ମୁଣ୍ଡ ଉପରେ ଗ୍ୟାସ ସିଲିଣ୍ଡର ରଖି ନାଚିଲେ ମହିଳା ,ଘର ପରିବାର ଲୋକେ ଦେଖି ମୁଣ୍ଡରେ ଦେଲେ ହାତ ,ଦେଖନ୍ତୁ ଭାଇରଲ ଭିଡିଓ ….

ନମସ୍କାର ଦର୍ଶକବନ୍ଧୁ ମୁଣ୍ଡରେ ଗ୍ୟାସ ସିଲିଣ୍ଡର ଧରି ନାଚିଲେ ମହିଳା ଭିଡିଓ ଭାଇରଲ ହେବା ପରେ ଲୋକମାନେ କଲେ ପ୍ରଶଂସା ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର ||ତେବେ ଆଜି କାଲି ମନୋରଞ୍ଜନ ମାଧ୍ୟମ ହୋଇ ଯାଇଛି ସୋସିଆଲ ମେଡିଆ |ଯେତେବେଳେ କୌଣସି ଲୋକର ମନ ଦୁଃଖ ଥାଏ ତେବେ ସେ ସୋସିଆଲ ମେଡିଆରେ ନିଜର ସମୟ ବିତାଇଥାଏ |

ଯାହା ଫଳରେ ତାର ମୁଡ଼ ଠିକ ହୋଇଯାଏ ତେବେ ସୋସିଆଲ ମେଡିଆରେ ଏବେ ଏକ ଏମିତି ଭିଡିଓ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ମହିଳା ତାଙ୍କ ମୁଣ୍ଡରେ ଗ୍ୟାସ ସିଲିଣ୍ଡର ରଖି ନାଚୁଛନ୍ତି ତେବେ ଏହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ନିଜ ମୁଣ୍ଡରେ ଏକ ଗ୍ୟାସ ସିଲିଣ୍ଡର ରଖିବା ଏକ ବଡ଼ କଥା |

କିନ୍ତୁ ଏହି ମହିଳା ଜଣକ ସିଲିଣ୍ଡର ମୁଣ୍ଡ ଉପରେ ରଖି ନାଚୁ ଥିବାର ନଜରରେ ଆସିଛନ୍ତି |ଏଥି ସହିତ ଜଣା ପଡୁଛି ମହିଳା ଜଣକ ଶରୀରରବାଲାନ୍ସ ବହୁତ ଭଲ ଅଛି ଯାହା ଫଳରେ ସେ ନାଚିବା ଦ୍ୱାରା ସିଲିଣ୍ଡର ଟିକେ ମଧ୍ୟ ହଲୁ ନାହିଁ |

ଏହା ପରେ ମହିଳା ଜଣକ ଗୋଟିଏ ଗୋଡ଼ରେ ଠିଆ ହେଲା ଭଳି ମଧ୍ୟ ଦେଖାଯାଉଛି |ଏହି ଭିଡିଓ ସୋସିଆଲ ମେଡିଆରେ ବହୁ ଭାଇରଲ ହେବା ପରେ ବହୁତ ସାରା ଲୋକ ମଧ୍ୟ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି |

Leave a Reply

Your email address will not be published. Required fields are marked *