ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟରେ ଆସନ୍ତୁ ଜାଣିବା ବାଛନ୍ତୁ ଆପଣଙ୍କ ମନ ପସନ୍ଦର ଗୋଟିଏ ଗୋଲାପ ଏବଂ ଜାଣନ୍ତୁ ଆପଣଙ୍କୁ କିଏ ଅଧିକ ଭଲ ପାଆନ୍ତି |ଗୋଲାପ ଫୁଲକୁ ଲଭର ପ୍ରତୀକ ବୋଲି ମନେ କରାଯାଏ ତ ଏହା ଆପଣଙ୍କ ପ୍ରଶ୍ନ ପତ୍ରର ଭବିଷ୍ୟକୁ ନେଇ କୁହାଯାଇଛି ଏହା ଆପଣଙ୍କ ଅତୀତ ଏବଂ ଭବିଷ୍ୟତକୁ ନେଇ କିଛି କଥା ରହିଅଛି ଯାହାକି ଆପଣମାନଙ୍କ ପାଇଁ ବହୁତ ଉପକାରୀ ରହିବ |ଆପଣଙ୍କୁ ତିନି ସେକେଣ୍ଡର ସମୟ ଦିଆଗଲା ବାଛନ୍ତୁ ଏଥି ମଧ୍ୟରୁ କୌଣସି ଗୋଟିଏ ରଙ୍ଗର ଗୋଲାପ ଏବଂ ଜାଣନ୍ତୁ ଆପଣଙ୍କ ଭାଗ୍ୟ ଭବିଷ୍ୟ ଆପଣଙ୍କୁ କଣ କହୁଅଛି ଏବଂ ଆପଣଙ୍କୁ କିଏ ଅଧିକ ଭଲ ପାଉଛନ୍ତି |
ହଳଦିଆ ରଙ୍ଗ ଗୋଲାପ -ଆପଣ ଯଦି ଏହି ରଙ୍ଗର ଫୁଲଟିକୁ ବାଛିଛନ୍ତି ତ ଜାଣନ୍ତୁଜୟ ହେଲା ଆପଣଙ୍କ ମନ ବହୁତ ଚିନ୍ତା ଆପଣ ଏହି ବିଷୟଟିକୁ ଆସିଛନ୍ତି ଏଣିକି ଆପଣଙ୍କ ଚିନ୍ତା ଦୂର ହେବ ସନ୍ତାନ ମାନଙ୍କ ଉନ୍ନତିର ଯୋଗ ଆସୁଛି ଗୃହରେ ମାଙ୍ଗଳିକ କାର୍ଯ୍ୟ କରିବେ ରାଜ ସମ୍ମାନ ଭୋଗ କରିବେ ସଦା ସର୍ବଦା ଗୃହରେ ଆନନ୍ଦର ଢେଉ ଖେଳିବ ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ଯେଉଁ ବିପଦରେ ପଡ଼ିଛନ୍ତି ତାହାର ସମାଧାନ ଆପଣ କରି ପାରୁ ନାହାଁନ୍ତି କିଛି ଦିନ ହେଲା ଆପଣ ଯେକୌଣସି କାର୍ଯ୍ୟ କରୁଛନ୍ତି ସେଥିରେ ଆପଣଙ୍କ ଅସୁବିଧା ଭୋଗ ହେଉଅଛି ଆଗକୁ ଏକ ମାଙ୍ଗଳିକ କାର୍ଯ୍ୟ ଆସୁଅଛି ଆପଣ ସେଥିପାଇଁ ମଧ୍ୟ ଚିନ୍ତାରେ ଅଛନ୍ତି ତ ଆପଣଙ୍କ ଏବେ ଶୁଭ ଫଳ ଆସିବାକୁ ଯାଉଅଛି |ଆପଣ ପିତା ମାତାଙ୍କ ଠାରୁ ଦୂରରେ ରହିଲେ ଆପଣଙ୍କ ପାଇଁ ଅମଙ୍ଗଳ ହେବ |ଆପଣ ପଛ କଥା ସବୁ ଭୁଲି ଯାଆନ୍ତୁ ଆପଣଙ୍କ ବର୍ତ୍ତମାନ ସୁଖର ସମୟ ଆସିଯାଇଛି |ଯେଉଁ ବନ୍ଧୁ ଆପଣଙ୍କ ଠାରୁ ଦୂରେଇ ଯାଇଥିଲେ ସିଏ ହିଁ ଆପଣଙ୍କୁ ଅଧିକ ଭଲ ପାଇବେ ଏବଂ ଆପଣଙ୍କ ପାଖକୁ ନିଶ୍ଚିତ ଫେରି ଆସିବେ |
