ ଦୁ-ଷ୍କ-ର୍ମ କରିଦେଇଛନ୍ତି। ତେବେ ସେହି ଯୁବତୀ ଜଣଙ୍କ ଦେଖିବାକୁ ଯେମିତି ନା ମଧ୍ୟ ସେମିତି ରୂପ ଲବଲି । ଆପଣ ଜାଣିଲେ ଚମକି ପଡ଼ିବେ ସେହି ଯୁବତୀ ହେଉଛନ୍ତି ଇଣ୍ଡିଆ ଏୟାର ଲାଇନର ଜଣେ ସୁନ୍ଦରୀ ଏୟାର ହଷ୍ଟେଜ୍ ଆଉ ପ୍ରତିଟି ରବିବାର ଥିଲା ତାଙ୍କ ଚାକିରିର ଛୁଟିଦିନ ।
ଦିନକର ଘଟଣା ସେଦିନ ଥିଲା ରବିବାର ରୁପାଲିଙ୍କର ଯେହେତୁ ଛୁଟି ଥିଲା ସେ ଡେରି ପର୍ଯ୍ୟନ୍ତ ସୋଇପଡ଼ିଥିଲେ ଆଉ ରୂପାଲିଙ୍କ ସହିତ ତାଙ୍କ ସାନ ଭଉଣୀ ମଧ୍ୟ ସେହି ରୁମରେ ରୋହୁଥିଲେ ଆଉ ସେହି ଫ୍ଲାଟ୍ ର ଆନ୍ୟ ଏକ ରୁମରେ ରୋହୁଥିଲେ ରୂପାଲିଙ୍କ ବାୟଫ୍ରେଣ୍ଡ ।
ଏପଟେ ସେଦିନ ରୂପାଲିଙ୍କ ସାନ ଭଉଣୀ ଗାଁକୁ ଯାଇଥିବା ବେଳେ ଏପଟେ ରୁମ୍ ଭିତରେ ଏକୁଟିଆ ସୋଇଥିଲେ ରୂପାଲି ଆଉ ସେତିକି ବେଳେ ଚାକର ଆସି ରୂପାଲିଙ୍କ କବାଟକୁ ବଡେଇଥିଲ ଆଉ ରୂପାଲି ଅଧା ଅଧା ଉତ୍ତର ଦେଇ କବାଟ ଖୋଲିଥିଲେ । ଆଉ ରୂପାଲି ଆଗପଛ କିଛି ଭାବିଲା ବେଳକୁ ରୂପାଲି ପାଟିକୁ ଚିପିଧରି ତାଙ୍କୁ ବେଡ଼ରୁମ୍ ଭିତରକୁ ନେଇଆସିଥିଲ ସେହି ଚାକର ।
ଆଉ ସେହି ଚାକର ଜଣଙ୍କ ରୁପଲ ଙ୍କ ଠାରୁ ବୟସରେ ଅଧିକ ବଡ ହୋଇଥିଲେ ମଧ୍ୟ ସେ ରୂପଲଙ୍କୁ ଦୁ-ଷ୍କ-ର୍ମ କରି ସେହିଠାରେ ମାରି ଦେଇଥିଲା ବୋଲି ଜଣା ପଡ଼ିଛି ଏପଟେ ରୁପଲ ଏକା ହୋଇ ପାରି ନଥିଲେ ଫଳରେ ଚାକରଟି ଖଣ୍ଡିଆ ଖାବରା କରି ଦେଇଥିଲା |
ଏହି ଘଟଣାଟି ଘଟିଛି ମାୟା ନଗରୀ ମୁମ୍ବାଇ ଠାରେ ସେ ଚଳିତ ବର୍ଷ ମୁମ୍ବାଇ ଯାଇଥିଲେ ଏୟାର ହଷ୍ଟସ ରେ କାମ କରିବା ପାଇଁ ଏହି କିଛି ସମୟ ମଧ୍ୟରେ ରୁପଲଙ୍କ ସହିତ ଯାହା ଘଟିଥିଲା ତାହା ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ଆଉ ପୋଲିସ ଆସି ଅଭିଯୁକ୍ତଙ୍କୁ ଗିରଫ କରିଛି |