ନମସ୍କାର ଦର୍ଶକବନ୍ଧୁ ହୀରାକୁଦରେ ଦେଖାଦେଲା ବିଶାଳ କାଳୀନାଗ ଯାହାକୁ ଦେଖି ଲୋକେ ହେଲେଣି ଆତଙ୍କିତ ଲୋକମାନେ ଏହାକୁ ଦେଖି ଅନୁମାନ କଲେଣି ଯେ ସାପଟି ପାଇଥନ ବୋଲି ହେଲେ ଏ ସର୍ପ ଏଠାରୁ କୁଆଡ଼େ ଆସିଲା |ଦର୍ଶକବନ୍ଧୁ ବର୍ତ୍ତମାନ ଏତେ ଅଘଟଣ କଣ ପାଇଁ ଘଟୁଛି ଯୁଆଡ଼େ ଆପଣମାନେ ଦେଖନ୍ତୁ କିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟି ଚାଲିଛି |ହୀରାକୁଦରେ ଚିତ୍ତଳ ମାଛ ,ହୀରାକୁଦରେ ବଉଳା କୁମ୍ଭୀର ଆଉ ହୀରାକୁଦରେ ଜଳପରୀ ପରେ ଏବେ ହୀରାକୁଦ ବର୍ତ୍ତମାନ ଏକ ବିଶାଳ ସର୍ପ ଦେଖିବାକୁ ମିଳିଛି |
ଏହି ଘଟଣାଟି ଦର୍ଶକବନ୍ଧୁ 4 ଅକ୍ଟୋବରର ହୀରାକୁଦ ଠାରୁ ପ୍ରାୟ 5 କିଲୋମିଟର ଦୂର ବୋଧ ସାହି ଗ୍ରାମର ଜଣେ ଯୁବକ ରତିକାନ୍ତ ସାମଲ ଯିଏ କି ଏହି ସାପଟିକୁ ଦେଖି ହଟାତ ଡରି ଯାଇଥିଲେ ଏତେ ବଡ଼ ବିଶାଳ ସାପ ସିଏ ତାଙ୍କ ଜୀବନରେ କେବେ ଦେଖି ନଥିଲେ ଦର୍ଶକବନ୍ଧୁ କାଲି ସମୟ ପ୍ରାୟ ଦିନ ଗୋଟାଏ ହେବ ରତିକାନ୍ତ ତାଙ୍କ ଜାଲ ନେଇ ହୀରାକୁଦର ମହାନଦୀକୁ ମାଛ ଧରିବାକୁ ଯାଇଥିଲେ |
ରତିକାନ୍ତ ମହାନଦୀରେ ଜାଲ ପକାଇ ମାଛ ଧରିବାରେ ବ୍ୟସ୍ତ ଥିଲେ ହଟାତ ଯେଉଁଠାରେ ମାଛ ଧରୁଥିଲେ ସେଠାରେ କିଛି ସୁ ସୁ ଶବ୍ଦ ହେଲା ଯାହା ଶୁଣି ରତିକାନ୍ତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ |ରତିକାନ୍ତ ଭାବିଥିଲେ କୁକୁର କି ମାଙ୍କଡ଼ ହେଲେ ଶବ୍ଦଟି ଯେତେବେଳେ ଅତି ଜୋରରେ ହେବାକୁ ଲାଗିଲା ସେ ନଦୀ ଉପରକୁ ଆସି ଦେଖନ୍ତି ଏକ ବିଶାଳ ବଡ଼ ସାପ |
ଯାହାର ଲମ୍ବ ପ୍ରାୟ 15 ରୁ 20 ଫୁଟ ହୋଇଯିବ ରତିକାନ୍ତ ସାପଟିକୁ ଦେଖି ଡରରେ ଛାନିଆ ହୋଇ ଯାଇଥିଲେ ଏବଂ ସେଠାରେ ଥିବା ଏକ ଗଛ ପାଖରେ ଲୁଚି ପଡ଼ିଥିଲେ ସର୍ପଟି ଆସ୍ତେ ଆସ୍ତେ ଜଙ୍ଗଲରୁ ବାହାରି ମହାନଦୀ ଭିତରେ ପଶିଗଲା କିନ୍ତୁ ରତିକାନ୍ତ ସାପକୁ ଦେଖି ଟିକେ ମଧ୍ୟ ହାତ ଦେଇ ନଥିଲେ |
ସାପଟି ଯତେବେଳେ ପାଣିକୁ ପଳେଇଲା ରତିକାନ୍ତ ଘରକୁ ପଳେଇ ଆସିଲେ ଏହି ସାପଟିଏ ଭିଡିଓ ମଧ୍ୟ ଲୁଚି ଲୁଚି କରି ଦେଇଥିଲେ ଏହା ପରେ ସେ ଗାଁ ଲୋକଙ୍କୁ ଡାକି ଆଣିଥିଲେ ହେଲେ ସାପଟି ସେଠି ଆଉ ନଥିଲା କୁଆଡ଼େ ପାଣି ଭିତରେ ଉଭାନ ହୋଇ ଯାଇଥିଲା |