ଭୁଲରେ କେବେବି ହେଲେ ଏହି ଦୁଇଟି ଜିନିଷ ଏକାଠି ରଖନ୍ତୁ ନାହିଁ ,ଧୀରେ ଧୀରେ ହୋଇଯିବେ କାଙ୍ଗାଳ ,ଦାରିଦ୍ର୍ୟତା ଆପଣଙ୍କ ପିଛା ଛାଡ଼ିବ ନାହିଁ

ନମସ୍କାର ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମରିଗଲେ ବି କେବେ ହେଲେ ଏହି ଦୁଇଟି ଜିନିଷ ଏକାଠି ରଖନ୍ତୁ ନାହିଁ ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ନିୟମ ଅନୁସାରେ ଏମିତି କିଛି ଛୋଟିଆ ଛୋଟିଆ ଭୁଲ କରିବା ଦ୍ୱାରା ଆମ ଘରେ ଅଶାନ୍ତି ଲାଗି ରହିଥାଏ ଅନେକ ସମୟରେ ଆମେ ମାନେ ଘରର ଆବଶ୍ୟକତା ଅନୁସାରେ ଘର କରଣା ଜିନିଷ କିଣା କିଣି କରି ଥାଉ ଯାହା ଆବଶ୍ୟକ ହୋଇଥାଏ ତାହା ଆମେ ବଜାରରୁ କିଣି ଘରକୁ ନେଇ ଆସିଥାଉ |

ଶାସ୍ତ୍ର ଅନୁସାରେ ବଜାରରେ କିଣାକିଣି କରିବା ସମୟରେ ବିଭିନ୍ନ ଦୃଷ୍ଟି ପ୍ରତି ଟିକେ ଧ୍ୟାନ ଦେବା ଉଚିତ ଏମିତି କିଛି ଘର କରଣା ଜିନିଷ ରହିଛି ଯାହାକୁ ଏକ ସମୟରେ କିଣିବା ବା ଗୃହରେ ଏକାଠି ରଖିବା ଦ୍ୱାରା ଆମର ବହୁତ ଅମଙ୍ଗଳ ହୋଇଥାଏ ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ଯେ ଏମିତି କେଉଁ ଜିନିଷ ରହିଛି ଯାହାକୁ ଏକା ସମୟରେ କିଣିବା ଉଚିତ ନୁହେଁ ଏବଂ ତାହା ଘରେ ମଧ୍ୟ ଏକାଠି ରଖିବା ଉଚିତ ନୁହେଁ |

ଝାଡୁ ଏବଂ କୁଲା ଯେତେବେଳେ ଆପଣ ଝାଡୁ ଏବଂ କୁଲା କିଛି ଜିନିଷ ପତ୍ର କିଣା କିଣି କରୁଛନ୍ତି ତେବେ ଏକା ସମୟରେ ଏହି ଦୁଇଟି ଜିନିଷ କେବେ ହେଲେ କିଣନ୍ତୁ ନାହିଁ |ଏହି ଦୁଇଟି ଜିନିଷକୁ ଏକାଠି ଗୋଟିଏ ଜାଗାରେ ରଖନ୍ତୁ ନାହିଁ ତେବେ ଏହା ପରିବାର ପାଇଁ ଅଶୁଭ ହୋଇଥାଏ |ଘରେ ଯଦି ଆପଣ ଝାଡୁ ଏବଂ କୁଲା ଏକାଠି ରହୁଥିବାର ଦେଖନ୍ତି |

ତେବେ ତାହାକୁ ଆପଣ ତୁରନ୍ତ ଅଲଗା କରି ଦିଅନ୍ତୁ କାରଣ ଏହି ଦୁଇଟି ଜିଣି ଏକାଠି ରହିବା ଦ୍ୱାରା ଘରେ କଳି ଝଗଡ଼ା ବାରମ୍ବାର ସୃଷ୍ଟି ହୋଇଥାଏ ଏବଂ ଘରେ ଅଶାନ୍ତିର ପରିବେଶ ସୃଷ୍ଟି ହୋଇଥାଏ |ଏମିତି କଳି ଝଗଡ଼ା ହେବା ଦ୍ୱାରା ଘରେ ଅଶାନ୍ତି ସର୍ବଦା ଦେଖାଦିଏ |

ଫଳରେ ଘରେ ଅଭାବ ଅଶାନ୍ତି ଗ୍ରାସ ହୋଇଥାଏ ଆପଣଙ୍କୁ ଯଦି କେହି ଏହି ଦୁଇଟି ଜିନିଷ ଏକାଠି ରଖିବାକୁ କୁହନ୍ତି ତେବେ ଏହାକୁ ଭୁଲରେ ମଧ୍ୟ ଏକାଠି ରଖିବେ ନାହିଁ କାରଣ ଏହା ଦ୍ୱାରା ଆପଣଙ୍କ ପରିବାର ଉପରେ କ୍ଷତି ହୋଇଥାଏ |

Leave a Reply

Your email address will not be published. Required fields are marked *