ନାଲି ରଙ୍ଗ -ଆପଣ ଯଦି ଏହି ରଙ୍ଗର ଫୁଲଟିକୁ ବାଛିଛନ୍ତି ତେବେ ଆପଣ ଅତୀତଙ୍କୁ ଚିନ୍ତା କରନ୍ତୁ ନାହିଁ ଅତୀତ ବର୍ତ୍ତମାନ ମଧ୍ୟରେ ଫଳ ନିତ୍ୟାନ୍ତ ଖରାପ ହୋଇଥାଏ ଠକାମୀ କଲେ ଠକିଯିବେ ସ୍ୱାସ୍ଥ୍ୟର ଆପଣ ଶୁଭଫଳ ପାଇବେ ଆପଣଙ୍କ ପାଇଁ ବିଶେଷ ଶୁଭ ଦିନ ଆସୁଅଛି ଏବଂ ସମାଜରେ ଆପଣଙ୍କୁ ବ୍ୟକ୍ତିମାନେ ନିଶ୍ଚିତ ଭାବରେ ସମ୍ମାନ ଦେବେ |ଆପଣ ନିଜ କର୍ମ କରି ଚାଲନ୍ତୁ ଫଳ ଆପଣଙ୍କ ପଛେ ପଛେ ନିଶ୍ଚିତ ଭାବରେ ପହଁଚାଇ ଦେବ | କୌଣସି ପଦ ପଦବୀରେ ଆପଣ ସମ୍ମାନିତ ହୋଇ ପାରନ୍ତି ସମାଜରେ ବ୍ୟକ୍ତି ଆପଣଙ୍କୁ ସମ୍ମାନିତ କରିବେ |ଆପଣ ଯଦି ଘରେ ପରିବାରରେ କାହା ସହିତ ଝଗଡ଼ା କରିଥିଲେ ସିଏ ଆପଣଙ୍କୁ ବହୁତ ଭଲ ପାଉଛନ୍ତି |
ଧଳା ରଙ୍ଗ -ବର୍ତ୍ତମାନ ଆପଣଙ୍କ ସମସ୍ତ କାର୍ଯ୍ୟ ଆପଣଙ୍କ ଶକ୍ତି ବାହାରେ ମୁଣ୍ଡ ଉପରେ ଆପଣଙ୍କ ଗୁଡ଼ାଏ ବୋଝ କେଉଁ କାର୍ଯ୍ୟ ଆପଣ ଆଗେ କରିବେ ତାହା ଜାଣି ପାରୁ ନାହାଁନ୍ତି ଗୁପ୍ତ ଶତ୍ରୁ ଆପଣଙ୍କ କ୍ଷତି କରି ପାରନ୍ତି ତେବେ ଯାହା ହେଉ ସେ ଧର୍ମ ବୃଦ୍ଧି ଆପଣଙ୍କ ଘଟୁଅଛି ବିଦ୍ୟା କ୍ଷେତ୍ରରେ ଆପଣ ସର୍ବଦା ଲାଭ କରିବେ ରାଜ ଦ୍ୱାରରେ ଏବେ ସମ୍ମାନ ମିଳିବ ପାରିବାରିକ କ୍ଷେତ୍ରରେ ଆଉ ବ୍ୟାଘାତ ସୃଷ୍ଟି ହେବ ନାହିଁ ବର୍ତ୍ତମାନ ଆପଣ ଯେଉଁ ଚିନ୍ତାରେ ଅଛନ୍ତି ତାହା ଆଗାମୀ ଦିନରେ ଆପଣଙ୍କ ସହଜରେ ସମାଧାନ ହୋଇଯିବ ଆପଣ ଆପଣଙ୍କ ନିଜ ଲୋକଙ୍କ ସହିତ କିଛି ବିବାଦ ହୋଇଥିଲା ଯାହାକି ସିଏ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ଏବଂ ମିସ ମଧ୍ୟ କରୁଛନ୍ତି |