ନମସ୍କାର ଦର୍ଶକବନ୍ଧୁ ଆମ ଶରୀର ଏହି ଦୁଇଟି କଥା ଉପରେ ସର୍ବଦା ନିର୍ଭର କରିଥାଏ ପ୍ରଥମଟି ହେଉଛି ଆମେ ସକାଳେ କେତେବେଳ ଉଠିଥାଉ ଏବଂ ଦ୍ୱିତୀୟଟି ହେଉଛି ଆମେ ସକାଳୁ ଉଠି କଣ ଖାଇଥାଉ ବା ପିଇ ଥାଉ ଯେଉଁ ଲୋକମାନେ ସକାଳୁ ଉଠି ପ୍ରଥମେ ଚାହା ପିଅନ୍ତି ସେମାନଙ୍କ ଶରୀର ଅଧିକାଂଶ ରୋଗରେ ପଡ଼ିଥାଏ ଏବଂ ଯେଉଁ ଲୋକମାନେ ସକାଳୁ ଉଠି ଅଳ୍ପ ଉଷୁମ ପାଣି ପିଅନ୍ତି |ଲେଉମୁ ପାଣି ପିଅନ୍ତି ,ଡାଳଚିନ ପାଣି ପିଅନ୍ତି ,ଜିରା ପାଣି ପିଅନ୍ତି ସେମାନଙ୍କ ଜୀବନ ସବୁବେଳେ ସୁସ୍ଥ ରହିଥାଏ |
ତେଣୁ ଆଜିର ବିଷୟରେ ଆମେ ଆପଣଙ୍କୁ ସକାଳୁ ଖାଲି ପେଟରେ ସେଓ ଖାଇବାର ଲାଭ ବିଷୟରେ କହିବୁ ମାନେ ଯଦି ଆପଣ ସକାଳୁ ଉଠି ଖାଲି ପେଟରେ ସେଓ ଖାଉଛନ୍ତି ତେବେ ତାହା ଦ୍ୱାରା ଆପଣଙ୍କ ଶରୀରଙ୍କୁ କଣ କଣ ସବୁ ଲାଭ ମିଳିବ |ତେବେ ଆପଣ ସକାଳୁ ଉଠି ସେଓ ଖାଇବେ ଆପଣ ସୁସ୍ଥ ରହିବେ ଏହା ସହିତ କହିବି ଯେ କଣ କଣ ରୋଗରୁ ଆପଣ ବଞ୍ଚି ପାରିବେ ତେଣୁ ଆସନ୍ତୁ ଜାଣିବା |ତେବେ ଆପଣ ଯଦି ସେଓ ଖାଉ ନାହାଁନ୍ତି |
ତେବେ ଏହି ବିଷୟଟି ଦେଖିଲା ପରେ ସେଓ ଖାଇବା ଆପଣ ଆରମ୍ଭ କରିଦେବେ |ତେବେ ଆପଣ ଯଦି ପ୍ରତିଦିନ ଗୋଟିଏ ସେଓ ଖାଇବେ ତେବେ ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବ ନାହିଁ ତେଣୁ ଆପଣ ପ୍ରତିଦିନ ଗୋଟିଏ ସେଓ ନିହାତି ଖାଆନ୍ତୁ ଏହା ପ୍ରତିଦିନ ସକାଳେ ଖାଇବା ଦରକାର ଏହା ସବୁଠାରୁ ଭଲ ଗୁଣ ଅଟେ |
ଯଦି ପ୍ରତିଦିନ ସକାଳେ କିଛି ଖାଇବା ପୂର୍ବରୁ ପ୍ରଥମେ ସେଓ ଖାଇବେ ତେବେ ଏହା ଦ୍ୱାରା ଆପଣଙ୍କ ଶରୀର ବହୁତ ସୁସ୍ଥ ରହିବ |ପ୍ରଥମ କଥା ହେଉଛି ଯଦି ଆପଣଙ୍କ କୋଷ୍ଟ କାଠିନ ଭଳି ରୋଗ ରହିଛି ତେବେ ଏହି ସେଓ ଖାଇବା ଦ୍ୱାରା ତେବେ ଏହା ଆପଣଙ୍କ ଦୂର ହୋଇ ଯାଇଥାଏ |
କାରଣ ଏହି ସେଓରେ ଫାଇବର ପର୍ଯ୍ୟାପ୍ତ ପରିମାଣରେ ରହିଛି ଏବଂ ଏହି ଫାଇବର ଆମର କୋଷ୍ଟ କାଠିନ ରୋଗକୁ ଦୂର କରି ଦେଇଥାଏ ତେବେ ଯଦି ଆପଣ ପ୍ରତିଦିନ ସେଓ ରହିବ ତେବେ ଆପଣଙ୍କ କୋଷ୍ଟ କାଠିନର ସମସ୍ୟା କେବେ ରହିବ ନାହିଁ |