ନମସ୍କାର ଦର୍ଶକବନ୍ଧୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଆସିଗଲା ଆଉ କିଛି ବଡ଼ ଖବର ଏଥର ସମସ୍ତଙ୍କୁ ମିଳିବାକୁ ଯାଉଛି ପିଏମ କିଷାନ ଯୋଜନା ଅଧୀନରେ 15 ତମ କିସ୍ତିର 2,000 ଟଙ୍କା ଏନେଇ ଜାରି ହେଲା ନୂଆ ସୂଚନା ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା ଏଥର ସମସ୍ତଙ୍କୁ ମିଳିବ ପିଏମ କିଷାନ ଯୋଜନା ଅଧୀନରେ ଟଙ୍କା |
କେନ୍ଦ୍ର ମନ୍ତ୍ରୀ ପ୍ରଧାନମନ୍ତ୍ରୀ କିଷାନ ସମାନିଧି ଯୋଜନାର 15 ତମ କିସ୍ତିର ଟଙ୍କା ପଠାଇବାକୁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ରହିଛନ୍ତି |ଯଦି ଆପଣ ଏହି ଯୋଜନାର ଜଣେ ଲାଭାର୍ଥି ଅଟନ୍ତି ତେବେ ଏହାର 15 ତମ କିସ୍ତି ଡେବିଟ ମୋଡ଼ରେ ଆପଣଙ୍କ ବ୍ୟାଙ୍କ ଖାତାକୁ ଆସିଯିବ ଏଠାରେ ସୂଚାଇ ଦିଆଯାଉଛି ଯେ ଏହି ଯୋଜନା ଜରିଆରେ କୃଷକ ଙ୍କୁ ବର୍ଷକୁ 6,000 ଟଙ୍କା ଲେଖାଏଁ ଦିଆ ଯାଇଥାଏ |
ଏହା ତିନୋଟି କିସ୍ତିରେ 2,000 ଲେଖାଏଁ ଆସିଥାଏ |ତେବେ ମିଳିଥିବା ରିପୋର୍ଟ ଅନୁସାରେ ପିଏମ କିଷାନର 15 ତମ କିସ୍ତି 30 ନଭେମ୍ବର ପୂର୍ବରୁ କୃଷକଙ୍କ ଖାତାକୁ ଆସିଯିବ |ତେବେ ଗତ ଜୁଲାଇ ମାସ 27 ତାରିକରେ କିଷାନ ଯୋଜନାର 14 ତମ କିସ୍ତିର ଟଙ୍କା ଆସିଥିଲା ଆଉ ପ୍ରତି ଚାରି ମାସରେ ଥରେ ଆସିଥାଏ
କିଷାନ ଯୋଜନାର 2,000 ଟଙ୍କା ଅର୍ଥାତ ନଭେମ୍ବର 30 ତାରିକ ପୂର୍ବରୁ କୃଷକଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି ପିଏମ କିଷାନ ଯୋଜନାର 2,000 ଟଙ୍କା |ତେବେ 2019 ମସିହାରେ ପ୍ରଧାନମନ୍ତ୍ରୀ ଏହି ଯୋଜନା ଆରମ୍ଭ କରିଥିଲେ ସେବେଠାରୁ ଏହି ଯୋଜନାରେ ପଞ୍ଜିକୃତ କୃଷକଙ୍କୁ ବାର୍ଷିକ 6,000 ଟଙ୍କା ଆର୍ଥିକ ସହାୟତା ମିଳୁଛି |
ଆଉ ଯଦି ଆପଣମାନେ ଏପର୍ଯ୍ୟନ୍ତ କିଷାନ ଯୋଜନାରେ ଆବେଦନ କରି ନାହାଁନ୍ତି ତେବେ ଏବେବି କିଷାନ ଯୋଜନା ପୋର୍ଟାଲରେ ଆରମ୍ଭ ହେଉଛି ତେବେ ଆପଣମାନେ ଯଦି ଆବେଦନ କରି ନାହାଁନ୍ତି ତେବେ ଏବେ ଚାହିଁଲେ କରିପାରିବେ |