ଓଡ଼ିଆ ସିରିଏଲ ହିରୋଇନ ମାନଙ୍କ ବିନା ମେକପର ଫୋଟ ଦେଖିଲେ ଆପଣ ହସି ହସି ଗଡ଼ିଯିବେ ,ସବୁଠୁ ବେଶୀ କାଳୀ ଏହି ହିରୋଇନ ….ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଓଡ଼ିଆ ସିରିଏଲର ପ୍ରତ୍ୟକ ହିରୋଇନ ମାନେ ଜବରଦସ୍ତ ଅଭିନୟ କରୁଥିବାର ଆପଣମାନେ ନିଶ୍ଚିତ ଭାବରେ ଦେଖୁଥିବେ ହେଲେ ଦର୍ଶକବନ୍ଧୁ ଏହି ହିରୋଇନ ମାନେ ଟିଭି ପରଦାରେ ମେକପ ନେଇ ଖୁବ ସୁନ୍ଦର ଦେଖା ଯାଆନ୍ତି କିନ୍ତୁ ଆପଣମାନେ ସେମାନଙ୍କୁ କେବେ ବିନା ମେକପରେ କେବେ ଦେଖିଛନ୍ତି କି ଯଦି ଦେଖି ନାହାଁନ୍ତି ତେବେ ଆସନ୍ତୁ ଆମେ ଆପଣଙ୍କୁ ଦେଖାଇବୁ |

ପ୍ରଥମ ଲିଷ୍ଟରେ ଆସୁଛନ୍ତି ଦୁର୍ଗା -ଆପଣମାନେ ଦୁର୍ଗାଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ ତାଙ୍କର ପ୍ରକୃତ ନାମ ହେଉଛି ଅର୍ପିତା କର ତେବେ ଦେଖନ୍ତୁ ଇଏ ହେଉଛି ଅର୍ପିତାଙ୍କ ବିନା ମେକପର ଫୋଟ |ଆପଣମାନେ ଦେଖିଥିବେ ମେକପରେ ସେ କେମିତି ଦେଖା ଯାଆନ୍ତି ବିନା ମେକପରେ କେମିତି ଦେଖା ଯାଉଛନ୍ତି |

ଦୁଇ ନମ୍ବରରେ ଆସୁଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ ଆପଣମାନେ ଶ୍ରଦ୍ଧାଙ୍କ ଅଭିନୟ ଆପଣମାନେ ନିଶ୍ଚିତ ଭାବରେ ସିରିଏଲରେ ଦେଖିଥିବେ ତେବେ ଦେଖନ୍ତୁ ଇଏ ହେଉଛି ଶ୍ରଦ୍ଧାଙ୍କ ବିନା ମେକପର ଫୋଟ |

ଏହା ପରେ ତିନି ନମ୍ବରରେ ଆସୁଛନ୍ତି ଅନନ୍ୟା ଦାସ ତ ବର୍ତ୍ତମାନ ଆପଣ ଅନନ୍ୟାଙ୍କୁ ଦିବ୍ୟଦୃଷ୍ଟି ସିରିଏଲରେ ଲିଡ଼ ନାୟିକା ଭାବରେ ଅଭିନୟ କରୁଥିବାର ଦେଖିଥିବେ ତେବେ ଦେଖନ୍ତୁ ଇଏ ହେଉଛି ଅନନ୍ୟାଙ୍କ ବିନା ମେକପର ଫୋଟ |

ଏହା ପରେ ଚାରି ନମ୍ବରରେ ଆସୁଛନ୍ତି ଲିପି ମହାପାତ୍ର ଆପଣମାନେ ଲିପିଙ୍କୁ ତାରିଣୀ ଆଖିର ତାରା ସିରିଏଲରେ ଜବରଦସ୍ତ ଅଭିନୟ କରୁଥିବାର ଦେଖିଥିବେ ତେବେ ଦେଖନ୍ତୁ ଇଏ ହେଉଛି ଲିପି ମହାପାତ୍ରଙ୍କ ବିନା ମେକପର ଫୋଟ |

ଏହା ପରେ ପାଞ୍ଚ ନମ୍ବରରେ ଆସୁଛନ୍ତି ପୂଜା ଯାହାକୁ ଆପଣମାନେ ଝିଅ ଆମ ନୂଆ ବୋହୂ ସିରିଏଲରେ ଖୁବ ସୁନ୍ଦର ଅଭିନୟ କରିଥିବାର ଦେଖିବାକୁ ପାଉଥିବେ ତେବେ ଦେଖନ୍ତୁ ଇଏ ହେଉଛି ପୂଜାଙ୍କ ବିନା ମେକପର ଫୋଟ |

ଏହା ପରେ ଛଅ ନମ୍ବରରେ ଆସୁଛନ୍ତି ତାରିଣୀ ଆପଣମାନେ ତାରିଣୀଙ୍କ ସୁନ୍ଦର ଅଭିନୟ ନିଶ୍ଚିତ ଭାବରେ ଦେଖିଥିବେ ତେବେ ଇଏ ହେଉଛି ତାରିଣୀଙ୍କ ବିନା ମେକପର ଫୋଟ |

Leave a Reply

Your email address will not be published. Required fields are marked *