ପୁଣି କମିଲା ସୁନା (Gold) ଦର, ଏବେ କମିଲା ଏତେ ଟଙ୍କା ଜାଣିଲେ… ସଙ୍ଗେ ସଙ୍ଗେ କିଣି ଦିୟନ୍ତୁ

ବନ୍ଧୁଗଣ ଆଜି ପୁଣି ଶସ୍ତା ହେଲା ସୁନା ଓ ରୂପର ଦଅର ତେବେ କେତେଟଙ୍କା ନୂଆ ଦାମ ରହିଛି ଯଦି ଆପଣମାନେ ମଧ୍ୟ ସୁନା ରୂପ କିଣିବାକୁ ଚାହୁଁଛନ୍ତି କେତେଟଙ୍କା ଦେଇ କିଣି ପାରିବେ ଆସନ୍ତୁ ଜାଣିବା ଏହି ସମ୍ପୂର୍ଣ ଖବରରେ | ବନ୍ଧୁଗଣ ଏବେ ଆସିଲା ନୂଆ ଦାମ ସୁନା ଓ ରୂପ ମୂଲ୍ୟରେ ଆଜି ବଡ଼ ହାସ ଦେଖିବାକୁ ମିଳିଛି ଅକ୍ଟୋବର ମାସ ଶୁଭା ଆରମ୍ଭ ହୋଇଛି |

ସୁନା ଦଅର ଖୋଲିବା ମାତ୍ରେ ହାର୍ଷ ମଧ୍ୟ ପାଇଛି ତେବେ ସୁନା ମୂଲ୍ୟରେ 54.600 ଟଙ୍କା ହୋଇଛି | ଦୀର୍ଘ ସମୟ ପରେ ସୁନା ମୂଲ୍ୟରେ ଏହି ଭଳି ହାର୍ଷ ଦେଖିବାକୁ ମିଳିଛି ଏହା ବ୍ୟତୀତ ଆଜି ରୂପା ମୂଲ୍ୟ ମଧ୍ୟ 4%ରୁ ଅଧିକ ହାର୍ଷ ହୋଇ 66,000 ଟଙ୍କା ରେ ପହଞ୍ଚି ଯାଇଛି |

ତେବେ ମୁମ୍ବାଇର ମଲ୍ଟି କମୋଡିଟି ଏସେନ୍ସରେ ସୁନାର ଦାମ ପୂର୍ବରୁ 10ଗ୍ରାମ ପିଛା 61.845 ଟଙ୍କା ରେକର୍ଡ଼ ସ୍ଥଳରେ ପହଁଚିଥିଲା କିନ୍ତୁ ସେହି ରେକର୍ଡ ସ୍ଥଳ ଆଜି ହାର୍ଷ ପାଇ 10 ପିଛା 56.600 ଟଙ୍କାରେ ପହଁଚିଯାଇଛି | ଏହା ଛଡା ଆମ ରାଜଧାନୀ ଭୁବେନେଶ୍ଵରରେ ସୁଦ୍ଧ ସୁନା 24କ୍ୟାରେଡର ଦାମରେ 54.420 ଟଙ୍କା ରହିଛି |

22କ୍ୟାରେଡ ସୁନା 10ଗ୍ରାମ ପିଛା 53.450 ଟଙ୍କା ଦେଖିବାକୁ ମିଳିଛି ଆଜିର ଦାମ ଏହା ସହିତ ରୂପା ମୂଲ୍ୟରେ ମଧ୍ୟ 4.46 ପ୍ରତିସଦ ହାର୍ଷ ହୋଇ କିଲୋ ଗ୍ରାମ ପିଛା 66.740ଟଙ୍କାରେ ପହଁଚି ଯାଇଛି | ତେବେ ଯଦି ଆପଣ ମାନେ ସୁନା ରୂପ କିଣିବା ପାଇଁ ଚାହୁଁଛନ୍ତି ଏହି ଦାମ ଦେଇ ମଧ୍ୟ କିଣି ପାରିବେ |

Leave a Reply

Your email address will not be published. Required fields are marked *