Big Breaking- ଅଙ୍ଗନୱାଡି ଦିଦିଙ୍କ ପାଇଁ ଆସିଲା ବଡ ଖୁସି ଖବର, ପୂରଣ ହେବାକୁ ଯାଉଛି ଏମାନଙ୍କର ଦାବି ,ଜାଣିଲେ ଖୁସିରେ ନାଚି ଉଠିବେ ….

ନମସ୍କାର ଦର୍ଶକବନ୍ଧୁ ଅଙ୍ଗନୱାଡି କର୍ମୀ ମାନଙ୍କ ପାଇଁ ଆସିଲା ବଡ଼ ଖବର ଆପଣମାନେ ସମସ୍ତେ ଜାଣିଛନ୍ତି ଅଙ୍ଗନୱାଡି କର୍ମୀ ଏବଂ ସହାୟକ ମାନେ ପାଞ୍ଚ ଦଫା ଦାବି ନେଇ ଆନ୍ଦୋଳନକୁ ଓଲ୍ହାଇଛନ୍ତି ତେବେ ଏହା ମଧ୍ୟରେ ଜାରି ହେଲା କିଛି ନୂଆ ସୂଚନା ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ପୁଣି ଅଙ୍ଗନୱାଡି କର୍ମୀଙ୍କ ଭିକ ପ୍ରଦର୍ଶନ ପାଞ୍ଚ ଦଫା ଦାବି ନେଇ ଆନ୍ଦୋଳନକୁ ଓଲ୍ହାଇଛନ୍ତି ଅଙ୍ଗନୱାଡି କର୍ମଚାରୀ ୟୁନିଅନ ସଂଯୋଗ ମୌଜା |ମାଷ୍ଟର କ୍ୟାଣ୍ଟିନ ଠାରୁ ବିଶାଳ ଶୋଭା ଯାତ୍ରାରେ ଗାନ୍ଧୀ ମାର୍ଗରେ ଗର୍ଜୁଚନ୍ତି ହଜାର ହଜାର କର୍ମଚାରୀ ଆନ୍ଦୋଳନକୁ ଓଲ୍ହାଇବେ ଅଙ୍ଗନୱାଡି କର୍ମଚାରୀ |

ତେବେ ଆନ୍ଦୋଳନ ଏବଂ ବିକ୍ଷୋପ ପ୍ରଦର୍ଶନ ସହ ସରକାରୀ ବିରୋଧୀ ନାରାବାଜି ଦେଇ କର୍ମୀ ମାନେ ବିଧାନସଭା ଘେରାଉ କରିଥିଲେ |ତେବେ ଲୋୟର ପିଏମଜି ଘେରୁଆ ରଙ୍ଗରେ ରଙ୍ଗୀନ ହୋଇଥିବା ବେଳେ ରାସ୍ତା ଘାଟ କିଛି ସମୟ ପାଇଁ ଜାମ ରହିଥିଲା |ତେବେ ଭର୍ତ୍ତା ବୃଦ୍ଧି ଏବଂ ଅନ୍ୟାନ ଦାବିକୁ ନେଇ ପୂର୍ବରୁ ବାରମ୍ବାର ଅଙ୍ଗନୱାଡି କର୍ମୀ ମାନେ ସରକାରଙ୍କୁ ନିଜର ଦାବି ଜଣାଇବା ସହ ବିକ୍ଷପ ପ୍ରଦର୍ଶନ କରିଛନ୍ତି |
ହେଲେ ସେମାନଙ୍କ ଦାବି ପୂରଣ ପାଇଁ ଅସଫଳ ହୋଇଛନ୍ତି

ସରକାର ଏହି ପରି ଭାବରେ ମହିଳା ଏବଂ ଶିଶୁ ବିକାଶର କର୍ତ୍ତୃପକ୍ଷ ସେମାନଙ୍କ ସହ ଆଲୋଚନ ସହ ଦାବି ପୂରଣ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ ପରେ ଶହ ଶହ କର୍ମୀ ଧାରଣା ପ୍ରତ୍ୟହୃତ କରିଥିଲେ |ହେଲେ ଆଜି ପର୍ଯ୍ୟନ୍ତ କର୍ତ୍ତୃପକ୍ଷଙ୍କ ପ୍ରତିଶୃତି ପାଣିର ଗାର ହୋଇଥିବା ବେଳେ ସରକାରଙ୍କ ସହ ବାରମ୍ବାର ଆଲୋଚନା ପରେ ମଧ୍ୟ କିଛି ଫଳ ମିଳି ନାହିଁ |

ତେବେ ରାଜ୍ୟ ସରକାର ମା ମାନଙ୍କୁ ସମ୍ମାନର କଥା କହୁଥିବା ବେଳେ ରାଜ୍ୟର ଏତେ ସଂଖ୍ୟକ ମହିଳାଙ୍କୁ ଆଜି ଅସମ୍ମାନ କରିଛନ୍ତି |ତେବେ ସେମାନଙ୍କ ଦାବି ହେଉଛି ଭର୍ତ୍ତା ବୃଦ୍ଧି ଅର୍ଥାତ 5,000 ,7,000 ବଦଳରେ ସର୍ବନିମ୍ନ 26,000 ଦରମା ହେଉ ଅଙ୍ଗନୱାଡି କର୍ମୀ ମାନଙ୍କ ଅବସରରେ ବୟସ ସୀମା 65 ବର୍ଷ କରିବା ସହ |

ଅବସର କାଳୀନ ଚାଷୀ 40,000 ଏବଂ 20,000 ପରିବର୍ତ୍ତେ ପାଞ୍ଚ ଲକ୍ଷ ଦିଆଯାଉ ଆଉ ଏହି ପାଞ୍ଚ ଦଫା ଦାବିକୁ ନେଇ ଆନ୍ଦୋଳନ କରିଛନ୍ତି ଅଙ୍ଗନୱାଡି କର୍ମୀ ମିଳୁଥିବା ସୂଚନା ମୁତାବକ ଖୁବ ଶୀଘ୍ର ଏମାନଙ୍କ ଦାବି ପୂରଣ ହେବାକୁ ଯାଉଛି |

Leave a Reply

Your email address will not be published. Required fields are marked *