ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆର ନୂଆ ରଣନୀତି, ଏବେ ଅଷ୍ଟ୍ରେଲିଆ ହେବ ଚିତପଟାଙ୍ଗ,Rohit sharma କହିଲେ ଏଥର ଖାଲି ….ଦେଖନ୍ତୁ ସମ୍ପୂର୍ଣ୍ଣ ଖବର |

ନମସ୍କାର ଦର୍ଶକବନ୍ଧୁ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆର ନୂଆ ଚାଲ ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ଫସାଇବାର ରଣନୀତି ପ୍ରଥମ ମ୍ୟାଚରେ ଓଲ୍ହାଇ ପାରେ ତିନି ସ୍ପିନର ଅକ୍ଟୋବର 8 ତାରିକରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ସହିତ ଆୟୋଜକ ଦଳ ଭାରତ ICC ବିଶ୍ୱକପରେ ନିଜ ଅଭିଯାନ ଆରମ୍ଭ କରିବ |ଭରତୀୟ ଦଳ ରବିବାର ଦିନ କିଛି ପରିବର୍ତ୍ତନ ସହିତ ମ୍ୟାଚରେ ପ୍ରବେଶ କରିପାରେ |

ସାମ୍ପ୍ରତିକ ରିପୋର୍ଟ ଅନୁଯାଇ ଡେଙ୍ଗୁ କାରଣରୁ ଶୁଭମନ ଗିଲ ପ୍ରଥମ ମ୍ୟାଚରେ ଅଂଶ ଗ୍ରହଣ ନକରିବାର ସମ୍ଭାବନା ରହିଛି ଏଥି ସହିତ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ଭାରତୀୟ ଦଳ ଏହି ମ୍ୟାଚରେ ସମସ୍ତ ତିନିଜଣ ସ୍ପିନରଙ୍କୁ ଏକାଥର ଫିଲ୍ଡକୁ ଆଣିପାରେ |ଭାରତ ଅଷ୍ଟ୍ରେଲିଆ ବିରୋଧରେ ରଣନୀତି ପ୍ରସ୍ତୁତ କରି ସାରିଛି ନିକଟରେ ଭାରତୀୟ ଦଳ ନେଟରେ ପରିଶ୍ରମ କରିଥିଲେ |

ଏହି ପ୍ରାକ୍ଟିସ ରେ ଶୁଭମନ ଗିଲଙ୍କ ବ୍ୟତୀତ ସମସ୍ତ ଭାରତୀୟ ସ୍କ୍ୱାଡ଼ ପଡ଼ିଆକୁ ଆସିଥିଲେ |ଭାରତୀୟ ପିଚରେ ସ୍ପିନ ବୋଲିଂ ବିରୋଧରେ ଅଷ୍ଟ୍ରେଲିଆ ଅନେକ ଥର ସଂଘର୍ଷ କରୁଥିବାର ଦେଖିବାକୁ ମିଳିଛି |ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ୱାନ ଡେ ସିରିଜରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା |ପ୍ରଥମ ଦୁଇଟି ମ୍ୟାଚରେ ରବିଶ୍ଚନ୍ଦ୍ର ଅଶ୍ୱନୀ ଆଶ୍ଚର୍ଯ୍ୟ ଜନକ ଭାବରେ ବୋଲିଙ୍ଗ କରିଥିଲେ

ଅଭିଜ୍ଞ ବୋଲର ଏହି ସମୟ ମଧ୍ୟରେ ବହୁତ କମ ରନ ବ୍ୟୟ କରିଥିଲେ |କ୍ରିକ ବଜର ରିପୋର୍ଟ ଅନୁଯାଇ ପ୍ରଥମ ମ୍ୟାଚରେ ଭାରତର ସମସ୍ତ ତିନିଜଣ ସ୍ପିନର ଅଶ୍ୱନୀ ,ଜାଡେଜା ଏବଂ କୁଲଦୀପ ଯାଦବଙ୍କୁ ଅନ୍ତର୍ଭୁକ୍ତ କରିପାରେ ଯେଉଁଠି ଯଶପ୍ରୀତ ବୁମରାହା ଏବଂ ମହମଦ ଶିରାଜ ଉପସ୍ଥିତ ରହିବେ ଏ ସମୟରେ ହାର୍ଦିକ ପାଣ୍ଡ୍ୟା ପେଶ ବିକଳ୍ପ ପ୍ରଦାନ କରିବେ |

Leave a Reply

Your email address will not be published. Required fields are marked *