ନମସ୍କାର ଦର୍ଶକବନ୍ଧୁ SBI ଗ୍ରାହକଙ୍କୁ ଲାଗିଲା ବଡ଼ ଝଟକା SBI ର ମିନି ବ୍ୟାଙ୍କ ଏମିତି କି କିଛି ଲୋକ କୁହନ୍ତି ଯେ SBI ର ଜିରୋ ବାଲାନ୍ସ ଆକାଉଣ୍ଟ ଯଦି ଆପଣଙ୍କର ଥିବ ତେବେ ଆପଣଙ୍କ ଆକାଉଣ୍ଟ ମଧ୍ୟ ବନ୍ଦ ହୋଇଯାଇଥିବ |ବହୁତ ଲୋକଙ୍କ ଫୋନକୁ ମ୍ୟାସେଜ ଆସିଛି ଯେ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଛି ବୋଲି ତେବେ କଣ ପାଇଁ ବନ୍ଦ ହେଲା କେମିତି ଆମେ ଆଉ ଥରେ ରିଓପନ କରିପାରିବା |
ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ |ଯଦି ଆପଣଙ୍କ ଆକାଉଣ୍ଟ ଥିବ ତେବେ ଆପଣଙ୍କ ଜିରୋ ବାଲାନ୍ସ ଏଟିଏମ ଥିବ ଯେଉଁଟା କି ଜନଧନ ଯୋଜନା ମଧ୍ୟ ଲେଖା ଯାଇଛି ଏଟିଏମ କାର୍ଡରେ ତେବେ ସମସ୍ତଙ୍କ ପାଖକୁ ମ୍ୟାସେଜ ପହଁଚିଥିବ ଆକାଉଣ୍ଟ ବନ୍ଦ ହେଲା ଏବେ କଣ ହେବ |ତେବେ ଆସନ୍ତୁ ଜାଣିବା ଜିରୋ ଆକାଉଣ୍ଟ ଖୋଲି କରି ବହୁତ ଲୋକ ପଇସା ରଖୁ ନାହାଁନ୍ତ
ଅନେକ ଲୋକ ପଇସା ଉଠାଉଛନ୍ତି ଏବଂ ଡିପୋଜିଟ ମଧ୍ୟ କରୁଛନ୍ତି ହେଲେ କେହି ଲୋକ E-kyc କରୁ ନାହାଁନ୍ତି ତେବେ E-kyc ନଥିବା କାରଣରୁ SBI ଆଜି ବହୁତ ଗୁଡ଼ାଏ ଆକାଉଣ୍ଟକୁ ବନ୍ଦ କରିଦେଇଛି |
ଆପଣ ଯେଉଁ ମିନି ବ୍ରାଞ୍ଚରେ ଆକାଉଣ୍ଟ ଓପନ କରିଥିଲେ ସେଠାକୁ ଯିବେ ଏବଂ ଆପଣଙ୍କ ଆଧାର କାର୍ଡ ,ପାନ କାର୍ଡ ଏବଂ ଫୋଟ କପି |
ଏକ ଆପ୍ଲିକେସନ ଫର୍ମ ଭରିବକୁ ପଡ଼ିବ ସେହି ଫର୍ମ ଭରିବା ପରେ ଆପଣଙ୍କ ଆକାଉଣ୍ଟ ଆଉ ଥରେ ହୋଇଯିବ ରିଓପନ ଏବଂ ସବୁଠାରୁ ଭଲ ହେବ ଆପଣଙ୍କ ପାଇଁ ଆପଣ ଡାଇରେକ୍ଟ ଯଦି ମେନ ବ୍ରାଞ୍ଚକୁ ଟ୍ରାନ୍ସଫର କରିଦେବେ ତେବେ ଆପଣ ଆହୁରି ସୁଵିଧା ପାଇପାରିବେ |