ନମସ୍କାର ଦର୍ଶକବନ୍ଧୁ ଆସନ୍ତୁ ଆଜି ଆମେ କିଛି ଆପଣଙ୍କୁ ଗୁରୁତ୍ବପୂର୍ଣ୍ଣ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଜାଣିବା ଦ୍ୱାରା ଆପଣଙ୍କ ଦୈନଦିନ ଜୀବନରେ ଆସୁଥିବା ସବୁ କୁ ଆସୁବିଧା ଦୂର ହୋଇଯାଇଥାଏ ଏବଂ ଆପଣ ନିଜ ପରିବାର ସହିତ ଖୁସିରେ ସମୟ ଅତିବାହିତ କରି ଥାଆନ୍ତି ଯେଉଁ ମହିଳାର ନାଭି ବଡ଼ ଏବଂ ଗଭୀର ହୋଇଥାଏ ସେହି ସ୍ତ୍ରୀକୁ ଶୁଭ ମନାଯାଏ |
ଯେଉଁ ସ୍ତ୍ରୀର ନାଭି ବଡ଼ ହୋଇ ଡାହାଣ ପଟକୁ ମୋଡ଼ି ହୋଇ ରହିଥାଏ ସେହି ସ୍ତ୍ରୀର ଧନର ଅଭାବ ନଥାଏ ସୁଖ ସମୃଦ୍ଧି ଏହିପରି ସ୍ତ୍ରୀ ମାନଙ୍କ ପାଦ ତଳକୁ ଆସିଥାଏ |ଯଦି ଆପଣ କନ୍ୟା ଦେଖିବାକୁ ଯାଆନ୍ତି ତାହେଲେ ପ୍ରଥମେ କନ୍ୟାର ପାଦ ଛୋଟ ଆଙ୍ଗୁଠିକୁ ଦେଖିବେ ଯେମିତି ଭୂମିକୁ ସ୍ପର୍ଶ କରୁଥିବ ଏମିତି ସ୍ତ୍ରୀ ବହୁତ ଭାଗ୍ୟଶାଳୀ ହୋଇଥାଏ |
ମନ୍ଦିରକୁ ଗଲେ ପ୍ରଥମେ ବାହାନକୁ ମୁଣ୍ଡିଆ ମାରନ୍ତୁ ତାପରେ ଠାକୁରଙ୍କୁ ମୁଣ୍ଡିଆ ମାରନ୍ତୁ |ଯେଉଁ ମହିଳାଙ୍କ ମୁହଁ ଅତି ସରୁ ବା ଗୋଜିଆ ଦେଖାଯାଏ ସେହି ମହିଳା ମାନେ ଜିଦ୍ଖୋର ପ୍ରକୃତିର ଅଟନ୍ତି ସ୍ତ୍ରୀ ଲୋକମାନେ ଗର୍ଭାବସ୍ଥା ସମୟରେ ଚାଉଳରେ ହଳଦୀ ମିଶାଇ ଘର ଭିତରେ ପକାଇଲେ ସମସ୍ତ ଅଶୁଭ ଶକ୍ତି ଦୂର ହୁଏ |
ଯଦି ବିବାହ ପାଇଁ ପୁତ୍ର କିମ୍ବା କନ୍ୟା ରାଜି ହେଉ ନାହାନ୍ତି ତେବେ ତାଙ୍କ ଶୋଇବା ଘର ଉତ୍ତର ପଟରେ କ୍ରିଷ୍ଟାଲ ବଲ କାଚ ପ୍ଲେଟରେ ରଖନ୍ତୁ |ପ୍ରତ୍ୟକ ଦିନ ରାତି ଦଶଟାରେ ବାମପଟ ମାଡି ଶୋଇବା ଉଚିତ ଏବଂ ରାତି ଚାରିଠାରେ ଶୋଇକି ଉଠିବା ଅଭ୍ୟାସ କରିବା ଦ୍ୱାରା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ |